Breaking News

ଭାରତରୁ ମିଳିଲାନି ନିମନ୍ତ୍ରଣ, ଚୀନ୍ ଗସ୍ତରେ ଯିବେ କେପି ଓଲି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆସନ୍ତା ମାସ, ଡିସେମ୍ବର ଆରମ୍ଭରେ ଚୀନ୍ ଗସ୍ତ କରିବେ। ନେପାଳର ଶାସକ କମ୍ୟୁନିଷ୍ଟ ପାର୍ଟି (ୟୁନିଫାଏଡ୍ ମାର୍କ୍ସବାଦୀ-ଲେନିନିଷ୍ଟ) କାଠମାଣ୍ଡୁରେ ଓଲିଙ୍କ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି। ବେଜିଂ ଗସ୍ତ ପରେ କେପି ଓଲି ନେପାଳର ପ୍ରଥମ…

ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବେଳେ ଚୋରି ହେଲା ମିଥୁନଙ୍କ ପର୍ସ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରିବା ପାଇଁ ପହଞ୍ଚିଥିବା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପର୍ସ ଚୋରି ହୋଇଯାଇଛି। ମିଥୁନଙ୍କ ପର୍ସ ଚୋରି ହୋଇଯାଇଥିବା ଘଟଣାକୁ ନେଇ ଏକ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓରେ ମଞ୍ଚ ଉପରେ ମିଥୁନଙ୍କ…

ଡ୍ୟୁଟି ଛାଡି ଘରକୁ ପଳାଇଲେ ଆଇପିଏସ ଅଧିକାରୀ, ନିଲମ୍ବନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଇପିଏସ୍ ଅଧିକାରୀ କିଶନ ସହାୟ ମୀନାଙ୍କୁ ନିର୍ବାଚନ ଆୟୋଗ ନିଲମ୍ବିତ କରିଛନ୍ତି। କିଶନ ସହାୟ ମୀନା ରାଜସ୍ଥାନ କ୍ୟାଡରର ୨୦୦୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ। ନିର୍ବାଚନ ଆୟୋଗଙ୍କୁ ନ ଜଣାଇ ନିର୍ବାଚନ ଡ୍ୟୁଟି ଛାଡି ସେ ତାଙ୍କ ଘର ଜୟପୁରକୁ ପଳାଇଯାଇଥିବାରୁ ତାଙ୍କ ବିରୋଧରେ…

ପାକିସ୍ତାନକୁ ଝଟକା ‌ଦେଲା ଚୀନ୍: ନିଜ ସୈନିକ ପଠାଇବାକୁ ଚାପ ପ୍ରୟୋଗ

ଇସଲାମାବାଦ: ପାକିସ୍ତାନରେ ନିଜର ନାଗରିକଙ୍କ ଉପରେ ଲଗାତାର ଆକ୍ରମଣ ଯୋଗୁ ଚୀନ୍‌ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଆତ୍ମବିଶ୍ୱାସ ହରାଇଛି। ବେଜିଂ ବର୍ତ୍ତମାନ ନିଜ କର୍ମଚାରୀଙ୍କ ସୁରକ୍ଷା ପାଇଁ ପାକିସ୍ତାନରେ ଚୀନ୍ ସୁରକ୍ଷା କର୍ମଚାରୀ ନିୟୋଜିତ କରିବାକୁ ଚାହୁଁଛି। ଏଭଳି…

ଦିନ ୧ଟା ସୁଦ୍ଧା ୱାୟନାଡରେ ୪୦.୬୭% ମତଦାନ

ୱାୟନାଡ: କେରଳର ୱାୟନାଡ ଲୋକସଭା ଆସନ ସମେତ ଦେଶର ବିଭିନ୍ନ ରାଜ୍ୟର ୩୧ଟି ବିଧାନସଭା ଆସନ ଲାଗି ଆଜି ସକାଳୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ମତଦାନ ଚାଲିଥିବା ବେଳେ ଦିନ ୧ଟା ସୁଦ୍ଧା ମୋଟ ୪୦. ୬୭% ଭୋଟ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ପ୍ରଥମ କରି ପ୍ରିୟଙ୍କା ଗାନ୍ଧୀ…

ନୀତିକାନ୍ତି ଠୁ ଆରମ୍ଭ କରି ସବୁ କିଛି ସୁରୁଖୁରୁରେ ତୁଲାଇବା ପାଇଁ ଚେଷ୍ଟା କରୁଛୁ

ଭୁବନେଶ୍ବର: ପଞ୍ଚୁକରେ ଶ୍ରୀମନ୍ଦିରରେ ଭିଡ଼ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ପଞ୍ଚୁକରେ ଭକ୍ତଙ୍କ ପ୍ରବଳ ଭିଡ଼ ଦୃଷ୍ଟିରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଭିଡ଼କୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସକୁ ତ କାମ କରିବାକୁ ପଡ଼ିବ। ଭିଡ଼ ହେବା…

ଛାଡ଼ପତ୍ର ପରେ ମାଆ ବନିବାକୁ ଚାହାନ୍ତି ଅଭିନେତ୍ରୀ ସାମନ୍ଥା

ମୁମ୍ବାଇ: ସାମନ୍ଥ‌ା ରୁଥ୍‌ ପ୍ରଭୁ ସାଉଥ୍‌ ସହ ସହ ବଲିଉଡ୍‌ରେ ବି ଏବେ ସକ୍ରିୟ ରହିଛନ୍ତି। ସେ ନିଜ କାମକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କ କାମକୁ ପ୍ରଶଂସକମାନେ ଢେର୍‌ ପ୍ରଶଂସା କରୁଛନ୍ତି। କାମ ବ୍ୟତୀତ ସାମନ୍ଥା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚିତ ମଧ୍ୟ।…

ବିଧାୟକମାନଙ୍କ କ୍ଵାର୍ଟର ନିର୍ମାଣ: ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି

ଭୁବନେଶ୍ବର: ବିଧାୟକମାନଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ କ୍ଵାର୍ଟର ନିର୍ମାଣ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି ସୁରମା ପାଢୀ| ଏନେଇ ସେ କହିଛନ୍ତ, ଦୁଇ ଥର ସମୀକ୍ଷା କଲା ପରେ ବି ସନ୍ତୋଷଜନକ ନୁହେଁ କାମ। ପୂର୍ବର କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥରତା…

ପୁଣି ପାଦ ଛୁଇଁବକୁ ଯାଉଥିଲେ ନୀତିଶ; ହାତ ଧରି ପକାଇଲେ ମୋଦୀ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁବାକୁ ଚେଷ୍ଟା କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମସ୍ତଙ୍କୁ ବାରମ୍ବାର ଚକିତ କରାଇ ଚାଲିଛନ୍ତି। ପୂର୍ବରୁ ବି ସେ ମୋଦୀଙ୍କ ପାଦ ଛୁଇଁ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ…

ଚେନ୍ନାଇ ହସ୍ପିଟାଲ୍‌ରେ ଡାକ୍ତରଙ୍କୁ ୭ ଥର ଛୁରୀରେ ଆଘାତ କଲେ ରୋଗୀଙ୍କ ପୁଅ

ଚେନ୍ନାଇ: ବୁଧବାର ଦିନ ଚେନ୍ନାଇର ଏକ ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ପୁଅ ଡାକ୍ତରଙ୍କୁ ଛୁରାମାଡ଼ କରିଥିବା ପୁଲିସ୍‌ କହିଛି। ଡାକ୍ତର ବାଲାଜୀ ୭ ଥର ଛୁରାମାଡ଼ ଖାଇ ଏବେ ଗୁୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କୁ ଛୁରୀରେ ଆଘାତ କରିଥିବା ଚେନ୍ନାଇର ବାସିନ୍ଦା…