Breaking News

ବଦଳି ସୁପାରିସକୁ ନେଇ ବୟାନବାଜି

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ବାହ୍ୟ ଚାପ ନପକାଇବାକୁ ଗତକାଲି ମୁଖ୍ୟ ଶାସନ ସଚିବ ସତର୍କ କରାଇ ଦେଇଥିଲେ। ଏପରି କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ଏହି ପ୍ରସଙ୍ଗଟି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶାସକ ଦଳ…

ହାଇକୋର୍ଟରେ ଖଣ୍ଡଗିରି ଜବରଦଖଲ ମାମଲା: ଖୋର୍ଦ୍ଧା ଜିଲ୍ଲାପାଳ, ଡିସିପି ଓ ଏଏସ୍‌ଆଇ ଅଧିକାରୀ ହାଜର

କଟକ: ଖଣ୍ଡଗିରି ଗୁମ୍ଫାର ବିଭିନ୍ନ ସ୍ଥାନର ଜବରଦଖଲ ଉଚ୍ଛେଦ ପାଇଁ ଏଏସ୍‌ଆଇ (ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା) ପକ୍ଷରୁ ନଭେମ୍ବର ୮ରେ ନୋଟିସ୍ ଜାରି କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ…

ପୁଣି ଅଡ଼ୁଆରେ ଅଭିନେତା ମନୋଜ ମିଶ୍ର

କଟକ: ଓଲିଉଡ ସିନେ କଳାକାର ମନୋଜ ମିଶ୍ରଙ୍କ ପାଇଁ ନୂଆ ଅଡ଼ୁଆ ସୃଷ୍ଟି ହୋଇଛି। ରାଜ୍ୟରେ ବିଭିନ୍ନ ସମୟରେ ମୁକ୍ତିଲାଭ କରୁଥିବା ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ମିଶ୍ର ସମ୍ପୃକ୍ତ ଚଳଚ୍ଚିତ୍ର ସହିତ ଜଡ଼ିତ ନିର୍ଦ୍ଦେଶକ, କଳାକାର, ଟେକ୍ନିସିଆନ୍‌ଙ୍କ ବିରୋଧରେ ଲଗାତର ସାମାଜିକ ଗଣମାଧ୍ୟମରେ…

କନ୍ଧମାଳରେ ଡିଜିପିଙ୍କ ମାଓଦମନ ସମୀକ୍ଷା: ୫ ଜିଲ୍ଲାର ଏସ୍‌ପି, ଜିଲ୍ଲାପାଳ ଓ ଡିଏଫ୍‌ଓ ଉପସ୍ଥିତ

ଫୁଲବାଣୀ: ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମାଓ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଫୁଲବାଣୀସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ରୁଦ୍ଧଦ୍ବାର ସମୀକ୍ଷା ବୈଠକରେ ଯୋଗ ଦେଇ ଡିଜିପି ଶ୍ରୀ ଖୁରାନିଆ କନ୍ଧମାଳ ଜିଲ୍ଲା…

ଲଭ୍‌ ଜିହାଦ ମାମଲା: ବିବାହ ପାଇଁ ବ୍ଲାକ୍‌ମେଲ୍‌

ଭୁବନେଶ୍ବର: ମୁଁ ଭଲପାଇ ଯାଇଥିଲି। ଆଉ ବିବାହ କରିବାକୁ ଚାହୁଥିଲି। ସେ ଓ ତାଙ୍କ ପରିବାର ବିବାହ ପାଇଁ ରାଜି ନହେବାରୁ ବ୍ଲାକମେଲ୍‌ କରୁଥିଲି। ଏହାଛଡ଼ା ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା। ରାଜଧାନୀରେ ଲଭ୍‌ ଜିହାଦ ମାମଲାର ଗୁମର ଖୋଲିବା ପାଇଁ କମିସନରେଟ୍‌ ପୁଲିସ ମହମ୍ମଦ ସମୀର…

ବାଣ କାରଖାନାରେ ବିସ୍ଫୋରଣ: ସବୁ ଜାଣି ଚୁପ୍‌ଥିଲା ପୁଲିସ

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଚୁନକୋଳି ବସ୍ତିରେ ଗତକାଲି ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହେବା ପରେ ଆଜି ସକାଳେ ଚନ୍ଦକା ଆର୍‌ଆଇ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ରାଜଧାନୀ ଉପକଣ୍ଠ ଚନ୍ଦକା ମୌଜା ପଥରଗାଡ଼ିଆ ଅଞ୍ଚଳ ଜଙ୍ଗଲ ଜମିରେ ହୋଇଥିବା ଘରେ କିପରି ବାଣ କାରଖାନା…

ଗାଁରେ ଦରଦାମ୍‌ ଯନ୍ତ୍ରଣା ଅସହ୍ୟ: ଓଡ଼ିଶାର ଗ୍ରାମୀଣ ମୁଦ୍ରାସ୍ଫୀତି ୮.୨୩%

ଭୁବନେଶ୍ବର: ଗତ ମାସ ଥିଲା ପାର୍ବଣର ସମୟ। ହସ, ଖୁସି, ମଉଜ କରିବାର ସମୟ। କିନ୍ତୁ ବାସ୍ତବ ଚିତ୍ର ଓଲଟା ଥିଲା। ଲୋକଙ୍କ ମୁହଁରୁ ଖୁସି ଛଡ଼ାଇ ନେଇଥିଲା ଦରଦାମ୍। ବିଭିନ୍ନ ସାମଗ୍ରୀଗୁଡ଼ିକର ଦାମ୍ ଏତେ ବଢ଼ିଯାଇଥିଲା ଯେ ତାହା କିଣି ପରିବାର ଲୋକଙ୍କୁ ଖୁସି କରିବା କଷ୍ଟକର ହୋଇପଡ଼ିଥିଲା।…

ନିଜ ଭିତର ପ୍ରତିଭାକୁ ଚିହ୍ନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଭିତରେ ପ୍ରତିଭା ଭରି ରହିଛି। ସେମାନେ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନନ୍ତୁ। ନୂଆ ଶିଖିବା ସହ ପ୍ରଶ୍ନ ପଚାରନ୍ତୁ। ସର୍ବଦା ନୂତନତାକୁ ଆପଣାଇବାକୁ ଚେଷ୍ଟା କରନ୍ତୁ। ଏଥିସହ ନିଜ ସ୍ବପ୍ନ ପୂରଣ ଦିଗରେ କଠିନ ପରିଶ୍ରମ କରନ୍ତୁ। ବିଦ୍ୟାଳୟ ଓ…

ସୁନା ୧୩୫୦ ଟଙ୍କା କମିଲା: ରୁପା କେଜି ୨୦୦୦ ଟଙ୍କା ଶସ୍ତା

ଭୁବନେଶ୍ବର: ରାଜଧାନୀରେ ସୁନା ଓ ରୁପା ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। ମଙ୍ଗଳବାର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୩୫୦ ଟଙ୍କା ହ୍ରାସ ପାଇ ୭୦,୮୫୦ ଟଙ୍କାକୁ ଖସିଆସିଛି। ସେହି ସମୟରେ ୨୪ କ୍ୟାରେଟ ସୁନା ଦର ୧୪୭୦ ଟଙ୍କା ହ୍ରାସ ପାଇ ୭୭,୨୯୦ ଟଙ୍କା ହୋଇଛି। ବିବାହ ଋତୁ…

ଏପିକେ ଫାଇଲ୍‌ ଇନ୍‌ଷ୍ଟଲ୍‌ କରି ଉଡ଼ିଗଲା ୪ଲକ୍ଷ: ଭଉଣୀ ବାହାଘର ଟଙ୍କା ଚଳୁକଲେ ସାଇବର ଠକ

ଭୁବନେଶ୍ବର: ଆଉ ମାତ୍ର ତିନିମାସ ପରେ ଉଭଣୀର ବାହାଘର ହୋଇଥା’ନ୍ତା। ହେଲେ ଭଉଣୀର ବାହାଘର ବାବଦକୁ ଭାଇ ରଖିଥିବା ୪ଲକ୍ଷ ଟଙ୍କା ସାଇବର ଲୁଟେରା ହଡ଼ପ କରିନେଇଛନ୍ତି। ଏପିକେ ଫାଇଲ୍‌ ଇନଷ୍ଟଲ କରିବା ଗୋଟିଏ ଦିନ ଭିତରେ ବିନା ଓଟିପି, ବିନା କୌଣସି ତଥ୍ୟ ଦେଇ ଫିକ୍ସ୍‌ଡ ଡିପୋଜିଟ୍‌ (ଏଫଡି)…