Breaking News

ନବଜାତ ଶିଶୁକନ୍ୟା ବିକ୍ରି ଚର୍ଚ୍ଚା: ପୁଲିସ୍‌ ସହାୟତାରେ ହେବ ଖୋଳତାଡ଼

ଲାଠୋର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ କରୁଆଁଝର ପଞ୍ଚାୟତ ଅଞ୍ଚଳରେ ଜଣେ ନବଜାତ ଶିଶୁ ବିକ୍ରି ଚର୍ଚ୍ଚା ଜୋର ଧରିଛି। ତେବେ ପ୍ରଶାସନ ପାଖରେ ଏନେଇ କିଛି ଠୋସ୍‌ ଖବର ନାହିଁ। ନଭେମ୍ବର ୨ ତାରିଖ ସୁନାମୁଦି ଉପସ୍ୱାସ୍ଥ୍ୟକେନ୍ଦ୍ରଠାରେ କରୁଆଁଝର ପଞ୍ଚାୟତ ଅଞ୍ଚଳର ଜଣେ ଗର୍ଭବତୀ…

କଥାଟିଏ-ଯାଯାବର: ଅଦୃଶ୍ୟ ଡୋରି

ଜଣେ ବ୍ୟାଧ ରାଜାଙ୍କୁ ଏକ ସୁନ୍ଦର ପକ୍ଷୀ ଉପହାର ଦେଲା। ରାଜା ତା’ର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଗଲେ। ସେ ଏକ ସୁବର୍ଣ୍ଣ ପଂଜୁରି ତିଆରି କରି ତା’ ଭିତରେ ପକ୍ଷୀକୁ ରଖିଲେ। ଦୂରଦୂରାନ୍ତରୁ ଅପୂର୍ବ ଫଳମାନ ଆଣି ତାକୁ ଆହାର ରୂପେ ଦେଲେ। ରାଜା ତାକୁ ଏମିତି ପାଗଳ ଭଳି ଭଲ ପାଇଲେ ଯେ…

ସୁରଞ୍ଜନଙ୍କ ଡାଏରି: ହେମନ୍ତ, ହେନ୍ତାଳବନ ଓ ବାତ୍ୟା

ଧନଞ୍ଜୟ ସ୍ୱାଇଁ ୩୧୬ ନମ୍ବର ଜାତୀୟ ରାଜପଥରେ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଡେଇଁ ସୁରଞ୍ଜନ ବାବୁ ରାଜନଗରରେ ପହଞ୍ଚିଲା ବେଳକୁ ଅପରାହ୍‌ଣର ଆକାଶ କେଉଁ ଗମ୍ଭୀର ଅଭିଭାବକଙ୍କ ଉଦାସ ମୁହଁଟି ପରି ଦିଶୁଥିଲା। ମଝିରେ ମଝିରେ ସାମୁଦ୍ରିକ ହିଲ୍ଲୋଳ ବିଷାଦ ସଙ୍ଗୀତର ମୂର୍ଚ୍ଛନା ପରି…

ମଲମ ବିକ୍ରି

ଏକ ବିଶେଷଜ୍ଞ ଆକଳନ ଅନୁସାରେ ଶକ୍ତି ବ୍ୟବହାରରେ ପରିବର୍ତ୍ତନ ସହିତ ଖାପ ଖାଇବା ପାଇଁ ୨୦୩୦ ସୁଦ୍ଧା ବିକାଶଶୀଳ ଦେଶମାନେ ବାର୍ଷିକ ପ୍ରାୟ ୧୪୦ ବିଲିଅନ୍ ଡଲାର୍‌ରୁ ୩୦୦ ବିଲିଅନ୍ ଡଲାର୍ ପର୍ଯ୍ୟନ୍ତ ସମ୍ବଳ ଆବଶ୍ୟକ କରିବେ। ବାକୁ ସମ୍ମିଳନୀରେ ଯଦି ଏଇଭଳି ବିତ୍ତୀୟ ସହାୟତା ସମ୍ଭବ ହେବା ପାଇଁ…

ବୁଲ୍‌ଡୋଜର୍‌ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଠା ଭାଙ୍ଗିବା ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରି ବେଆଇନ ନିର୍ମାଣ ମାମଲାରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ବୁଧବାର ଦିନ ପାନ-ଇଣ୍ଡିଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ମଧ୍ୟରେ ଭଙ୍ଗାଯିବାର ୧୫ ଦିନ ପୂର୍ବରୁ ଅଗ୍ରୀମ…

ଜାନୁଆରିରେ ହିତାଧିକାରୀମାନଙ୍କୁ ମିଳିବ ନୂଆ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଜାନୁଆରିରେ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଚଳିତ ମାସରେ ଇ-କେୱାଇସି ଯାଞ୍ଚ ସରିବ। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଇ-କେୱାଇସି ଯାଞ୍ଚ ନଭେମ୍ବରରେ ସରିବ। ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ…

ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ ପାକିସ୍ତାନୀ ଗ୍ୟାଙ୍ଗ୍‌ଷ୍ଟର୍‌ର ହତ୍ୟା ଧମକ

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା ତଥା ବିଜେପି ନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ ପାକିସ୍ତାନର କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଶାହଜାଦା ଭଟ୍ଟି ହତ୍ୟାଧମକ ଦେଇଛି। ଦୁବାଇରୁ ଜାରି କରିଥିବା ଏକ ଭିଡିଓରେ ମିଥୁନ୍‌ ଚକ୍ରବର୍ତ୍ତୀ ମୁସ୍‌ଲିମବିରୋଧୀ ବୟାନ ଦେଉଥିବା ଅଭିଯୋଗ ଆଣି ୧୦-୧୫ ଦିନ ମଧ୍ୟରେ…

ମା’ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା: ହାତବାନ୍ଧି ବସିଛି ପୁଲିସ

କିଶନନଗର: ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀ ଇତିମଧ୍ୟରେ ମା’ ହୋଇଛନ୍ତି। ଶନିବାର ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଦୁଇଦିନ ଡାକ୍ତରଖାନାରେ ରହିବା…

ବାଲିଆପାଳରେ ଚାଞ୍ଚଲ୍ୟ: ବାଲିଚତରା ସମବାୟ ସମିତି ଅଫିସରୁ ଚୋରି

ବାଲିଆପାଳ: ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିଚତରା ସେବା ସମବାୟ ସମିତର ତାଲା ଭାଙ୍ଗି ବିଭିନ୍ନ ଆସବାବପତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ସମବାୟ ସମିତିର ସମ୍ପାଦକ ଅର୍ଜୁନ କୁମାର ଦତ୍ତ ଏବଂ ଅନ୍ୟ କର୍ମଚାରୀମାନେ…

୫କୋଟିରେ ହେଉ ଦେଓମାଳିର ପର୍ଯ୍ୟଟନ ବିକାଶ

ଭୁବନେଶ୍ବର: ଦେଓମାଳିରେ ପର୍ଯ୍ୟଟନ ବିକାଶ ପାଇଁ ବର୍ଷେ ତଳେ ରାଜ୍ୟ ସରକାର ୧୬କୋଟି ଟଙ୍କା ବ୍ୟୟ ଅଟକଳର ନିଷ୍ପତ୍ତି ନେଇଥିଲେ। ମାତ୍ର ଏହାକୁ ୫କୋଟିକୁ କମାଇ ସର୍ବନିମ୍ନ ଭିତ୍ତିଭୂମି ସଜାଡ଼ିବା ସହ, ସ୍ଥାନୀୟ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଗଲେ ହଜାରରୁ ଅଧିକ ଯୁବକ…