Breaking News

ନିବେଶର ନୂଆ ରଣନୀତି ‘ମୋମେଣ୍ଟମ୍ ଇନ୍‌ଭେଷ୍ଟିଂ’

ଭୁବନେଶ୍ବର: ନିବେଶ ଜରିଆରେ ପାଣ୍ଠି ସୃଷ୍ଟି କରିବାକୁ ଆଗ୍ରହୀ ନିବେଶକମାନଙ୍କ ଲାଗି ଏକ ନୂଆ ରଣନୀତି ବେଶ୍ ଚର୍ଚ୍ଚାରେ ରହିଛି। ତାହା ହେଉଛି ‘ମୋମେଣ୍ଟମ୍ ଇନ୍‌ଭେଷ୍ଟିଂ’। ଏଥ‌ିରେ ସେଭଳି ସମ୍ପତ୍ତିକୁ ଚିହ୍ନଟ ଓ ଚୟନ କରାଯାଉଛି ଯାହା ଆଗକୁ ବଢ଼ିବାର ସମ୍ଭାବନା ରହିଛି। ପାରମ୍ପରିକ…

ସେନ୍‌ସେକ୍ସ ୮୨୧ ପଏଣ୍ଟ ଖସିଲା, ୫.୭୬ ଲକ୍ଷ କୋଟି ଡୁବିଲା

ମୁମ୍ବାଇ: ଷ୍ଟକ୍ ବଜାର କାରବାରରେ ଅସ୍ଥିରତା ଲାଗି ରହିଛି। ମଙ୍ଗଳବାର ନିବେଶକମାନେ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୮୨୧ ପଏଣ୍ଟ ତଳକୁ ଖସି ୭୮,୬୭୫ ପଏଣ୍ଟରେ ବନ୍ଦ ହୋଇଛି। ଫଳରେ ନିବେଶକମାନଙ୍କ ୫.୭୬ ଲକ୍ଷ କୋଟି ଟଙ୍କା ଡୁବିଯାଇଛି। ନ୍ୟାସନାଲ୍ ଷ୍ଟକ୍…

‘ଡାକ୍ତରଙ୍କୁ ନ ପଚାରି ନାକ କିମ୍ବା କାନରେ ଔଷଧ ପକାଇବା ଅନୁଚିତ’

 ଆଜିକାଲି କାନ ପାଚିବା ଓ ପୂଯ ବାହାରି ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଯାଉଛି। ଏହାର କାରଣ ଓ ପ୍ରାଥମିକ ଚିକିତ୍ସା କ’ଣ? ଶିଶୁଙ୍କଠାରୁ ନେଇ କିଶୋର ବୟସ ପର୍ଯ୍ୟନ୍ତ ପିଲାଙ୍କର କାନ ପାଚିବା ଓ ପୂଯ ହୋଇ ଯନ୍ତ୍ରଣା ହେବା ଦେଖାଯାଏ। ପ୍ରାପ୍ତ ବୟସ୍କ ଲୋକଙ୍କଠାରେ ମଧ୍ୟ ଏହି ରୋଗ ଦେଖା…

ମଧୁମେହ ନେଇ ସଚେତନତା ଲୋଡ଼ା

ବିଶ୍ୱରେ ସର୍ବାଧିକ ସଂଖ୍ୟକ ମଧୁମେହ ରୋଗୀ ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ହିସାବ ଅନୁଯାୟୀ, ଭାରତରେ ପ୍ରାୟ ୭୭ ନିୟୁତ ଲୋକ ମଧୁମେହ ରୋଗରେ ପୀଡ଼ିତ ଏବଂ ୨୫ ନିୟୁତ ପ୍ରାକ୍‌-ମଧୁମେହ ଆକ୍ରାନ୍ତ ଅଛନ୍ତି। ସାରା ପୃଥିବୀର ମଧୁମେହ ରୋଗୀଙ୍କ ମଧ୍ୟରୁ ୧୭% ଅଛନ୍ତି ଭାରତରେ। ଏହା ହିଁ…

ଅବଢ଼ା ଚାହିଦା ଦୁଇଗୁଣ, ଦର ବି ଦୁଇଗୁଣ: କୁଡ଼ୁଆ ଓ କାଠ ମୁଖ୍ୟ ସମସ୍ୟା

ପୁରୁଣା ଭୁବନେଶ୍ବର: ମନ୍ଦିର ମାଳିନୀ ଭୁବନେଶ୍ୱରରେ ଏକ ସମୟରେ ୭୦୦ରୁ ଊର୍ଦ୍ଧ୍ବ ମନ୍ଦିର ଥିବା ବିଶ୍ୱାସ କରାଯାଉଥିବାବେଳେ ଏବେ ସେଥିମଧ୍ୟରୁ ପ୍ରାୟ ୩୦୦ ମନ୍ଦିର ଅଛି। ଚକ୍ରକ୍ଷେତ୍ର ଭାବେ ଅଭିହିତ ଏକାମ୍ର କ୍ଷେତ୍ର ବା ପୁରୁଣା ଭୁବନେଶ୍ୱରରେ ଅଧିକାଂଶ ଶୈବ ମନ୍ଦିର ରହିଥିବା ବେଳେ ଏକ…

ପାନପୋଷ ନିୟନ୍ତ୍ରିତ ବଜାରକମିଟି ନିର୍ବାଚନ, ୮ କୃଷକ ପ୍ରତିନିଧି ନିର୍ବାଚିତ

ରାଉରକେଲା: ପାନପୋଷ ନିୟନ୍ତ୍ରୀତ ବଜାର କମିଟିର କୃଷକ ସମାଜ ଓ ଗ୍ରାମପଂଚାୟତ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କୃଷକ ନିର୍ବାଚନ ମଣ୍ଡଳୀର ୮ ଜଣ ପ୍ରତିନିଧି ଓ ଗ୍ରାମପଂଚାୟତ ନିର୍ବାଚନ ମଣ୍ଡଳୀର ୧ ପ୍ରତିନିଧି ନିର୍ବାଚିତ ହୋଇଛନ୍ତି l…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରଥମ ରାଉରକେଲା ଗସ୍ତରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ରାଉରକେଲା: ରାଜ୍ୟ ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଥମ ରାଉରକେଲା ଗସ୍ତରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେପି ଦଳୀୟ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନର କର୍ମକର୍ତ୍ତା ସାକ୍ଷାତ ଆଲୋଚନାକରିଥିଲେ। ଏହି…

ଆଜିର ରାଶଫଳ

ମେଷ: ପୁଞି ବଜାରରେ ନିବେଶ ପୂର୍ବରୁ ପରିବାରରେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ। କୌଣସି ମନୋରଂଜକ ଗତିବିଧିରେ ଅଂଶ ଗ୍ରହଣ କରିବେ। ବିଦେଶ ଯିବାର ସମ୍ଭାବନା ରହିଛି। ‌ ବୃଷ: ଆପଣ କିଛି ନୂଆ କରିବା ପାଇଁ ଭାବିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଘରକୁ ବନ୍ଧୁ ଆସିବେ।…

ଜମ୍ମୁ-କଶ୍ମୀର ପାଇଁ ବିପଦ ଏମ୍-୪ ରାଇଫଲ: ଆଫଗାନିସ୍ତାନରେ ଆମେରିକା ଛାଡ଼ି ଯାଇଥିଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅଖନୁର ଏନକାଉଣ୍ଟରରେ ନିହତ ହୋଇଥିବା ୩ ଆତଙ୍କବାଦୀଙ୍କଠାରୁ ଆମେରିକୀୟ ଏମ୍୪ ରାଇଫଲ ମିଳିବା ପରେ ସୁରକ୍ଷା ବାହିନୀ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆଫଗାନିସ୍ତାନରୁ ପ୍ରତ୍ୟାହାର ସମୟରେ ଆମେରିକୀୟ ସେନା ଛାଡ଼ି ଯାଇଥିବା ଏହି ମାରାତ୍ମକ ରାଇଫଲ୍ କିପରି…

ଜଂଗଲ ଜମି ଜବରଦଖଲ ଘଟଣା: ମାମଲା ରୁଜୁ କଲା ଏନ୍‌ଜିଟି

ମାଲକାନଗିରି: ନିଖିଳ ଓଡ଼ିଶା ମାଲକାନଗିରି ଜିଲ୍ଲା ମୋଟୁ ଠାରେ ୧୦୦ରୁ ଉର୍ଦ୍ଧ୍ବ ଏକର ଜମି ଜବରଦଖଲ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ। ଏନେଇ ନିଜ ଆଡୁ ମାମଲା ରୁଜୁ କରିବା ସହ ପିସିସିଏଫ ଓ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷବର୍ଷ ଧରି ଏହି…