Breaking News

ନିଜେ ନିଜକୁ ଅପହରଣର ନାଟକ କରି ଫସିଲେ ବ୍ଲକ ଉପାଧ୍ୟକ୍ଷ, ପୋଲିସ ଥାନାକୁ ଆଣି ପଚରାଉଚରା ବେଳେ କହିଲେ କିଭଳି ଅପହରଣ…

ଫୁଲବାଣୀ: ନିଜେ ନିଜକୁ ଅପହରଣର ନାଟକ କରି ଫସିଲେ ବ୍ଲକ ଉପାଧ୍ୟକ୍ଷ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷଙ୍କ ସହ ତାଙ୍କର ୫ ସହଯୋଗୀଙ୍କୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ। ଏ ଘଟଣାରେ ୩ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ବୋଲି ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା…

ବାହାନଗା ରେଳ ଦୁର୍ଘଟଣା: ମୋଟ ମୃତକଙ୍କ ସଂଖ୍ୟା ୨୮୮, ୨୦୫ ମୃତଦେହ ଚିହ୍ନଟ ପରେ ହସ୍ତାନ୍ତର

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ସଂପର୍କରେ ଜିଲ୍ଲାପାଳ, ବାଲେଶ୍ୱରଙ୍କ ଠାରୁ ମିଳିଥିବା ଶେଷ ତଥ୍ୟ ଅନୁସାରେ ଏହି ସଂଖ୍ୟା ୨୮୮ ବୋଲି ଜଣାପଡିଛି । ଗତକାଲି ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୭୫ ବିବରଣୀ ଦିଆଯାଇଥିଲା । ପ୍ରଥମେ ରେଳ ଟ୍ରାକରୁ…

ବାହାନଗା ଦୁର୍ଘଟଣାରେ ଆହତଙ୍କୁ ଏସସିବିରେ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କହିଲେ ମୃତ ପରିବାରର…

ଭୁବନେଶ୍ବର:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ରେଳବାଇ ମନ୍ତ୍ରୀ ମମତା ବାନାର୍ଜୀ ଏସସବି ମେଡିକାଲରେ ପହଂଚି ଆହତଙ୍କୁ ଭେଟିଛନ୍ତି। କଟକ ପହଞ୍ଚିବା ପରେ ସେ କଡ଼ା ସୁରକ୍ଷା ବଳୟରେ ତାଙ୍କୁ ଏସସିବି ପରିସରକୁ ନିଆଯାଇଥିଲା ଆହତଙ୍କୁ ଭେଟି ଦ୍ରୁତ ଆରୋଗ୍ୟ କାମନା କରିଥିଲେ।…

ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷା ଓ ଗବେଷଣା ସ୍ତରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଓଡ଼ିଶାକୁ ଏକ ଉଚ୍ଚ ସୋପାନରେ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ରୋହିତ ପୂଜାରୀ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି । ଏକ ନୂତନ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଡିନ୍‌ ଏବଂ ଫାକଲଟି…

ସଙ୍କଟ ସମୟର ସାଥୀ, ଏକତା ଦେଖାଇଲା ଓଡ଼ିଶା

ଭୁବନେଶ୍ବର: କରମଣ୍ଡଳ ଦୁର୍ଘଟଣା ଦେଶକୁ ଦୋହଲାଇଛି ଆଉ କନ୍ଦାଇଛି । କରୁଣ କାହାଣୀ ଭିତରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହା ଓଡ଼ିଶାର ଏକତାକୁ ବିଶ୍ୱ ଦରବାରରେ ବାଃ ବାଃ ମିଳୁଛି । ବିପଦବେଳେ ଗୋଟେ ରାଜ୍ୟ କେମିତି ଏକତା ଦେଖାଏ ତାହା ଟ୍ରେନ୍ ଆକ୍ସିଡେଣ୍ଟ ପରେ ଦେଖିବାକୁ…

ବାହାନଗା ରେଳ ଦୁର୍ଘଟଣା: ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧.୯୫ କୋଟି ଟଙ୍କା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି। ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ,…

ଦ୍ବିତୀୟ ସ୍ତ୍ରୀର ଗର୍ଭ ପରୀକ୍ଷା କରିବାକୁ ଆସିଥିବା ବେଳେ ପ୍ରଥମ ସ୍ତ୍ରୀ ହାତରେ ଧରାପଡ଼ିଲେ ସ୍ବାମୀ

ନୂଆଦିଲ୍ଲୀ: ଜଣେ ସ୍ବାମୀ ପାଇଁ ଦୁଇଜଣ ସ୍ତ୍ରୀଙ୍କ ଝଗଡ଼ାର ଏକ ଭିଡିଓ ଭାଇରାଲ ହେଉଛି। ନାଳନ୍ଦା ଜିଲ୍ଲାରେ ଦୁଇଟି ବିବାହ କରିଥିବା ପ୍ରେମଜିତ ସାବଙ୍କୁ ମହଙ୍ଗା ପଡ଼ିଛି। ଦୁଇଟି ବିବାହ କରିବା ଆଶାରେ ବିହାରର ସରିଫ ସଦର ହସ୍ପିଟାଲ ନିକଟରେ ପ୍ରେମଜିତ ସାବଙ୍କୁ ଅପମାନର ଶିକାର ହେବାକୁ ପଡ଼ିଛି।…

କନ୍ଧମାଳ ଜିଲାରେ ବ୍ୟାରେଜ ନିର୍ମାଣ କରାଗଲେ ବୃଦ୍ଧି ପାଇବ ଭୂପୃଷ୍ଠ ଜଳସ୍ତର, କୃଷି ପାଇଁ ଜଳସେଚନ ଓ ପାନୀୟ ଜଳ ଯୋଗାଣ…

ଫୁଲବାଣୀ : କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଥିବାରୁ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାରେ ଜଳ ସମସ୍ୟା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୫୦୦ମିଟର ଉଚ୍ଚତାରେ ଥିବା୭୪%…

ମନୁଷ୍ୟ ଓ ପଣୁପକ୍ଷୀଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସୁସଙ୍ଗତ ସହାବସ୍ଥାନ ଉପରେ ଗୁରୁତ୍ୱ, ମାନବୀୟ ଢଙ୍ଗରେ ବୁଲା…

ଭୁବନେଶ୍ୱର: ରାଜ୍ୟରେ ମାନବୀୟ ଢଙ୍ଗରେ ବୁଲା ଶ୍ୱାନଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରାଯାଉଛି । ଏହା ରାଜ୍ୟର ୧୨ଟି ସହରାଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି । ତାଲିମପ୍ରାପ୍ତ ପ୍ରାଣୀ ଚିକିତ୍ସକ ଏବଂ ଆଧୁନିକ ଚିକିତ୍ସା ସୁବିଧା ସହିତ ଏହି ପଦକ୍ଷେପ ମାଧ୍ୟମରେ ସାରା ରାଜ୍ୟରେ ଜନ୍ମ…