Breaking News

ଫୋକସ୍‌ରେ ଗ୍ୟାଜେଟ୍: ଫୋନ୍ ଏକ, ଅବତାର ଅନେକ

ଏଚ୍‌ଏମ୍‌ଡି ଗ୍ଲୋବାଲ୍ କମ୍ପାନି ଭାରତ ବଜାରରେ ଏକ ନିଆରା ସ୍ମାର୍ଟଫୋନ୍‌ ଉନ୍ମୋଚିତ କରିଛି। ଏହାର ନାମ ଏଚ୍‌ଏମ୍‌ଡି ଫ୍ୟୁଜନ୍‌। ଏହି ଫୋନ୍‌ର ବିଶେଷତ୍ବ ହେଲା, ଏହାର ପଛପାଖରେ ବିଭିନ୍ନ ରକମର ସ୍ମାର୍ଟ କଭର୍‌ ଲଗାଇବାର ସୁବିଧା ରହିଛି ଏବଂ ଏହାକୁ ସଜାଡ଼ିବା ଖୁବ୍ ସହଜ। ‘ସ୍ମାର୍ଟ…

୫୦ ଦିନରେ ଅନୁପମ-ଅନୁଭବଙ୍କ ‘କର୍ମ’ ୭ କୋଟିର ନୂଆ ରେକର୍ଡ

ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘କର୍ମ’ ୫୦ ଦିନରେ ପହଞ୍ଚିଛି। ତେବେ ଏହି ଫିଲ୍ମଟି ଏବେ ବି ଓଡ଼ିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ହାଉସ୍‌ଫୁଲ୍‌ ଚାଲିଛି। ଏହି ୫୦ ଦିନରେ…

ପାଟି ଘା’ର ଘରୋଇ ଉପଚାର

ବେଳେବେଳେ ପାଟି ଭିତରେ ଛୋଟ ଛୋଟ ଘା’ ହୋଇଯାଏ, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ସାଧାରଣତଃ ଗାଲ ଭିତର ପାଖ, ମାଢ଼ି, ଜିଭ ଓ ଭିତର ଓଠରେ ଏଭଳି ଘା’ ହୁଏ। ଫ‌ଳରେ ଖାଇ ହୁଏ ନାହିଁ। ଏଭଳି ଛୋଟ ଛୋଟ ଘା’କୁ ମାଉଥ୍‌ ଅଲ୍‌ସର୍‌ କୁହାଯାଏ। ପାଟି ଘା’ ବିଭିନ୍ନ କାରଣରୁ ହୋଇପାରେ।…

ଆୟୁର୍ବେଦ ରୋଗର ମୂଳ କାରଣକୁ ଭଲ କରିଥାଏ

 ନିକଟରେ ପୂର୍ବତନ କ୍ରି‌କେଟର୍‌ ନବଜୋତ ସିଂହ ସିଦ୍ଧୁ ଦାବି କରିଛନ୍ତି ଯେ ‌ଲେମ୍ବୁପାଣି, କଞ୍ଚା ହଳଦୀ, ନିମ୍ବପତ୍ର ଓ ପରିବା ଜୁସ୍‌ ଆଦି ଖାଇ ତାଙ୍କ ପତ୍ନୀ ଷ୍ଟେଜ୍‌-୪ ସ୍ତନ କର୍କଟରୁ ମୁକ୍ତ ହୋଇଛନ୍ତି? ତାଙ୍କର ଏହି ଦାବି କେତେ ଦୂର ଗ୍ରହଣୀୟ? ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ୫ ହଜାର…

ମିଥାନଲ୍‌ ବିଷକ୍ରିୟାର ବ୍ୟବଚ୍ଛେଦ

ମଦ ଏକ ମୃଦୁ ବିଷ ବୋଲି ସମସ୍ତେ ଜାଣନ୍ତି। ମଦ୍ୟପାନର ଦୀର୍ଘକାଳୀନ କୁପ୍ରଭାବ ସ୍ବରୂପ ବ୍ୟାଧିରେ ପଡ଼ି ବହୁ ଲୋକ ଅଳ୍ପ ବୟସରେ ମୃତ୍ୟୁବରଣ କରୁଛନ୍ତି। ତା’ ସତ୍ତ୍ବେ ପାର୍ଟି ହେଉ କି ଭୋଜିଭାତ, ନୂଆବର୍ଷ ପାଳନ ହେଉ କି ପିକ୍‌ନିକ୍‌, ସବୁଠି ମଦ ଆସର ଜମୁଛି। କିନ୍ତୁ ମଦର ଭ୍ରମ ସୃଷ୍ଟି…

ଗୋଆ ଆଇଏଫ୍ଏଫ୍‌ଆଇରେ ‘ରଂଗଶୁର’ ଟ୍ରେଲର୍‌

ଭୁବନେଶ୍ବର: ଏଇ କିଛିଦିନ ହେବ ଓଡ଼ିଆ ଚଳଚିତ୍ର ପ୍ରତି ଲୋକଙ୍କର ରୁଚି ବଢିବା ସହିତ ଏହା ଭଲ ବ୍ୟବସାୟ ବି କରୁଛି। ଏବେ ଭିନ୍ନ ଓ ବାସ୍ତବବାଦୀ କାହାଣୀ ପ୍ରତି ଉଭୟ ଦର୍ଶକ ଓ ନିର୍ମାତାମାନଙ୍କର ରୁଚି ବଢ଼ୁଛି। ଆଗକୁ ଆହୁରି ଭଲ ଭଲ ଓଡ଼ିଆ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଥିବେ ବେଳେ ଅନ୍ତର୍ଜାତୀୟ…

ପ୍ରଥମ ନିର୍ବନ୍ଧ ଭାଙ୍ଗିବା ପରେ ଜୈନବଙ୍କ ସହ ଦ୍ବିତୀୟ ନିର୍ବନ୍ଧ କଲେ ଅଖିଲ

ହାଇଦ୍ରାବାଦ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ପରେ ବର୍ତ୍ତମାନ ନାଗାର୍ଜୁନଙ୍କ ସାନପୁଅ ଅଖିଲ ଅକ୍କିନେନି ମଧ୍ୟ ନିର୍ବନ୍ଧ କରିଛନ୍ତି। ଅଖିଲ ଅକ୍କିନେନି, ଚିତ୍ରଶିଳ୍ପୀ ଜୈନବ ରାବଦଜୀଙ୍କୁ ତାଙ୍କ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଦୁହେଁ…

ଗିରଫଦାରୀ ଭୟରେ ଫାର୍ମହାଉସରେ ଶରଣ ନେଇଛନ୍ତି ରାମ ଗୋପାଳ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଅନ୍ୟ ରାଜନୈତିକ ନେତାଙ୍କ ବିଷୟରେ ଆପତ୍ତିଜନକ ପୋଷ୍ଟ କରିବା ସିନେମା ନିର୍ମାତା ରାମ ଗୋପାଳଙ୍କୁ ମହଙ୍ଗା ପଡ଼ିଛି। ଏଭଳି ପୋଷ୍ଟ ପାଇଁ ରାମ ଗୋପାଳଙ୍କୁ ନୋଟିସ ଜାରି କରାଯାଇ ଥାନାରେ ହାଜର ହେବା ପାଇଁ କୁହାଯାଇ ଥିଲା କିନ୍ତୁ…

ସଡ଼କ ଦୁର୍ଘଟଣା ନେଲା ବଲିଉଡ ନିର୍ଦ୍ଦେଶକଙ୍କ ପୁଅର ଜୀବନ, ସାଥିରେ ଥିବା ସାଙ୍ଗ ଗିରଫ

ମୁମ୍ବାଇ: ନଭେମ୍ବର ୨୩ତାରିଖ ସକାଳେ ମୁମ୍ବାଇରେ ଏକ ବଡ଼ କାର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଅଜୟ ଦେବଗନ ଫିଲ୍ମ 'ସନ୍ ଅଫ୍ ସର୍ଦ୍ଦାର' ଓ 'ଅତିଥି ତୁମ କବ୍ ଜାଓଗେ'ର ନିର୍ଦ୍ଦେଶକ ଅଶ୍ୱିନୀ ଧୀରଙ୍କ ୧୮ବର୍ଷର ପୁଅ ଜଲଜ ଧୀରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ତାଙ୍କର ତିନିଜଣ…

କ୍ଷୁବ୍ଧ ବିଜେପି ବିଧାୟକ: ବିଧାୟକ ଦଳ ବୈଠକରେ ଅସନ୍ତୋଷ ଝାଡ଼ିଲେ

ଭୁବନେଶ୍ବର: ଆମର କିଛି କାମ ହେଉନି। ଅଫିସରମାନେ ଆମ କଥା ଶୁଣୁ ନାହାନ୍ତି। ପାଞ୍ଚ ମାସ ହୋଇଗଲାଣି। ଲୋକମାନଙ୍କୁ ସାମ୍ନା କରିବା କଷ୍ଟ ହେଲାଣି। ଆଉ କେତେ ଦିନ ଏମିତି ଚାଲିବ? ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ଏମିତି ଅସନ୍ତୋଷ ଝାଡ଼ିଥିଲେ ବିଧାୟକମାନେ। ସରକାରଙ୍କ କାର୍ଯ୍ୟଧାରା ନେଇ…