Breaking News

ଜି-୭ ବିଦେଶ ମନ୍ତ୍ରୀ ସମ୍ମିଳନୀରେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ଇଟାଲୀର ଫିଉଗି ଠାରେ ଅନୁଷ୍ଠିତ ଦୁଇ ଦିନିଆ ଜି-୭ ବିଦେଶମନ୍ତ୍ରୀଙ୍କ ସମ୍ମିଳନୀରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗ ଦେଇଛନ୍ତି। ଏହି ଅବସ‌ରରେ ସେ ବିଭିନ୍ନ ରାଷ୍ଟ୍ରର ବିଦେଶ ମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଗତ ଦୁଇଦିନ ଏହି…

ଚା‌ଷ ପାଇଁ ପାଣି ନେବାରୁ: ଦଳିତ ଯୁବକଙ୍କୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ଅଧୀନସ୍ଥ ଇନ୍ଦ୍ରଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦଳିତ ବ୍ୟକ୍ତି ଚାଷ ପାଇଁ ସମସ୍ତ ଲୋକଙ୍କ ପାଇଁ ଗାଁରେ ଥିବା ହାତପମ୍ପ୍‌ରୁ ପାଣି ନେବାରୁ ତାଙ୍କୁ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ପରିବାର ସଦସ୍ୟ ପିଟିପିଟି ମାରି ଦେଇଛନ୍ତି।…

ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଉଦ୍‌ଯାପିତ: ଦ୍ବିତୀୟ ସ୍ଥାନରେ ରହି ମନ ଜିଣିଲା ଓଡ଼ିଶା ମଣ୍ଡପ

ନୂଆଦିଲ୍ଲୀ: ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଙ୍ଗଠନ (ଆଇଟିପିଓ) ପକ୍ଷରୁ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ୪୩ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା (ଆଇଆଇଟିଏଫ୍‌)-୨୦୨୪ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ଅଂଶଗ୍ରହଣ କରିଥିବାବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନ…

ଇସ୍ରାଏଲ ବିରୋଧରେ ‘ରାସାୟନିକ ଅସ୍ତ୍ର’ ପ୍ରୟୋଗ କରିପାରେ ଇରାନ

ଜେରୁଜେଲମ୍‌: ଯୁଦ୍ଧବିରତି ଚୁକ୍ତି ନିମନ୍ତେ ଇସ୍ରାଏଲ ଓ ଲେବାନନ୍‌ର ହେଜବୁଲ୍ଲା ରାଜି ହୋଇଛନ୍ତି, କିନ୍ତୁ ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆଗକୁ ଇସ୍ରାଏଲ ବିରୋଧରେ ଇରାନ ନିଜର ଆକ୍ରମଣକୁ ଆହୁରି ସଂଗଠିତ ଓ ଭୟାନକ କରିବ। ଇରାନ ରାସାୟନିକ ଅସ୍ତ୍ର…

ଏକ୍ସପ୍ରେସୱେରେ ଦୁର୍ଘଟଣା ୫ ଡାକ୍ତର ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନାନୁଯାୟୀ ଆଜି ଭୋର ୩ଟାରେ ଏହି ଦୁର୍ଘଟଣା ହୋଇଛି। ଏକ ଦ୍ରୁତଗାମୀ ସ୍କର୍ପିଓ ଏସ୍‌ୟୁଭି ଲକ୍ଷ୍ନୌରୁ ଆଗ୍ରା ଯାଉଥିବା…

‘ଇସ୍କନ’କୁ ମୌଳବାଦୀ ସଂଗଠନ କହିଲା ବାଂଲାଦେଶ: ନିଷେଧାଦେଶ ଆବେଦନ ଉପରେ କୋର୍ଟରେ ଜବାବ ଦାଖଲ

ଢାକା: ଇସ୍କନ୍ (ଅନ୍ତର୍ଜାତୀୟ କୃଷ୍ଣ ଚେତନା ସଂଘ)କୁ ନିଷିଦ୍ଧ କରିବା ପାଇଁ ହାଇକୋର୍ଟରେ ଦାୟର ରିଟ୍ ପିଟିସନର ଜବାବରେ ବାଂଲାଦେଶ ସରକାର ବୁଧବାର ଏହାକୁ ଏକ ‘ଧାର୍ମିକ ମୌଳବାଦୀ ସଂଗଠନ’ ବୋଲି କହିଛି। ହିନ୍ଦୁ ନେତା ଚିନ୍ମୟକୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଗିରଫଦାରୀ ଏବଂ ଇସ୍କନ୍ ଓ ଅନ୍ୟାନ୍ୟ…

ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିଲେ ସିନ୍ଦେ: ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିରେ ପ୍ରତିବନ୍ଧକ ହେବେନି

ନୂଆଦିଲ୍ଲୀ: ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରୁ ଓହରିଯାଇଛନ୍ତି । ଆଜି ଅପରାହ୍ନରେ ଏ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ସେ କହିଛନ୍ତି ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଜେପି ଯେଉଁ ନିଷ୍ପତ୍ତି ନେବ ତାହାକୁ…

ସାଂଘାତିକ ହେଲାଣି ସାଇବର୍ ଠକେଇ: ୯ ମାସରେ ୧୧,୩୩୩ କୋଟି କ୍ଷତି

ନୂଆଦିଲ୍ଲୀ: ଦେଶ ପ୍ରତି ସାଇବର ଠକେଇ ଏକ ବଡ଼ ବିପଦ ଭା‌ବେ ଉଭା ହୋଇଛି। ଏହି ଠକେଇ ପ୍ରଭାବରେ ଚଳିତ ବର୍ଷର ପ୍ରଥମ ୯ ମାସରେ ଭାରତ ୧୧,୩୩୩ କୋଟି ଟଙ୍କା ହରାଇଛି। ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର (ଆଇ୪ସି)ର ତଥ୍ୟରୁ ଏହା ଜଣାପଡ଼ିଛି। ସାଇବର୍‌ ଠକେଇରେ ଷ୍ଟକ୍…

ଆମୀଷ ଖାଦ୍ୟ ଭକ୍ଷଣ ପରେ ପ୍ରେମିକଙ୍କ ଥଟା ସହିନପାରି ଜୀବନ ହାରିଛନ୍ତି ସୃଷ୍ଟି!

ମୁମ୍ବାଇ: ମୁମ୍ବାଇରେ ଜଣେ ୨୫ ବର୍ଷୀୟା ଏୟାର ଇଣ୍ଡିଆ‌ ପାଇଲଟ୍‌ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ତାଙ୍କ ପରିବାର ଲୋକ ଏକ ନୂଆ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ମହିଳା ଜଣକ ଆମୀଷ ଖାଦ୍ୟ ଭକ୍ଷଣ କରିବାକୁ ତାଙ୍କ…

ଯୁଦ୍ଧ ବିରତି

ଏଇ ସମୟରେ ଯଦି ପାଶ୍ଚାତ୍ୟ ଶକ୍ତିମାନେ ଓ ଆରବ ଦେଶମାନେ ଲେବାନନ୍‌ର ସେନାବାହିନୀକୁ ଆବଶ୍ୟକ ସହାୟତା ପ୍ରଦାନ କରି ତା’ର ସାମରିକ ଶକ୍ତି ବୃଦ୍ଧି କରନ୍ତେ, ତା’ହେଲେ ହୁଏତ ଏଥର ୨୦୦୬ର ପୁନରାବୃତ୍ତି ହୁଅନ୍ତା ନାହିଁ ଓ ଇସ୍ରାଏଲ୍ ଖୁବ୍‌ଶୀଘ୍ର ହମାସ୍ ଉପରେ ବିଜୟ ହାସଲ କରି ଗାଜାରେ ଯୁଦ୍ଧର…