Breaking News

ଐତିହ୍ୟ କୂଅ ପୋତି ଚାଲିଛି ନିର୍ମାଣ କାମ: ଅଭିଯୋଗ ଆଣିଲା ଇନ୍‌ଟାକ୍‌

ଭୁବନେଶ୍ବର: ବିପଦରେ ୧୩୦୦ ଶତାବ୍ଦୀର ସଂରକ୍ଷିତ ଐତିହ୍ୟ ଅନନ୍ତବାସୁଦେବ ମନ୍ଦିର। ମନ୍ଦିରଠାରୁ ମାତ୍ର ଅଢ଼େଇ ମିଟର ଦୂରରେ ପ୍ରତିଦିନ କାଠଚୂଲିରେ ରୋଷେଇ ହେଉଛି। ନିଆଁଧୂଆଁ ବାଜି ମନ୍ଦିର କ୍ଷୟ ହେଉଛି। ସେହିପରି ମନ୍ଦିରକୁ ଲାଗିଥିବା ଐତିହ୍ୟ କୂଅକୁ ପୋତି ଦିଆଯାଇଛି। ମନ୍ଦିର ନିକଟ ଏହି…

ସୁରୁଚି ବଜାରରେ ଭୟାବହ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ରାଉରକେଲା: ସିଭିଲଟାଉନସିପସ୍ଥ ସୁରୁଚି ବଜାରରେ ଆଜି ସକାଳ‌େ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଲାଗିଲା ନିଆଁ l ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ରାସନ ଓ ଉପହାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି l ରାଉରକେଲା ଇସ୍ପାତ କାରଖାନା ଓ ଓଡ଼ିଶା ଅଗ୍ନିଶମ ବିଭାଗର ପାଞ୍ଚଟି ଦମକଳ ପହଞ୍ଚି ନିଆଁକୁ…

ହୋର୍ଡ଼ିଂଗ ଦେଖି ବୁଝାପଡୁଛି ଟଙ୍କା କାହା ପାଖକୁ ଆସୁଛି: କଂଗ୍ରେସ ମୁଖପାତ୍ର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବୟାନଯୁଦ୍ଧ ଜୋର ଧରିଛି | ବର୍ତ୍ତମାନ କଂଗ୍ରେସର ଜାତୀୟ ମୁଖପାତ୍ର ସୁରେନ୍ଦ୍ର ସିଂ ରାଜପୁତ କେନ୍ଦ୍ର ତଥା ରାଜ୍ୟରେ ବିଜେପିର ମିଳିତ ସରକାର ଉପରେ ଆକ୍ରମଣ କରିଛନ୍ତି। ସୁରେନ୍ଦ୍ର ରାଜପୁତ 'ଭୋଟ୍ ଜିହାଦ୍'…

ବୈଠକରେ ଗୌତମ ଆଦାନୀ ନଥିଲେ: ଅଜିତ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାର ଆଦାନୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି | ଯେତେବେଳେ ତାଙ୍କୁ ପଚରାଗଲା ଯେ ୨୦୧୯ରେ, ବିଜେପିର ସହଯୋଗରେ ଆପଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା,…

‘ଶିଶୁ ଦିବସ’ରେ ପିଲାଙ୍କୁ ଛାଡ଼ି ସବୁଦିନ ପାଇଁ ପରିପାରିକୁ ଚାଲିଗଲେ ପ୍ରଧାନଶିକ୍ଷକ

କଣ୍ଟାବାଞ୍ଜି: ପବିତ୍ର ‘ଶିଶୁ ଦିବସ’ ପାଇଁ ବିଦ୍ୟାଳୟ ପରିସର ଉତ୍ସବମୁଖର ଥିବା ବେଳେ ଏଠାରେ କାର୍ଯ୍ୟରତ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ନିଜର ପ୍ରିୟ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କୁ ଛାଡ଼ି ସବୁଦିନ ପାଇଁ ପରପାରିକୁ ଚାଲିଯାଇଛନ୍ତି। ଏହି ଅଭାବନୀୟ ଘଟଣା ନେଇ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ…

ରଣବୀର ନୁହନ୍ତି, ଶକ୍ତିମାନ କିଏ ହେବ ସେ ନିଷ୍ପତ୍ତି ମୁଁ ନେବି: ମୁକେଶ ଖାନ୍ନା

ମୁମ୍ବାଇ: ଟିଭି ଚ୍ୟାନେଲ ଦୂରଦର୍ଶନର ସବୁଠାରୁ ଲୋକପ୍ରିୟ ଟିଭି ସୋ’ ମଧ୍ୟରେ ରହିଛି ଶକ୍ତିମାନ | ମୁକେଶ ଖାନ୍ନାଙ୍କ ଅଭିନୀତ ଏହି ସୁପରହିଟ୍ ଧାରାବାହିକ ୯୦ଦଶକରେ ଦର୍ଶକଙ୍କ ବହୁତ ମନୋରଞ୍ଜନ କରିଥିଲା ​​| କିଛି ଦିନ ତଳେ ମୁକେଶ ଶକ୍ତିମାନକୁ ନେଇ ପୁଣି ଫେରିବେ ବୋଲି ଘୋଷଣା କରିଥିଲେ।…

ଏକ ସପ୍ତାହ ମଧ୍ୟରେ ୩୪୦୦ ଟଙ୍କା କମିଲାଣି ସୁନା

ନୂଆଦିଲ୍ଲୀ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସୁନାଦର ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଏହାର ପ୍ରଭାବରେ ଭାରତରେ ବି ସୁନା ହ୍ରାସ ପାଇଚାଲିଛି । ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ମୂଲ୍ୟରେ ପ୍ରାରମ୍ଭିକ କାରବାରରେ ହ୍ରାସ ଘଟିଛି।…

ସମ୍ୱାଜୀ ମହାରାଜାଙ୍କ ହତ୍ୟାକାରୀକୁ କିଛି ଲୋକ ଆଦର୍ଶ ମାନନ୍ତି: ମୋଦୀ

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟର ଛତ୍ରପତି ସମ୍ୱାଜୀନଗରରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ମହାରାଷ୍ଟ୍ରରେ ଆଧୁନିକ ଭିତ୍ତିଭୂମି ନିର୍ମାଣ…

ହତ୍ୟା ଧମକ ପରେ ଭୟଭୀତ ଥିବା ଅକ୍ଷରାଙ୍କୁ ମିଳିଲା ଆଶ୍ବସ୍ତି

ନୂଆଦିଲ୍ଲୀ: ଭୋଜପୁରୀ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ଅକ୍ଷରା ସିଂଙ୍କୁ ହତ୍ୟା ଧମକ ମିଳିଥିଲା। ଏହି ଧମକ ଅକ୍ଷରାଙ୍କୁ ମୋବାଇଲଫୋନ ଯୋଗେ ମିଳିଥିଲା। ଧମକଦାତା ଅକ୍ଷରାଙ୍କୁ କଲ କରି ଦୁଇଦିନ ମଧ୍ୟରେ ୫୦ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଏହି ଦାବି ପୂରଣ ନହେଲେ ସେ ଅକ୍ଷରାଙ୍କ ହତ୍ୟା…

ଜଳୁଥିବା ଆମ୍ବୁଲାନ୍ସରୁ ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା

ଜଲଗାଓଁ: ଜଳୁଥିବା ଆମ୍ବୁଲାନ୍ସରୁ ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା। ମହାରାଷ୍ଟ୍ରର ଜଲଗାଓଁରେ ଘଟିଛି ଏଭଳି ଘଟଣା। ବିସ୍ଫୋରଣ ଏତେ ବଡ଼ ଥିଲା ‌ଯେ, ଆଖପାଖ ଘରର କାଚ ଭାଙ୍ଗିଯାଇଥିବା ଦାବି କରିଛନ୍ତି ଲୋକେ। ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ପରିବାର…