Breaking News

ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନ: ରାସ୍ତାରେ ବିଜେପି-ବିଜେଡି ମୁହାଁମୁହିଁ

ଚନ୍ଦ୍ରଶେଖରପୁର: ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନକୁ ନେଇ ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଏମ୍‌ସିର ୧୩ ନମ୍ବର ୱାର୍ଡ ଧୀନରେ ଆସୁଥିବା ଏହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାଲାଗି ଆବାସ ଯୋଜନାରେ ଚିହ୍ନଟ ହୋଇଥିବା ବସ୍ତିବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ…

ଭେଣ୍ଡିଂଜୋନ୍‌ ଆବଣ୍ଟନ ବଦଳିଲା: ଘଡ଼ିକେ ଘୋଡ଼ା ଛୁଟୁଛି

ଭୁବନେଶ୍ବର: କୋଟିକୋଟି ଟଙ୍କା ବ୍ୟୟରେ ଭେଣ୍ଡିଂଜୋନ୍‌ ନିମାଣ କରିଦେଲେ। ରାଜନୀତି କରି ନିଜ ଲୋକ ତଥା ଅଯୋଗ୍ୟଙ୍କୁ ବାଣ୍ଟିଲେ। ମାମଲା କୋର୍ଟରେ ଗଡ଼ିଲା। ଏଣେ ଯିଏ ଯେଉଁଠି ବେପାର କରୁଛି ତାକୁ ସେଠାରେ ନଦେବାରୁ ଭେଣ୍ଡିଂ ଜୋନ୍‌ ଖାଲି ପଡ଼ିଲା, ଏଣେ ଫୁଟ୍‌ପାଥରେ ବି ବେପାର ଚାଲିଲା।…

ମିଳିଲାନି ଆମ୍ବୁଲାନ୍ସ, ବାଇକ୍‌ରେ ବୁହାହେଲା ମୃତଦେହ

ଲାଞ୍ଜିଗଡ଼: ଆମ୍ବୁଲାନ୍ସ ମିଳିଲାନି। ଘରୋଇ ଆମ୍ବୁଲାନ୍ସ ପାଇଁ ହାତରେ ଟଙ୍କା ନ ଥିଲା। ଶେଷରେ ମୃତଦେହକୁ ଡାକ୍ତରଖାନାରୁ ବାଇକ୍‌ରେ ବୋହିନେଲେ ପରିଜନ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।…

ନିଦ ହଜାଇଲା ଷ୍ଟକ୍ ବଜାର: ୯୮୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାର ଏବେ ଘୋର ଅସ୍ଥିରତା ଦେଇ ଗତି କରୁଛି। ଲଗାତାର ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌କ୍ସେସ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ତଳକୁ ଖସୁଛି। ଏହାର ଏକ ପ୍ରମୁଖ କାରଣ ହେଉଛି ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ବିପୁଳ ପରିମାଣର ପାଣ୍ଠି…

ସୀମା ଲଂଘିଲା ବିଜେପି ଯୁବନେତା ଓ ଭାଇଙ୍କ ଦାଦାଗିରି: ପୁଲିସ ସମ୍ମୁଖରେ ଥାନା ପରିସରରେ ଅଭିଯୋଗକାରୀଙ୍କୁ ପିଟିଲେ

ରାଉରକେଲା: ବିଜେପି ଯୁବ ନେତା ଓ ତାଙ୍କ ଭାଇଙ୍କ ଦାଦାଗିରି ସୀମା ଲଂଘିଛି । ଦୁଇ ଭାଇ ମିଶି ପ୍ରଥମେ ଧମକଚମକ ଦେଲେ। ଏହାକୁ ପ୍ରତିବାଦକରିବାରୁ ଥାନାର ଦ୍ବାରସ୍ଥ ହେଲେ ଅଭିଯୋଗକାରୀ। ତେବେ ଥାନା ପରିସରରେ ବିଜେପି ଯୁବନେତାଙ୍କ ବଡ଼ ଭାଇ ଓ ତା’ର ବନ୍ଧୁ ଅଭିଯୋଗକାରୀଙ୍କୁ ନିର୍ଧୁମ ପିଟିଲେ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିୟୋ କ୍ଲିନିକ୍‌ ପ୍ରତିନିଧି

ଭୁବନେଶ୍ବର: ଓଡ଼ିଶାରେ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆମେରିକାର ମିୟୋ କ୍ଲିନିକ୍‌ ଓ ଅନ୍ୟ ସ୍ବାସ୍ଥ୍ୟସେବା ଗବେଷଣାର ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି।…

ରାଜଧାନୀବାସୀଙ୍କ ବଢ଼ିଲା ଚିନ୍ତା: ‘ଅତି ଖରାପ’ ବର୍ଗରେ ଦିଲ୍ଲୀର ବାୟୁ ଅବସ୍ଥା

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଜାତୀୟ ରାଜଧାନୀକୁ ଘେରି ରହିଥିବା ଧୂଆଁ। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)୪୩୨ ର ଗୁରୁତର ସ୍ତରକୁ ବୃଦ୍ଧି‌ ହେବା ପରେ ଏବେ ଦିଲ୍ଳୀବାସୀଙ୍କ ଚିନ୍ତା ବଢ଼ିଛି। ତେବେ ଗତକାଲିଠାରୁ ଅବଶ୍ୟ ସାମାନ୍ୟ କମ୍‌ ରହିଛି।…

ହଳଦୀ ପାଲଟିଛି ମନ୍ଥର ବିଷ!: ଗବେଷଣାରୁ ଆଶ୍ଚର୍ଯ୍ୟ ଜନକ ତଥ୍ୟ ପ୍ରକାଶ

ନୂଆଦିଲ୍ଲୀ: ଖାଦ୍ୟ ପ୍ରସ୍ତୁତିରେ ଭାରତର ବିଭିନ୍ନ ଅଞ୍ଚଳରେ ପୁରାତନ କାଳରୁ ହଳଦୀର ବ୍ୟବହାର କରାଯାଇଆସୁଛି। ଏହା ଏକ ମସଲା ଯାହା କେବଳ ସ୍ୱାଦ ବଢ଼ାଇବା ପାଇଁ ନୁହେଁ ବରଂ ଶରୀରର ବହୁ ସମସ୍ୟାକୁ ଦୂର କରିଥାଏ। ତେବେ ବର୍ତ୍ତମାନ ଏକ ଗବେଷଣାରୁ ଜଣାପଡିଛି ଯେ ଭାରତର କେତେକ ସ୍ଥାନରେ ହଳଦୀର ଗୁଣ…

ଅଭିନେତ୍ରୀଙ୍କୁ ଧମକ: ଦୁଇଦିନ ଭିତରେ ୫୦ଲକ୍ଷ ଟଙ୍କା ନଦେଲେ ବଳିପଡ଼ିବ ଜୀବନ

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟାପରେ ବଲିଉଡ ଅଭିନେତାମାନଙ୍କୁ କ୍ରମାଗତ ଭାବେ ହତ୍ୟା ଧମକ ମିଳୁଛି। ସଲମାନ ଖାନ, ଶାହାରୁଖ ଖାନ ଓ ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଏହି କ୍ରମରେ ଜଣେ ଭୋଜପୁରୀ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ନାମ ସାମିଲ…

ସେଲ୍ଫି ନେଉଥିଲେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ସାଇବର ଠକେଇର ନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଦୀର୍ଘଦିନର ସଂଚୟ ମଧ୍ୟ ଚୁଟକୀରେ ଲୁଟ୍ ହେଉଛି। ଦିନକୁ ଦିନ ସାଇବର ଅପରାଧୀମାନେ ନୂଆ କୌଶଳ ଅବଲମ୍ବନ କରୁଛନ୍ତି। ଆଜିକାଲି ସେଲଫି ନେବା ନୂଆ ସ୍ୱାଭାବିକ ହୋଇଛି। ସମସ୍ତେ ନିଜର ସୁନ୍ଦର ଚିତ୍ର ସୋସିଆଲ…