Breaking News

ସାରା ଦେଶରେ ଓଡିଶା ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ ସର୍ବଶ୍ରେଷ୍ଠ ମାଓ ବିରୋଧୀ ବାହିନୀ – ଡିଜିପି

ଭୁବନେଶ୍ବର: ଆଜି ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର(ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ଯୋଗ ଦେଇ ସମସ୍ତଙ୍କୁ ସ୍ବାଗତ…

ଡଙ୍ଗରିଆ କନ୍ଧଙ୍କ ଦ୍ୱାରା ପ୍ରସ୍ତୁତ କପଡାଗୁଣ୍ଡ ସାଲର ବିଶେଷ ଆଦର ରହିଥିବାରୁ ସାଲ ତିଆରିରେ ଅଧିକରୁ ଅଧିକ…

ଭୁବନେଶ୍ୱର : ରାୟଗଡା ଜିଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ…

ପିଛାଛାଡ଼ୁନି ଦୁର୍ଘଟଣା: ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ, ୱାଗନ୍ ଛାଡ଼ି ପଳାଇଲା ମାଲଗାଡ଼ି

ନୂଆପଡ଼ା : ପିଛା ଛାଡ଼ୁନି ଟ୍ରେନ ଦୁର୍ଘଟଣା। ଗତ ୨ ତାରିଖରେ ବାଲେଶ୍ବର ନିକଟ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଲୋକ ପ୍ରାଣ ହରାଇଥିଲେ। ଏହାକୁ ନେଇ ପରିବେଶ ଶୋକାକୁଳ ଥିବା ବେଳେ ଆଉ ଦୁଇଟି ଟ୍ରେନ ଦୁର୍ଘଟଣା ଯାତ୍ରୀମାନଙ୍କୁ ଆତଙ୍କିତ କରି ପକାଇଛି। ବୁଧବାର ଦିନ ଯାଜପୁର ରୋଡରେ…

ଯୁକ୍ତ-୨ କଳାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ୨୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଧନ୍ଦାମୂଳକ ଶିକ୍ଷାରେ…

ଚଳିତ ବର୍ଷର ପାସହାର ୭୮.୮୮% ବାଲେଶ୍ୱର ଜିଲ୍ଲାରେ ପାସହାର ସର୍ବାଧିକ ୮୪.୯୭ ପ୍ରତିଶତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷାର୍ଥୀମାନେ ସାମସ୍‌ ଇ-ସ୍ପେସ୍‌ରୁ ପରୀକ୍ଷା ଫଳ ଜାଣିପାରିବେ ଭୁବନେଶ୍ୱର: ଆଜି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ…

ଶୁଭମନଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ମଧ୍ୟରେ କ୍ରିକେଟରଙ୍କୁ ବିବାହ କରିବା ନେଇ ଏଭଳି କହିଲେ ସାରା

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି କ୍ରିକେଟ୍ ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ସ୍ୱତନ୍ତ୍ର ରହିଛି। ପ୍ରାୟତଃ ଦେଖାଯାଇଛି ଯେ କ୍ରିକେଟ୍ ଜଗତର ତାରକାମାନେ ବଲିଉଡ ଅଭିନେତ୍ରୀମାନଙ୍କ ସହ ବନ୍ଧୁତା କରନ୍ତି ଏବଂ ପରେ ସେମାନଙ୍କ ସମ୍ପର୍କ ବିବାହର ରୂପ ନିଏ। ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ…

କେରଳରେ ପ୍ରବେଶ କଲା ମୌସୁମୀ ବାୟୁ; ଏଥର ବିଳମ୍ବରେ ଓଡ଼ିଶାକୁ ଆସିବ

ନୂଆଦିଲ୍ଲୀ: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିସାଛି, କିନ୍ତୁ ଏହା ଓଡ଼ିଶାକୁ ପ୍ରବେଶ କରିବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଟେଲିଫୋନ୍‌ରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଆଜି ମୌସୁମୀ ବାୟୁ…

କଟକରେ ନିଶାସକ୍ତ ଡ୍ରାଇଭରଙ୍କ ସିରିଜ ଦୁର୍ଘଟଣା

କଟକ : ଗତକାଲି ବିଳମ୍ବିତ ରାତ୍ରରେ କଟକରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଜଣେ କାର ଚାଳକ କଟକ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇ ଏକାଧିକ ବ୍ୟକ୍ତିଙ୍କ ଗାଡିରେ ପିଟିଛି, ଆହତ ମଧ୍ୟ କରିଛି। ବାରବାଟୀ ଷ୍ଟାଡିୟମ , ଯୋବ୍ରା, ଚାଉଳିଆଗଞ୍ଜ ସହ ଏକାଧିକ ସ୍ଥାନରେ କାର ଚାଳକ ଜଣକ ଗାଡି…

ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ୍‌ !

ଭୁବନେଶ୍ୱର: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ନୂଆଦିଲ୍ଲୀ – ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌। ଟ୍ରେନ୍‌ଟି ଦ୍ରୁତ ଗତିରେ ଟ୍ରାକ୍‌ରେ ଛୁଟି ଆସୁ ଥିବା ବେଳେ ଏକ ଟ୍ରାକ୍ଟର ରେଲୱେ ଗେଟ୍‌ ଭାଙ୍ଗି ଟ୍ରାକ୍‌ରେ ପିଟି ହୋଇ ଯାଇ ଥିଲା। ଏପରି ଏକ ଅଘଟଣ ଗତକାଲି ସନ୍ଧ୍ୟାରେ ଝାଡ଼ଖଣ୍ଡର…

ଗାର୍ଲସ୍ ହଷ୍ଟେଲରୁ ଉଲଗ୍ନ ମୃତଦେହ ଉଦ୍ଧାର ; ସନ୍ଦିଗ୍ଧର ଆତ୍ମହତ୍ୟା, ଟ୍ରେନ୍ ଲାଇନରୁ ଶବ ମିଳିଲା

ମୁମ୍ବାଇ: ଏକ ସରକାରୀ ଗାର୍ଲସ୍ ହଷ୍ଟେଲରୁ ଉଲଗ୍ନ ମୃତଦେହ ଜବତ ହୋଇଛି । ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ସନ୍ଦିଗ୍ଧ ସୁରକ୍ଷାକର୍ମୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କାରଣ ଟ୍ରେନ୍ ଲାଇନ୍ କଡରୁ ସନ୍ଧିଗ୍ଧଙ୍କ…