Breaking News

ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ପିଆଜ ଦର, ଖାଉଟି ଚିନ୍ତାରେ

ନୂଆଦିଲ୍ଲୀ ଗତ କିଛି ମାସ ହେବ ଭାରତରେ ପନିପରିବା ଦର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ନଭେମ୍ବରମାସରେ ଫୁଲକୋବି, ଟମାଟୋ, ଲାଉ ସମେତ ଅନେକ ପନିପରିବା ଦର ମାସିକ ୪ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। କିନ୍ତୁ ପିଆଜ ଦର ଏବେ ବି ଲୋକଙ୍କ ପାଇଁ ଲୁହ ଆଣି ଦେଉଛି। ନଭେମ୍ବର ୬…

ସାମାଜିକ ଗଣମାଧ୍ୟମରେ କିଶୋର, ଆଶଙ୍କାରେ ଅଭିଭାବକ

ନିକଟରେ ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି ଯେ ଅଳ୍ପ ଦିନ ଭିତରେ ସେ ଦେଶରେ ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ନିଷିଦ୍ଧ କରାଯିବ। ଏ ପରିପ୍ରେକ୍ଷୀରେ ଭାରତୀୟ ପିତାମାତାମାନେ ମଧ୍ୟ ଅନୁରୂପ ଚିନ୍ତା ପ୍ରକଟ କରିବା ସହ ଏଥିରେ ସରକାରଙ୍କ ହସ୍ତକ୍ଷେପ ଲୋଡୁଥିବା କଥା…

ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ ଜେଲ୍ ପଠାଯିବ: ସମବାୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚେତାବନୀ ଦେଇଛନ୍ତି। ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ଦିଆଯିବ ନାହିଁ, ସିଧା ଜେଲ୍ ପଠାଯିବ। ସମବାୟ ଆନ୍ଦୋଳନକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ସରକାର…

ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର: ଖାଉଟି ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବ। ଆସନ୍ତା ୮ ତାରିଖରେ ବରଗଡ଼ ସୋହେଲାରୁ ଚାଷୀ ସମାବେଶ ଜରିଆରେ ଏହି ଉତ୍ସବ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ଜରିଆରେ ଉତ୍ସବ ପାଳନ…

୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆର୍‌ଆଇ

ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ (ଆର୍‌ଆଇ) ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ହାତରେ ପଡ଼ିଛନ୍ତି। ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଅଭିଯୁକ୍ତ ଆର୍‌ଆଇଙ୍କ ନାମ ଭାଗବତ ଖଟୁଆ ବୋଲି ଜଣାପଡିଛି। ଖବର ଅନୁଯାୟୀ, ଭଦ୍ରକ…

ନଭେମ୍ବର ୧୬ରୁ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ କମିବ: ଶୀତ ବଢ଼ିବ

ଭୁବନେଶ୍ୱର: ନଭେମ୍ବର ୧୬ରୁ ଓଡିଶାରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ସାଙ୍ଗକୁ କୋହଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର…

ଧୋନି, ରୋହିତ, ରାହୁଲ ଓ ବିରାଟ ନଷ୍ଟ କରିଦେଇଛନ୍ତି ମୋ ପୁଅର ୧୦ବର୍ଷ!

ନୂଆଦିଲ୍ଲୀ: ଭାରତୀୟ ଉଇକେଟ୍‌ କିପର- ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନଙ୍କ ବିସ୍ଫୋରକ ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆ ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୬୧ ରନ୍‌ରେ ପରାସ୍ତ କରିପାରିଛି। ସଞ୍ଜୁ ସାମସନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବ୍ୟାଟିଂ କରି ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି…

ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ଷଡ଼ଯନ୍ତ୍ର କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି। ୫-ଟି ସ୍କୁଲ୍‌ର ଦୂରାବସ୍ଥା ସହ ପ୍ରାଥମିକ ଶିକ୍ଷାର ମାନକୁ ନେଇ ପୂର୍ବ ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ବର୍ଷିଛନ୍ତି। ରାଜ୍ୟସ୍ତରୀୟ ଶିଶୁ…

ଏଭଳି ନାଟକୀୟ ଶୈଳୀରେ ଗିରଫ ହେଲେ ଏସ୍‌ଡିଏମ୍‌ଙ୍କୁ ଚାପୁଡ଼ା ମାରିଥିବା ନେତା

ନୂଆଦିଲ୍ଲୀ: ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗିରଫ ହୋଇଛନ୍ତି। ତାଙ୍କୁ କେଉଁ ଭଳି ଭାରେ ନାଟକୀୟ ଶୈଳୀରେ ଗିରଫ କରାଯାଇଛି ତାହାର ଏକ ଭିଡିଓ ଏବେ ସୋସିଆଲ୍‌…

ମୃତ୍ୟୁ ନିଶ୍ଚିତ କରିବା ପାଇଁ ହସ୍ପିଟାଲରେ ଜଗି ରହିଥିଲା ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇ: ମହାରାଷ୍ଟ୍ରର ରାଜନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମଙ୍କୁ ରବିବାର ଉତ୍ତରପ୍ରଦେଶର ବାହରାଇଚରୁ ଗିରଫ କରାଯାଇଥିଲା। ଗିରଫ ପରେ ସେ ଅନେକ ଅଜଣା ତଥ୍ୟ ପ୍ରକାଶ କରିଛି | ପଚରାଉଚରା ବେଳେ ଅଭିଯୁକ୍ତ ହତ୍ୟାକାଣ୍ଡ ପରେ କ'ଣ କରିଥିଲା, ତାହା…