Breaking News

ସମ୍ବଲପୁର, କିଟ୍‌, ରାଞ୍ଚି, ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟର ଜାତୀୟ ପ୍ରତିଯୋଗିତା ଯୋଗ୍ୟତା ଅର୍ଜନ

ପୂର୍ବାଞ୍ଚଳ ଆନ୍ତଃ ବିଶ୍ବବିଦ୍ୟାଳୟ ମହିଳା ହକି ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ବବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଏହାସହ ଶ୍ରେଷ୍ଠ ୪ଟି ଦଳ ଜାତୀୟ ବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ଭାଗନେବାକୁ…

ତିଳକ ପିନ୍ଧାଇଲେ ବିଜୟ ଟିକା

ସେଞ୍ଚୁରିଅନ୍‌: ତିଳକ ବର୍ମାଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ ସହାୟତାରେ ଭାରତ ଏଠାରେ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ୧୧ ରନ୍‌ରେ ଜିତିନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୨୨୦ ରନ୍‌ର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦୮/୭ କରିଥିଲା। ଫଳରେ ୪ ମ୍ୟାଚ୍‌…

ରିଜର୍ଭ ବ୍ୟାଙ୍କ ରିପୋର୍ଟ: ମହାନଗର ପାଇଁ ମୁଣ୍ଡପିଛା ୧୨୫୮ ଟଙ୍କା ଋଣ

ଭୁବନେଶ୍ବର: ଓଡ଼ିଶାର ମହାନଗର ନିଗମଗୁଡ଼ିକ ଆର୍ଥିକ ଅନୁଷ୍ଠାନରୁ ଅଧିକ ଋଣ କରୁଛନ୍ତି। ସେମାନଙ୍କ ପାଇଁ ସହରବାସୀଙ୍କ ମୁଣ୍ଡରେ ୨୦୨୨-୨୩ରେ ୧୨୫୮ ଟଙ୍କା ଥିଲା ଯାହା ଦେଶରେ ସର୍ବାଧିକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ତାଲିକାରେ ଓଡ଼ିଶା ପଛକୁ…

ପ୍ରତି ପଞ୍ଚମ ପେଟ୍ରୋଲ୍‌ ପମ୍ପ୍‌ରେ ଇଭି ଚାର୍ଜିଂ: ମାତ୍ର ୨୦% ଫାଷ୍ଟ ଚାର୍ଜର

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଯାନ (ଇଭି)ର ଗ୍ରହଣୀୟତା ବୃଦ୍ଧି ପାଉଥିବା ବେଳେ ଗ୍ରାହକମାନଙ୍କୁ ଚାର୍ଜିଂ ସୁବିଧା ଦେବା ଲାଗି ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକ‌ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ୍‌ ପମ୍ପ୍‌ରେ ବହୁ ସଂଖ୍ୟାରେ ଚାର୍ଜିଂ…

ସୁନା ଚେନ ଲୁଟେରା ଆକ୍ରମଣ କରିଥିବା ମହିଳାଙ୍କ ଆଇସିୟୁରେ ମୃତ୍ୟୁ, ହତ୍ୟା ମାମଲା ରୁଜୁ

ଭୁବନେଶ୍ବର: ସୁନା ଚେନ ଲୁଟେରା ଆକ୍ରମଣ କରିଥିବା ମହିଳାଙ୍କର ଆଇସିୟୁରେ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ପୁଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇଛି। ଗତ ସୋମବାର ଏକ ଦମ୍ପତି ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ହଠାତ୍ କଳା ପଲସର ବାଇକରେ ଦୁଇ ଜଣ…

ପ୍ରତିଶ୍ରୁତିରେ ସୀମିତ ଏଖରାଜାତ ମାହାଲ ମାମଲା

ଜଟଣୀ: ଜଟଣୀ ଏଖରାଜାତ ମାହାଲ ଜମି ବିବାଦ ତୁଟିବାର ନାଁ ଧରୁନି। ବର୍ଷ ବର୍ଷ ଧରି ଅପେକ୍ଷାକରି ସ୍ଥିତିବାନ ପ୍ରଜାମାନେ ନିରାଶ ହେଉଛନ୍ତି। ଲୋକଙ୍କର ଆଶା ଥିଲା, ଅନ୍ତତଃ ନିର୍ବାଚନ ପୂର୍ବରୁ ମାମଲାର ସମାଧାନ ପାଇଁ ପ୍ରଶାସନ ଓ ଜନନେତାଙ୍କ ପକ୍ଷରୁ ନିଷ୍ଠାପର ଉଦ୍ୟମ ହେବା କିନ୍ତୁ ତାହା…

ଧରାପଡ଼ିଲେ ୧୫ ମହୁଲି ମଦ ବେପାରୀ: ୨୯୪ ଲିଟର ବେଆଇନ ମହୁଲି ମଦ, ୫୫୫ ଲିଟର ତାଡ଼ି ଜବତ

ରାଉରକେଲା: ଦେଶୀମଦ ବିକ୍ରି ଓ ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ଅବକାରୀ ବିଭାଗର ଧରପଗଡ଼ ଜାରି ରହିଛି। ଏହି କ୍ରମରେ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଏହାସହ ୧୫ ଜଣ ମଦ ବେପାରିଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ପାଖରୁ ୨୯୪ ଲିଟର ବେଆଇନ ମହୁଲି ମଦ ୫୫୫…

ମଣିପୁରରେ ପୁଣି ତେଜୁଛି ଜାତିଗତ ହିଂସା, ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପହଞ୍ଚିଲା

ଇମ୍ଫାଲ: ମଣିପୁରରେ ଦୀର୍ଘ ଦିନ ଧରି ଚାଲିଥିବା ଜାତିଗତ ହିଂସା ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍‌) ବିରୋଧରେ ବିପଦ ବଢ଼ୁଥିବାରୁ କେନ୍ଦ୍ର ସରକାର ୨୦ଟି ଅତିରିକ୍ତ ଅର୍ଦ୍ଧସାମରିକ କମ୍ପାନି ବା ପାଖାପାଖି ୨୫୦୦ ଯବାନଙ୍କୁ ମଣିପୁର ପଠାଇଛନ୍ତି। ସେଥି ମଧ୍ୟରୁ ୧୫ଟି…

ଶଳା ଘରେ କଳାକନା ବୁଲାଇଲା ଭିଣୋଇ

ଭୁବନେଶ୍ବର: ଅସୁବିଧା ସମୟରେ ଯେଉଁ ଶଳା ସହଯୋଗ କରୁଥିଲା, ତାକୁ ବି ଚୂନ ଲଗାଇବାକୁ ପଛାଇଲାନି ଭିଣୋଇ। ସହଯୋଗୀଙ୍କ ସହ ମିଶି ଶଳାଘରେ କଳାକନା ବୁଲାଇଲା। ଚୋରି ଗହଣାକୁ ବନ୍ଧକ ରଖି ଲକ୍ଷାଧିକ ଟଙ୍କା ଋଣ ନେଲା। ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଅଞ୍ଚଳର ଏ ଘଟଣାରେ ପୁଲିସ ଭିଣୋଇ…

ଫୋକସ୍‌ରେ ଗ୍ୟାଜେଟ୍: ପ୍ରିମିଅମ୍‌ ହେଡ୍‌ଫୋନ୍‌ ଓ ସ୍ପିକର୍‌ର କାର୍ଡେସିଆନ୍‌ ସଂସ୍କରଣ

ଆପଲ୍‌ କମ୍ପାନିର ଅଡିଓ ବ୍ରାଣ୍ଡ୍‌ ‘ବିଟ୍‌ସ’ ଓ ଆମେରିକାର ପ୍ରସିଦ୍ଧ ସେଲିବ୍ରିଟି ତଥା ଉଦ୍ୟୋଗୀ କିମ୍‌ କାର୍ଡେସିଆନ୍‌ଙ୍କ ସହଭାଗିତାରେ ପ୍ରସ୍ତୁତ ସ୍ବତନ୍ତ୍ର ସଂସ୍କରଣର ହେଡ୍‌ଫୋନ୍‌ ଓ ସ୍ପିକର୍‌ ଭାରତୀୟ ବଜାରରେ ଉପଲବ୍‌ଧ ହୋଇଛି। ‘ବିଟ୍‌ସ ଷ୍ଟୁଡିଓ ପ୍ରୋ’ ହେଡ୍‌ଫୋନ୍‌ ଓ ‘ବିଟ୍‌ସ…