Breaking News

ନୂଆ ଅଭିନେତ୍ରୀଙ୍କୁ କମ୍ପ୍ରମାଇଜ୍‌ କରିବାକୁ କହୁଛନ୍ତି ସଞ୍ଜୟ ନାୟକ: ପ୍ରକୃତି

ଭୁବନେଶ୍ୱର: ଏକ ଘରୋଇ ଚ୍ୟାନେଲରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଅଭିଯୋଗ କରିଥିଲେ, ପ୍ରଯୋଜକ ସଞ୍ଜୟ ନାୟକ କାଷ୍ଟିଂ କାଉଚ୍‌ରେ ସମ୍ପୃକ୍ତ। ଅଭିନୟ ଜଗତକୁ ନୂଆ ନୂଆ ଆସୁଥିବା ଅନେକ ଝିଅଙ୍କୁ କମ୍ପ୍ରମାଇଜ୍‌ କରିବାକୁ ସେ କହନ୍ତି । ସେମାନଙ୍କୁ ଶୋଷଣ କରାଯାଏ। ଏନେଇ କିଛି ଝିଅ ହ୍ୱାଟ୍ସଆପ୍‌…

ସ୍ତ୍ରୀର ରକ୍ତରେ ହୋଲି ଖେଳିଲେ ଅବସରପ୍ରାପ୍ତ ଯବାନ, ମୁଣ୍ଡକୁ ଲକ୍ଷ୍ୟ କରି ମାରିଲେ ୭ଟି ଗୁଳି

ଆଗ୍ରା : ଅପମାନର ପ୍ରତିଶୋଧ ନେବାକୁ ଯାଇ ହତ୍ୟାକାରୀ ସାଜିଲା ସ୍ୱାମୀ । ବାଥରୁମରେ ପୋଷାକ ସଫା କରିବା ସମୟରେ ସ୍ତ୍ରୀକୁ ଗୁଳିମାରି ଦେଲେ ଅବସରପ୍ରାପ୍ତ ଯବାନ । ଆଗ୍ରା ଥାନା ଅନ୍ତର୍ଗତ ଦୁର୍ଗା ନଗରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା…

ରାଶିଫଳ(ଶନିବାର,୧୦ ଜୁନ,୨୦୨୩)

ମେଷ – ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ହସଖୁସିରେ ସମୟ ବିତାଇବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବା ସହ…

ଘର ପୋଡିଦେଲେ ଗ୍ରାମବାସୀ, ମା ସହ ପୁଅ ଓ ଝିଅ ଆହତ

ଭୁବନେଶ୍ୱର: ଖୋର୍ଦ୍ଧା ଗୋବର୍ଦ୍ଧନପୁରରେ ଘଟିଛି ଏକ ଅଘଟଣ । ଏକ ଘର ଭିତରେ ପରିବାର ଲୋକ ଥିବା ସମୟରେ ଘରେ ନିଆଁ ଲଗାଇଦେଲେ କିଛି ଦୁର୍ବୃତ୍ତ । ଏହି ଘଟଣାରେ ଘର ଭିତରେ ଥିବା ମା ସହ ପୁଅ ଝିଅ ଆହତ ହୋଇଛନ୍ତି । ତେବେ ଏହା ପଛରେ କଣ କାରଣ ରହିଛି ସ୍ପଷ୍ଟ ଜଣାପଡି ନ ଥିବା ବେଳେ ଗାଁ ଶ୍ମଶାନରେ…

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଗ୍ନିକାଣ୍ଡ; ରକ୍ଷା ପାଇଗଲେ ପୂଜକ, ପୋଡ଼ି ପାଉଁଶ ହୋଇଗଲା ଯଜ୍ଞସ୍ଥଳ

ଜୟପୁର: ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଗ୍ନିକାଣ୍ଡ। ଯଜ୍ଞ ମଣ୍ଡପ ପୋଡ଼ି ହେଲା ପାଉଁଶ। ତେବେ ଯଜ୍ଞ ମଣ୍ଡପରେ ଉପସ୍ଥିତ ପୂଜକ, ଆୟୋଜକ ଓ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ଶତାଧିକ ଲୋକେ ଅଳ୍ପକେ ଏହି ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି। କୋରାପୁଟ ଜିଲ୍ଲା କୋଟପାଡରେ ଗତକାଲି…

କୋରାପୁଟ ଜିଲା କଂଗ୍ରେସ ସଭାନେତ୍ରୀ ପଦରୁ ବାଦ ପଡିଲେ ତାରା ବାହିନୀପତିଙ୍କ ସ୍ତ୍ରୀ ମିନାକ୍ଷୀ ବାହିନୀପତି

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆଜି ୧୦ଟି ଜିଲା ପାଇଁ ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି। ଏହା ସହ ଶୃଙ୍ଖଳା କମିଟି, ଇସ୍ତାହାର କମିଟି ବାବଦରେ ମଧ୍ୟ ଘୋଷଣା କରାଯାଇଛି। ତେବେ କୋରାପୁଟ ଜିଲା କଂଗ୍ରେସ ସଭାପତି ଭାବରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ…

ରାଜ୍ୟସ୍ତରୀୟ କର୍ମଶାଳାରେ ମତ: ଉନ୍ନତ ଶିକ୍ଷାଦାନ ପାଇଁ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଜରୁରୀ, ଜାତୀୟ ଢ଼ାଞ୍ଚାରେ…

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ପାଠ ପଢ଼ାଇବା ନିମନ୍ତେ ଦକ୍ଷ ଓ ତାଲିମପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତା ଜାରୁରୀ। ଶିକ୍ଷକ ନୂଆ ଜ୍ଞାନକୌଶଳ ବିଷୟରେ ଅବଗତ ହେବା ସହିତ ଉନ୍ନତ ମାନର ତାଲିମ ନନେଲେ ପିଲାଙ୍କୁ ସୃଜନଶୀଳ ଶିକ୍ଷାପ୍ରଦାନ ସମ୍ଭବ ନୁହେଁ। ତେବେ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ବାହନାଗା ହାଇସ୍କୁଲର ନବୀକରଣ କରାଯିବ, ଏକ ମଡେଲ…

ଭୁବନେଶ୍ୱର : ‍ବାଲେଶ୍ୱର ଜିଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରି ସ୍କୁଲ ଗୃହ 5-T ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନବୀକରଣ କରାଯିବ। ସ୍କୁଲ ପରିସରର ପୁନଃନିର୍ମାଣ କରି ଏହାକୁ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ…

ପୁଣି ଅଘଟଣ: କୋଇଲା ବୋଝେଇ ମାଲ୍‌ଗାଡ଼ିରେ ନିଆଁ

ଖୋର୍ଦ୍ଧା/ବାଲୁଗାଁ :ବାହାନଗା ରେଳ ଦୁର୍ଘଟଣାର ବିଭୀଷିକା ଥମିକ ନଥିବା ବେଳେ ଖୋର୍ଦ୍ଧା ରୋଡ୍‌ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏମ୍‌ବିକେଏଲ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ୨ ନମ୍ବର ପ୍ଲାଟଫର୍ମରେ…

ପୁଲିସ ପୋଷାକରେ ଆସି ପୁଲିସ ପରିଚୟ ଦେଇ ଡକାୟତି: ୮ ଡକାୟତ ଗିରଫ, ୪ ଦେଶୀ ବନ୍ଧୁକ ସହ ପୁଲିସ ପୋଷାକ ଜବତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଗତ ୬ ତାରିଖରେ ବାଲିଗଟା ଅଞ୍ଚଳରେ ୮ ଡକାୟତ ପୁଲିସ ପୋଷାକରେ ଆସି ପୁଲିସ ପରିଚୟ ଦେଇ ରାତି ୧୧ ଟା ବେଳେ ଡକାୟତି କରୁଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ଧରା ପଡିଥିଲେ ଏବଂ ନିର୍ଧୁମ ଛେଚା ଖାଇଥିଲେ। ଏହାପରେ ସକାଳେ ଫିରିଙ୍ଗିଆ ଥାନାକୁ ଗାଁ ଲୋକେ…