Breaking News

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଜନତା ମଇଦାନରେ ହେବ ସାମୟିକ ସଂଗ୍ରାହଳୟ, ସ୍ଥାନ ପାଇବ ଓଡ଼ିଆ ଅସ୍ମିତା ଓ ଗୌରବର…

ଭୁବନେଶ୍ୱର:  ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ତିନିଦିନ ଧରି ଅସ୍ଥାୟୀ ସଂଗ୍ରାହଳୟର ଆୟୋଜନ କରାଯିବ । ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଭାଷା ସମ୍ପର୍କିତ ବିଭିନ୍ନ କଳାକୃତି ଏଥିରେ ପ୍ରଦର୍ଶିତ ହେବ । ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା…

ଭାରତୀୟ ଶ୍ରମସମ୍ମିଳନୀ-୨୦୨୪ 

ଭୁବନେଶ୍ଵର : କେରଳରକୋଝିକୋଡ଼ିଠାରେଭାରତୀୟଶ୍ରମସମ୍ମିଳନୀ-୨୦୨୪ଅନୁଷ୍ଠିତହୋଇଥିଲା । ଏହି ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ ଶ୍ରମ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଓଡିଶାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମାବିଭାଗର ଅତିରିକ୍ତ ଶାସନ ସଚିବ  ନୀତି ରଞ୍ଜନ ସେନ, ସମ୍ମାନିତ ବକ୍ତା…

‘ପାଇକ ରେଜିମେଣ୍ଟ’ ଗଠନ ବକ୍ସିଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ

ଭୁୁବନେଶ୍ୱର : ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ ବକ୍ସି ବୋଲି କୁହାଯାଏ ସେ ପାଇକ ଜାତିର କୂଳତିଳକ । ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ । ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ । ଭାରତବର୍ଷ ସ୍ୱାଧିନତା ଇତିହାସର…

ଓଡ଼ିଆ ଭାଷାରେ ଭଲ ସାହିତ୍ୟ ସୃଷ୍ଟି ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦ୍ୟମ କରୁ-ମୁଖ୍ୟମନ୍ତ୍ରୀ

ଓଡିଆ ଭାଷାର ବରପୁତ୍ର ମାନଙ୍କୁ ପ୍ରଣାମ ଜଣାଇଲେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାତି ପାଇଁ ବର୍ତ୍ତମାନ ସମୟ ହେଉଛି ଏକ ଗୌରବମୟ ସମୟ ଯୁବ ପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଯିବ ଜରୁରୀ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ବଢିବା ଦରକାର…

“ରାମଙ୍କ କଥା ଅସୀମ ଏବଂ ରାମାୟଣ ମଧ୍ୟ ଅନ୍ତହୀନ । ରାମଙ୍କ ଆଦର୍ଶ, ମୂଲ୍ୟବୋଧ ଓ ଶିକ୍ଷା ସବୁଠି ସମାନ”

“ଶହ ଶହ ବର୍ଷର ଧୈର୍ଯ୍ୟ, ଅଶେଷ ତ୍ୟାଗ, ସାଧନା ଓ ତପସ୍ୟା ପରେ ଆମ ପ୍ରଭୁ ଶ୍ରୀରାମ ଏଠାରେ ଅଛନ୍ତି” “୨୨ ଜାନୁଆରୀ ୨୦୨୪ କେବଳ କ୍ୟାଲେଣ୍ଡରର ଏକ ତାରିଖ ନୁହେଁ, ଏହା ଏକ ନୂତନ 'କାଳ ଚକ୍ର' ର ଆରମ୍ଭ” “ନ୍ୟାୟର ମର୍ଯ୍ୟାଦା ବଜାୟ ରଖିଥିବାରୁ ମୁଁ ଭାରତୀୟ ନ୍ୟାୟପାଳିକାକୁ ଧନ୍ୟବାଦ…

‘ରାମ ବିବାଦ ନୁହଁନ୍ତି ସମାଧାନ … ରାମ ଅଗ୍ନି ନୁହଁନ୍ତି ସେ ସକଳ ଶକ୍ତି’ । ପ୍ରାଣ ପ୍ରତିଷ୍ଠା ପରେ ଏପରି କହିଲେ ମୋଦୀ…

ଅଯୋଧ୍ୟା : ଗର୍ଭ ଗୃହରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସନ୍ଥ ସଭା ତଥା ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି,’ ଯୁଗ ଯୁଗର ପ୍ରତୀକ୍ଷା ପରେ ପ୍ରଭୁ ଶ୍ରୀରାମ ଆସିଛନ୍ତି । ଆମ ରାମଲଲ୍ଲା ଏଣିକି ଆଉ ଟେଣ୍ଟରେ ନୁହେଁ ଭବ୍ୟ ମନ୍ଦିରରେ ରହିବେ ।…

ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେଲେ ସୈଫ୍ ଅଲୀ ଖାନ୍

ମୁମ୍ବାଇ: ହଠାତ୍ ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲି ଖାନ। ଆଜି ସକାଳେ ଅଭିନେତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୈଫଙ୍କ ଆଣ୍ଠୁ ଏବଂ କାନ୍ଧରେ ଆଘାତ ଲାଗିଥିବା ବେଳେ ଆଜି ତାଙ୍କର…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ଭବ୍ୟ ସମାରୋହର ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଅଯୋଧ୍ୟା ଦିବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ସମାରୋହର ସିଧା ପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦିବ୍ୟ ଦୁର୍ଲ୍ଲଭ ମୁହୂର୍ତ୍ତକୁ ଦର୍ଶନ କଲାବେଳେ ହାତଯୋଡି ପ୍ରାର୍ଥନା କରିଛନ୍ତି ନବୀନ । ଏହି…

୫୦୦ ବର୍ଷ ଅପେକ୍ଷାର ଅନ୍ତ, ବିରାଜିବେ ରାମଲଲା -Watch Live Telecast

ନୂଆଦିଲ୍ଲୀ: ୫୦୦ ବର୍ଷ ଅପେକ୍ଷାର ଅନ୍ତ।  ଆଜି ଅଯୋଧ୍ୟରେ ବିରାଜିବେ ପ୍ରଭୁ ରାମ।  ସରିବ କାଳ କାଳର ପ୍ରତୀକ୍ଷା। ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ। ଆଜି ଦିନଟି  ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ ମୋଦି। ୮୪ ସେକେଣ୍ଡ…