Breaking News

ରାତ୍ରୀ ଜଗୁଆଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚୌଦ୍ୱାର: କଟକର ଚୌଦ୍ୱାରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଖବର ସାମ୍ନାକୁ ଆସିଛି । ଓଟିଏମ୍ ହାଇସ୍କୁଲ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛି । ସୂଚନା ମୁତାବକ, ମୃତକ ଜଣକ ଓଟିଏମ୍ ହାଇସ୍କୁଲରେ ରାତ୍ରୀ ଜଗୁଆଳି ଭାବେ କାମ କରୁଥିଲେ । ଏପର୍ଯ୍ୟନ୍ତ ମୃତ୍ୟୁର କାରଣ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକଳ ଚିତ୍ର: ମୋବାଇଲ୍ ଲାଇଟ୍‌ରେ ରୋଗୀସେବା

ଜୟପୁର: ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ୍ ଲାଇଟ୍‌ରେ ହେଉଛି ରୋଗୀସେବା। ତାହା ପୁଣି ସ୍ବତନ୍ତ୍ର କ୍ୟାବିନ୍‌ରେ। ଥରେ ବିଦ୍ୟୁତ୍‌ କଟିଲେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଆସୁନି। ଏଭଳି ସ୍ଥିତିରେ ଜେନେରେଟର୍‌ ଥିଲେ ବି ବ୍ୟବହାର କରାଯାଉନି। ବାଧ୍ୟ ହୋଇ ରୋଗୀଙ୍କ…

ପୁଲିସ-ସେନା ଅଫିସର ମାମଲା, ନିଲମ୍ବିତ ୫ ପୁଲିସଙ୍କ ସମେତ ସମସ୍ତଙ୍କୁ ହାଜର ହେବାକୁ ନୋଟିସ୍ ଜାରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନାରେ ଘଟିଥିବା ପୁଲିସ ଏବଂ ସେନା ଅଫିସର ବିବାଦ ମାମଲା ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ସମସ୍ତଙ୍କୁ ହାଜର ପାଇଁ ତଦନ୍ତ କମିସନ ନୋଟିସ୍ ଜାରି କରିଛନ୍ତି । ପୂର୍ବାହ୍ନ ୧୦ଟା ୩୦ ସୁଦ୍ଧା କମିସନଙ୍କ ନିକଟରେ ହାଜର ହେବା ପାଇଁ…

ଚିଙ୍ଗୁଡ଼ି ଗୋଦାମରେ ନିଆଁ: ଛାଡ଼ଖାଇ ପୂର୍ବରୁ ୩ଲକ୍ଷରୁ ଅଧିକ ଟଙ୍କାର କ୍ଷତି

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା କୂଳ ଯମୁନା ଗାଁରେ ଛାଡ଼ଖାଇ ପୂର୍ବରୁ ଅଘଟଣ ଘଟିଛି। ଏକ ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଗୋଦାମରେ ଥିବା ମାଛ, ଚିଙ୍ଗୁଡ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୂ ଆୟତ୍ତ…

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ଦରଖୋଳା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛରୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେଇଛି । ଦୁର୍ଘଟଣାରେ ଚାପି ହୋଇ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଘଟଗାଁ ଅଗ୍ନିଶମ ବିଭାଗ…

ପୁଣି ମୁମ୍ବାଇ ବିମାନବନ୍ଦରକୁ ମିଳିଲା ବୋମା ଧମକ

ମୁମ୍ବାଇ: ଥମୁନାହିଁ ବିମାନକୁ ବୋମା ଧମକ। କିଛି ଦିନ ଅନ୍ତରରେ ପୁଣି ଥରେ ଏକ ଅଜଣା ବ୍ୟକ୍ତି ବିମାନବନ୍ଦରକୁ ବୋମା ଧମକ ଦେଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ଗତ କିଛି ଦିନ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିିଳି ସାରିଥିବା ବେଳେ ବୁଧବାର ଅପରାହ୍ନରେ ମୁମ୍ବାଇର ଛତ୍ରପତି ଶିବାଜୀ…

ମୁରବିଶୂନ୍ୟ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ: ଓଡ଼ିଆ ଫିଲ୍ମ ତଣ୍ଟିରେ ଖୋଜ

ଚିରଂଜୀବୀ କର କଟକ: କଟକରେ ଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି)ରେ ୨୪ ବର୍ଷ ହେଲା ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ନାହାନ୍ତି। ୨୦୦୦ ମସିହା ପରଠାରୁ ଏହି ପଦବିରେ ଅତିରିକ୍ତ ଭାବେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି। ସ୍ଥାୟୀ ନିଯୁକ୍ତି…

‘ସୁରଭି’ ରାଜ୍ୟର ସବୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନନ୍ୟ ସଂଯୋଗ

ଭୁବନେଶ୍ବର: ‘ସୁରଭି’ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅନନ୍ୟ ସଂଯୋଗ। କଠିନ ପରିଶ୍ରମ ବଳରେ ଛାତ୍ରଛାତ୍ରୀମାନେ ‘ସୁରଭି’ ମଞ୍ଚରେ ପହଞ୍ଚିପାରିଛନ୍ତି। ବିକଶିତ ଓଡ଼ିଶା ଗଠନରେ ଦିଗରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ‘ସୁରଭି’ର ଦ୍ବିତୀୟ ଦିବସରେ…

ବିନା ଟଙ୍କାରେ ଜମି ଫେରାଇବା ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରନ୍ତୁ: ନିରଞ୍ଜନ

ଭୁବନେଶ୍ବର: ବେଦାନ୍ତ ଜମି ଚାଷୀଙ୍କୁ ଫେରାଇବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ। ତେବେ ଯେଉଁମାନଙ୍କର ଜମି ଅଧିଗ୍ରହଣ ହୋଇଥିଲା ସେମାନେ ଏ ବାବଦ ଅର୍ଥ ଫେରାଇବେ ନା ସରକାର ବିନା ଟଙ୍କାରେ ସେମାନଙ୍କ ଜମି ଫେରାଇବେ ତାହା ଏବେ ବଡ଼ ପ୍ରଶ୍ନ। ରାଜ୍ୟ ସରକାର…

ସମ୍ବଲପୁରରେ ଗ୍ରାମୀଣ ଆତ୍ମନିର୍ଭରଶୀଳ ମହିଳା ସମାବେଶ ‘ଓଡ଼ିଶା-୫୦’: ‘ମା’ର ଆଶୀର୍ବାଦ ହିଁ ମଣିଷକୁ ସଫଳ କରେ’

ସମ୍ବଲପୁର: ମା’ଙ୍କ ବିନା ଆଶୀର୍ବାଦରେ ଦୁନିଆରେ କେହି ବଡ଼ ଲୋକ ହୋଇପାରିବ ନାହିଁ। ସେଥିପାଇଁ ମା’ଙ୍କୁ କହିବି ସନ୍ତାନମାନଙ୍କୁ ଆଶୀର୍ବାଦ ଦିଅନ୍ତୁ। ମା’ର ଏତେ ଶକ୍ତି ଅଛି ଯେ ତାର ପଣତକାନି ଛାୟାରେ ଅସୁସ୍ଥ ପୁତ୍ର ମଧ୍ୟ ସୁସ୍ଥ ହୋଇପାରେ। ବୁଧବାର ସମ୍ବଲପୁର ତପସ୍ବିନୀ ହଲ୍‌ରେ ଆୟୋଜିତ…