Breaking News

ଏନ୍‌ଆଇଆରଏଫ୍‌ ତାଲିକା ପ୍ରକାଶ: ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମଓ୍ୱାର୍କ(ଏନ୍‌ଆଇଆରଏଫ୍‌) ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ମୋଟ ୧୩ଟି ବର୍ଗକୁ ନେଇ ହୋଇଥିବା…

ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ: ମୁଖ୍ୟ ଶାସନ ସଚିବ

ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ ଚିକିତ୍ସିତଙ୍କ ଚିକିତ୍ସା ଓ ମୃତକଙ୍କ ଚିହ୍ନଟକରଣକୁ ପ୍ରାଥମିକତା ଓଡିଶା ସରକାରଙ୍କ ଖର୍ଚ୍ଚରେ ମୃତଦେହଗୁଡିକୁ ପହଞ୍ଚାଇବାର ବ୍ୟବସ୍ଥା ସୂଚନାଓ ଅନୁସନ୍ଧାନ ପାଇଁ www.osdma.org,www.srcodisha.nic.in,…

ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପଟ୍ଟଚିତ୍ର କଳାକୃତିରେ ସ୍ଥାନିତ କରିବାକୁ ରାଜ୍ୟପାଳଙ୍କ ପରାମର୍ଶ

ଭୁବନେଶ୍ବର: ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ତଥା ମହିଳା ଶିଳ୍ପଦ୍ୟୋଗୀ କୃଷ୍ଣପ୍ରିୟା ଆଚାର୍ଯ୍ୟ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ନିଜ ହସ୍ତନିର୍ମିତ ଏକ କଳାକୃତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ଭେଟି…

ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ ପାଇଁ ଆମ ସରକାର ‘ଦ୍ୱିତୀୟ ରାଜ୍ୟ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା’…

ପରିବେଶ ସଂପର୍କିତ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରିବା ଆଜି ସମୟର ଆହ୍ୱାନ : ଭୁବନେଶ୍ୱର: ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୩ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ…

ଓଡ଼ିଶାରୁ କୋଲକାତାକୁ ମାଗଣାରେ ବସ୍‌ ସେବା, ଏହି ବସ୍‌ରେ ଗଲେ ଯାତ୍ରୀଙ୍କୁ ଦେବାକୁ ପଡ଼ିବନି ଭଡ଼ା

ଭୁବନେଶ୍ବର: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ମାଗଣାରେ ବସ୍‌ ସେବା ଆରମ୍ଭ ହୋଇଛି। ଏହି ମାଗଣା ବସ୍‌ ସେବା ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତା ପର୍ଯ୍ୟନ୍ତ ଉପଲବ୍ଧ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏହି ଘୋଷଣା କରିଛନ୍ତି। ବାଲେଶ୍ବର ଜିଲ୍ଲା ବାହାନଗା ରେଳ‌ଷ୍ଟେସନ ନିକଟରେ…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଓଡ଼ିଶାରେ ଫସି ରହିଥିବା ଲୋକଙ୍କ ପାଇଁ ଏହି ରୁଟ୍‌ରେ ହାୱଡା ଯିବ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇ ରାଜ୍ୟର ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପୀଡିତ ଏବଂ ସେମାନଙ୍କର ସଂପର୍କୀୟମାନଙ୍କ ପାଇଁ ଭାରତୀୟ ରେଳବାଇ ସ୍ବତନ୍ତ୍ର ଟ୍ରେନ୍‌ ସେବା ଯୋଗାଇବ। ଓଡ଼ିଶାରୁ ୩ଟି ସ୍ବତନ୍ତ୍ର ଟ୍ରେନ୍‌ ହାୱଡା ଅଭିମୁଖେ ଗଡ଼ିବ।…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଏମ୍‌ସ ଭୁବନେଶ୍ବରରେ ପହଞ୍ଚିଲା ୧୨୦ ମୃତଦେହ, ୧୫ ଆମ୍ବୁଲାନ୍ସରେ ପୁଣି ଆସିବ ୩୦ ମରଶରୀର

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀମାନଙ୍କର ୧୨୦ଟି ମୃତଦେହ ଭୁବନେଶ୍ବର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ପହଞ୍ଚି ସାରିଛି। ଏହି ମୃତଦେହଗୁଡ଼ିକ ଏବେ ଏଠାକାର ଶବାଗାରରେ ରଖାଯାଇଛି। ଏମ୍‌ସ ପକ୍ଷରୁ ଗଣମାଧ୍ୟମକୁ ଏହି…

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ସ୍ନାନ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି  ଶ୍ରୀକ୍ଷେତ୍ର। ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦେବସ୍ନାନ ନୀତି। ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋରରୁ ରତ୍ନବେଦୀ ଛାଡି ଧାଡି ପହଣ୍ଡିରେ…

ସ୍ନାନଯାତ୍ରା: ଭିଡ଼ ଅସମ୍ଭାଳ

ପୁରୀ: ରାତି ପାହିଲେ ସ୍ନାନଯାତ୍ରା। ସ୍ନାନବେଦିରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଭାବ ବିନୋଦିଆ। ଏଥିପାଇଁ ଆଜିଠୁ ପୁରୀ ସହରେ ସ୍ନାନଯାତ୍ରାର ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି ବଡ଼ଦାଣ୍ଡ ବାରିକେଡ୍‌ ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏତେ ଭିଡ଼…

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା :୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ, ସ୍ନାନ ବେଦୀକୁ ବିଜେ କରୁଛନ୍ତି…

ଭୁବନେଶ୍ବର :ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂରତି । ଏଥିପାଇଁ ରତ୍ନବେଦୀରୁ ସ୍ନାନ ବେଦୀକୁ ବିଜେ କରୁଛନ୍ତି  ଚତୁର୍ଦ୍ଧା ମୂରତି । ପ୍ରଥମେ ବଡଠାକୁରଙ୍କୁ ବିଜେ କରିନେବା ପରେ ବିଜେ କରିସାରିଲେଣି ସୁଦର୍ଶନ ।   ଆଗେ ଆଗେ…