Breaking News

ପ୍ରତିଶ୍ରୁତିରେ ସୀମିତ ଏଖରାଜାତ ମାହାଲ ମାମଲା

ଜଟଣୀ: ଜଟଣୀ ଏଖରାଜାତ ମାହାଲ ଜମି ବିବାଦ ତୁଟିବାର ନାଁ ଧରୁନି। ବର୍ଷ ବର୍ଷ ଧରି ଅପେକ୍ଷାକରି ସ୍ଥିତିବାନ ପ୍ରଜାମାନେ ନିରାଶ ହେଉଛନ୍ତି। ଲୋକଙ୍କର ଆଶା ଥିଲା, ଅନ୍ତତଃ ନିର୍ବାଚନ ପୂର୍ବରୁ ମାମଲାର ସମାଧାନ ପାଇଁ ପ୍ରଶାସନ ଓ ଜନନେତାଙ୍କ ପକ୍ଷରୁ ନିଷ୍ଠାପର ଉଦ୍ୟମ ହେବା କିନ୍ତୁ ତାହା…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଛୁରାମାଡ଼ କଲା ସ୍ୱାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଆସିକା: ପାରିବାରିକ କଳହର କରୁଣ ପରିଣତିର ସଦ୍ୟତମ ଉଦାହରଣ ଗଞ୍ଜାମ ଜିଲ୍ଲାର ଆସିକାର ଧରାକୋଟ ଥାନା ଧଉଁଗା ପନ୍ଦରା ସାହିରେ ଦେଖିବାକୁ ମିଳିଛି। ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ଗୁରୁତର ଅବସ୍ଥାରେ ଆହତ ୩୨ ବର୍ଷୀୟ ଲିଟିଲି…

ଶିଶୁ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଶୁ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଆଜିର ଶିଶୁ କାଲିର ଭବିଷ୍ୟତ । ସମାଜର ବିକାଶ ପାଇଁ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଅପରିହାର୍ଯ୍ୟ। ଶିଶୁମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ…

ହ୍ବାଇଟ୍‌ ହାଉସ୍‌ରେ ଜୋ ବାଇଡେନ୍‌ଙ୍କୁ ଭେଟିଲେ ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ: ୨୦୨୧ ମସିହା ଜାନୁଆରି ୨୦ ତ‌ାରିଖରେ ହ୍ବାଇଟ୍‌ ହାଉସ୍‌ ଛାଡ଼ିଥିଲେ ଡୋନାଲ୍ଡ ଟ୍ରମ୍ପ୍‌। ରାଷ୍ଟ୍ରପତି ନିର୍ବ‌ାଚନରେ ପରାଜିତ ହେବା ପରେ ତାଙ୍କ ଦଳୀୟ କର୍ମୀମାନେ ପ୍ରବଳ ଉତ୍ତେଜନା ପ୍ରକାଶ କରି ଗଣ୍ଡଗୋଳ ପରିସ୍ଥିତି ଉପୁଜାଇଥିଲେ ସେ ସମୟରେ। ଦୀର୍ଘ ସାଢ଼େ ୩ ବର୍ଷର ବ୍ୟବଧାନ…

କଥାଟିଏ-ଯାଯାବର: ବିମାନ ଅବତରଣ

ହଠାତ୍‌ ମଝି ଆକାଶରେ ବିମାନଟି ଥରି ଉଠିଲା। ତା’ ପରେ ଭାରସାମ୍ୟ ହରାଇଲା ଭଳି ଲାଗିଲା ଏହି ସମୟରେ ବିମାନର କକ୍‌ପିଟ୍‌ରୁ ଭାସି ଆସିଲା ପାଇଲଟ୍‌ଙ୍କ ସ୍ବର- ଆମ ବିମାନରେ ସମସ୍ୟା ଦେଖା ଦେଇଛି। କିନ୍ତୁ, ଭୟ କରନ୍ତୁ ନାହିଁ। ନିଜ ସିଟ୍ ବେଲ୍‌ଟ ବାନ୍ଧି ଦିଅନ୍ତୁ। ଏହାକୁ ସୁରକ୍ଷିତ ଭାବେ…

ସରସ ଶୈଶବର ସ୍ବପ୍ନ ଓ ବାସ୍ତବତା

ଲକ୍ଷ୍ମୀଧର ମିଶ୍ର ପୃଥିବୀ ପୃଷ୍ଠକୁ ଗୋଟିଏ ଶିଶୁର ଆଗମନ ଉଭୟ ଏକ ସାଧାରଣ ଓ ଅସାଧାରଣ ଘଟଣା। ସାଧାରଣ ଦୃଷ୍ଟିରେ ଏହା ଜାନ୍ତବ ଜୀବନରେ ଏକ ଜୀବ ବୈଜ୍ଞାନିକ ପ୍ରକ୍ରିୟାର ପରିଣାମ। ଏହା ଅସାଧାରଣ ଏଇଥିପାଇଁ ଯେ ସ୍ରଷ୍ଟାଙ୍କ ସୃଷ୍ଟିରେ ଶିଶୁ ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି। ଶୈଶବ ହେଉଛି…

ଯୌନ-ବନ୍ଦିନୀ

ପୃଥିବୀର ଅଧିକାଂଶ ପ୍ରଗତିଶୀଳ ଦେଶରେ ବୈବାହିକ ଧର୍ଷଣ ଅପରାଧ ରୂପେ ପରିଗଣିତ ହୋଇସାରିଲାଣି। ଆମେରିକା, କାନାଡା, ବ୍ରିଟେନ୍, ଅଷ୍ଟ୍ରେଲିଆ ଆଦି ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ମୁଖ୍ୟତଃ ମଧ୍ୟପ୍ରାଚ୍ୟର ଇସ୍‌ଲାମୀୟ ଦେଶମାନ ଓ ଅାଫ୍ରିକାର କେତେକ ରକ୍ଷଣଶୀଳ ପଛୁଆ…

ମୁରବିଶୂନ୍ୟ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ: ଓଡ଼ିଆ ଫିଲ୍ମ ତଣ୍ଟିରେ ଖୋଜ

ଚିରଂଜୀବୀ କର କଟକ: କଟକରେ ଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି)ରେ ୨୪ ବର୍ଷ ହେଲା ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ନାହାନ୍ତି। ୨୦୦୦ ମସିହା ପରଠାରୁ ଏହି ପଦବିରେ ଅତିରିକ୍ତ ଭାବେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି। ସ୍ଥାୟୀ ନିଯୁକ୍ତି…

ଶଳା ଘରେ କଳାକନା ବୁଲାଇଲା ଭିଣୋଇ

ଭୁବନେଶ୍ବର: ଅସୁବିଧା ସମୟରେ ଯେଉଁ ଶଳା ସହଯୋଗ କରୁଥିଲା, ତାକୁ ବି ଚୂନ ଲଗାଇବାକୁ ପଛାଇଲାନି ଭିଣୋଇ। ସହଯୋଗୀଙ୍କ ସହ ମିଶି ଶଳାଘରେ କଳାକନା ବୁଲାଇଲା। ଚୋରି ଗହଣାକୁ ବନ୍ଧକ ରଖି ଲକ୍ଷାଧିକ ଟଙ୍କା ଋଣ ନେଲା। ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଅଞ୍ଚଳର ଏ ଘଟଣାରେ ପୁଲିସ ଭିଣୋଇ…

ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ ଜେଲ୍ ପଠାଯିବ: ସମବାୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚେତାବନୀ ଦେଇଛନ୍ତି। ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ଦିଆଯିବ ନାହିଁ, ସିଧା ଜେଲ୍ ପଠାଯିବ। ସମବାୟ ଆନ୍ଦୋଳନକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ସରକାର…