Breaking News

ପୁଣି ଅଡ଼ୁଆରେ ଅଭିନେତା ମନୋଜ ମିଶ୍ର

କଟକ: ଓଲିଉଡ ସିନେ କଳାକାର ମନୋଜ ମିଶ୍ରଙ୍କ ପାଇଁ ନୂଆ ଅଡ଼ୁଆ ସୃଷ୍ଟି ହୋଇଛି। ରାଜ୍ୟରେ ବିଭିନ୍ନ ସମୟରେ ମୁକ୍ତିଲାଭ କରୁଥିବା ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ମିଶ୍ର ସମ୍ପୃକ୍ତ ଚଳଚ୍ଚିତ୍ର ସହିତ ଜଡ଼ିତ ନିର୍ଦ୍ଦେଶକ, କଳାକାର, ଟେକ୍ନିସିଆନ୍‌ଙ୍କ ବିରୋଧରେ ଲଗାତର ସାମାଜିକ ଗଣମାଧ୍ୟମରେ…

କନ୍ଧମାଳରେ ଡିଜିପିଙ୍କ ମାଓଦମନ ସମୀକ୍ଷା: ୫ ଜିଲ୍ଲାର ଏସ୍‌ପି, ଜିଲ୍ଲାପାଳ ଓ ଡିଏଫ୍‌ଓ ଉପସ୍ଥିତ

ଫୁଲବାଣୀ: ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମାଓ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଫୁଲବାଣୀସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ରୁଦ୍ଧଦ୍ବାର ସମୀକ୍ଷା ବୈଠକରେ ଯୋଗ ଦେଇ ଡିଜିପି ଶ୍ରୀ ଖୁରାନିଆ କନ୍ଧମାଳ ଜିଲ୍ଲା…

ଲଭ୍‌ ଜିହାଦ ମାମଲା: ବିବାହ ପାଇଁ ବ୍ଲାକ୍‌ମେଲ୍‌

ଭୁବନେଶ୍ବର: ମୁଁ ଭଲପାଇ ଯାଇଥିଲି। ଆଉ ବିବାହ କରିବାକୁ ଚାହୁଥିଲି। ସେ ଓ ତାଙ୍କ ପରିବାର ବିବାହ ପାଇଁ ରାଜି ନହେବାରୁ ବ୍ଲାକମେଲ୍‌ କରୁଥିଲି। ଏହାଛଡ଼ା ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା। ରାଜଧାନୀରେ ଲଭ୍‌ ଜିହାଦ ମାମଲାର ଗୁମର ଖୋଲିବା ପାଇଁ କମିସନରେଟ୍‌ ପୁଲିସ ମହମ୍ମଦ ସମୀର…

ବାଣ କାରଖାନାରେ ବିସ୍ଫୋରଣ: ସବୁ ଜାଣି ଚୁପ୍‌ଥିଲା ପୁଲିସ

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଚୁନକୋଳି ବସ୍ତିରେ ଗତକାଲି ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହେବା ପରେ ଆଜି ସକାଳେ ଚନ୍ଦକା ଆର୍‌ଆଇ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ରାଜଧାନୀ ଉପକଣ୍ଠ ଚନ୍ଦକା ମୌଜା ପଥରଗାଡ଼ିଆ ଅଞ୍ଚଳ ଜଙ୍ଗଲ ଜମିରେ ହୋଇଥିବା ଘରେ କିପରି ବାଣ କାରଖାନା…

ଗାଁରେ ଦରଦାମ୍‌ ଯନ୍ତ୍ରଣା ଅସହ୍ୟ: ଓଡ଼ିଶାର ଗ୍ରାମୀଣ ମୁଦ୍ରାସ୍ଫୀତି ୮.୨୩%

ଭୁବନେଶ୍ବର: ଗତ ମାସ ଥିଲା ପାର୍ବଣର ସମୟ। ହସ, ଖୁସି, ମଉଜ କରିବାର ସମୟ। କିନ୍ତୁ ବାସ୍ତବ ଚିତ୍ର ଓଲଟା ଥିଲା। ଲୋକଙ୍କ ମୁହଁରୁ ଖୁସି ଛଡ଼ାଇ ନେଇଥିଲା ଦରଦାମ୍। ବିଭିନ୍ନ ସାମଗ୍ରୀଗୁଡ଼ିକର ଦାମ୍ ଏତେ ବଢ଼ିଯାଇଥିଲା ଯେ ତାହା କିଣି ପରିବାର ଲୋକଙ୍କୁ ଖୁସି କରିବା କଷ୍ଟକର ହୋଇପଡ଼ିଥିଲା।…

ନିଜ ଭିତର ପ୍ରତିଭାକୁ ଚିହ୍ନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଭିତରେ ପ୍ରତିଭା ଭରି ରହିଛି। ସେମାନେ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନନ୍ତୁ। ନୂଆ ଶିଖିବା ସହ ପ୍ରଶ୍ନ ପଚାରନ୍ତୁ। ସର୍ବଦା ନୂତନତାକୁ ଆପଣାଇବାକୁ ଚେଷ୍ଟା କରନ୍ତୁ। ଏଥିସହ ନିଜ ସ୍ବପ୍ନ ପୂରଣ ଦିଗରେ କଠିନ ପରିଶ୍ରମ କରନ୍ତୁ। ବିଦ୍ୟାଳୟ ଓ…

ସୁନା ୧୩୫୦ ଟଙ୍କା କମିଲା: ରୁପା କେଜି ୨୦୦୦ ଟଙ୍କା ଶସ୍ତା

ଭୁବନେଶ୍ବର: ରାଜଧାନୀରେ ସୁନା ଓ ରୁପା ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। ମଙ୍ଗଳବାର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୩୫୦ ଟଙ୍କା ହ୍ରାସ ପାଇ ୭୦,୮୫୦ ଟଙ୍କାକୁ ଖସିଆସିଛି। ସେହି ସମୟରେ ୨୪ କ୍ୟାରେଟ ସୁନା ଦର ୧୪୭୦ ଟଙ୍କା ହ୍ରାସ ପାଇ ୭୭,୨୯୦ ଟଙ୍କା ହୋଇଛି। ବିବାହ ଋତୁ…

ଏପିକେ ଫାଇଲ୍‌ ଇନ୍‌ଷ୍ଟଲ୍‌ କରି ଉଡ଼ିଗଲା ୪ଲକ୍ଷ: ଭଉଣୀ ବାହାଘର ଟଙ୍କା ଚଳୁକଲେ ସାଇବର ଠକ

ଭୁବନେଶ୍ବର: ଆଉ ମାତ୍ର ତିନିମାସ ପରେ ଉଭଣୀର ବାହାଘର ହୋଇଥା’ନ୍ତା। ହେଲେ ଭଉଣୀର ବାହାଘର ବାବଦକୁ ଭାଇ ରଖିଥିବା ୪ଲକ୍ଷ ଟଙ୍କା ସାଇବର ଲୁଟେରା ହଡ଼ପ କରିନେଇଛନ୍ତି। ଏପିକେ ଫାଇଲ୍‌ ଇନଷ୍ଟଲ କରିବା ଗୋଟିଏ ଦିନ ଭିତରେ ବିନା ଓଟିପି, ବିନା କୌଣସି ତଥ୍ୟ ଦେଇ ଫିକ୍ସ୍‌ଡ ଡିପୋଜିଟ୍‌ (ଏଫଡି)…

ନିବେଶର ନୂଆ ରଣନୀତି ‘ମୋମେଣ୍ଟମ୍ ଇନ୍‌ଭେଷ୍ଟିଂ’

ଭୁବନେଶ୍ବର: ନିବେଶ ଜରିଆରେ ପାଣ୍ଠି ସୃଷ୍ଟି କରିବାକୁ ଆଗ୍ରହୀ ନିବେଶକମାନଙ୍କ ଲାଗି ଏକ ନୂଆ ରଣନୀତି ବେଶ୍ ଚର୍ଚ୍ଚାରେ ରହିଛି। ତାହା ହେଉଛି ‘ମୋମେଣ୍ଟମ୍ ଇନ୍‌ଭେଷ୍ଟିଂ’। ଏଥ‌ିରେ ସେଭଳି ସମ୍ପତ୍ତିକୁ ଚିହ୍ନଟ ଓ ଚୟନ କରାଯାଉଛି ଯାହା ଆଗକୁ ବଢ଼ିବାର ସମ୍ଭାବନା ରହିଛି। ପାରମ୍ପରିକ…

ସେନ୍‌ସେକ୍ସ ୮୨୧ ପଏଣ୍ଟ ଖସିଲା, ୫.୭୬ ଲକ୍ଷ କୋଟି ଡୁବିଲା

ମୁମ୍ବାଇ: ଷ୍ଟକ୍ ବଜାର କାରବାରରେ ଅସ୍ଥିରତା ଲାଗି ରହିଛି। ମଙ୍ଗଳବାର ନିବେଶକମାନେ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୮୨୧ ପଏଣ୍ଟ ତଳକୁ ଖସି ୭୮,୬୭୫ ପଏଣ୍ଟରେ ବନ୍ଦ ହୋଇଛି। ଫଳରେ ନିବେଶକମାନଙ୍କ ୫.୭୬ ଲକ୍ଷ କୋଟି ଟଙ୍କା ଡୁବିଯାଇଛି। ନ୍ୟାସନାଲ୍ ଷ୍ଟକ୍…