Breaking News

ମଲାଇକା ଅରୋରା ଲୁଚଉଛନ୍ତି କି ବୟସ…ପ୍ରକୃତ ବୟସ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ମଲାଇକା ଅରୋରା ନିଜ ଚେହେରା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ଅନେକ ଆଲୋଚନା ହୁଏ। ଏହା ବ୍ୟତୀତ ସେ ତାଙ୍କ ପ୍ରେମିକ ଅର୍ଜୁନ କପୁରଙ୍କ ସହ ଥିବା ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ମଲାଇକାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ…

କୃତୀ ଛାତ୍ରଛାତ୍ରୀଙ୍କ କାହାଣୀ; ବସ୍ତିରେ ରହି ବିଜେବି ଟପ୍ପର

ଭୁବନେଶ୍ବର:ସଫଳତାର ଚାରି କାହାଣୀ । ପରୀକ୍ଷା ଆଉ ପରିସ୍ଥିତିର । କିଏ ବସ୍ତିର ପ୍ରତିକୂଳ ପରିସ୍ଥିତିରେ ଯୁକ୍ତ ଦୁଇରେ ସଫଳତା ପାଇଛି ତ ଆଉ କିଏ ଚଷା ବାପର ସମ୍ମାନକୁ ବଢାଇଛି । ଏମିତିକି ଦେହରେ ଦୁରାରୋଗ୍ୟ ବ୍ୟାଧିକୁ ନେଇ କ୍ୟାରିୟର ପ୍ରଥମ ବୋର୍ଡ ପରୀକ୍ଷା ଦେଇଛନ୍ତି । ଆଉ କୃତିତ୍ୱ ହାସଲ…

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଫୁଟିଲା ଗୁଳି, ଜଙ୍ଗଲ ଭିତରକୁ ଯାଇଥିବାବେଳେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ ।

ମୟୁରଭଞ୍ଜ : ଶିମିଳିପାଳରେ ପୁଣି ଫୁଟିଲା ଗୁଳି । ଅଭୟାରଣ୍ୟରେ ଗୁଳିମାଡରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ବାଙ୍ଗିରିପୋଷି ଥାନା ତାଳବନ୍ଧ ରେଞ୍ଜରେ ଏହି ଘଟଣା ଘଟିଛି । ମୃତ ଯୁବକ ହେଉଛନ୍ତି ବୁରୁଡି ଗାଁର ଜଗନ୍ନାଥ ହେମ୍ବ୍ରମ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି ।…

ରାଜଧାନୀରେ ରହିପାରିବେନି ନିଶା ବେପାରୀ, ନିଶା ବିକ୍ରି କଲେ ୬ ମାସ ପାଇଁ ହେବେ ତଡ଼ିପାର

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ନିଶା ବେପାରୀଙ୍କ ସଂଖ୍ୟା । କିନ୍ତୁ ଏଣିକି ଆଉ ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା କାରବାର ବିରୋଧରେ କମିଶନରେଟ୍ ପୋଲିସର ଜିରୋ ଟଲରାନ୍ସ ନୀତି ଆପଣାଇଛି । ନିଶା ବିକ୍ରି କଲେ ୬ ମାସ ପାଇଁ ତଡ଼ିପାର ହେବେ । ଏପରିକି ନିଶା…

ଜୀ-ସାର୍ଥକ ସଂସାରର ସବୁ ଧାରାବାହିକରେ ସବୁଠାରୁ ବଡ଼ଦିନ, ଗୋଟିଏ ପରେ ଗୋଟିଏ ଧାରାବାହିକର ସସପେନ୍ସ ଉପରୁ ହଟିବ ପରଦା

ଭୁବନେଶ୍ବର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ସେଥିପାଇଁ ମଇ ୨୯,  ଜୀ-ସାର୍ଥକ କରୁଛି, ଜୀ-ସାର୍ଥକ ସଂସାରର ସବୁଠାରୁ ବଡ଼ଦିନ । ଜୀ-ସାର୍ଥକ ସହିତ ଜଡ଼ିତ ରୁହନ୍ତୁ କାରଣ…

୮୩ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ, କିନ୍ତୁ କେବେ କମିବ ଘରୋଇ ସିଲିଣ୍ଡର ମୂଲ୍ୟ ?

ନୂଆଦିଲ୍ଲୀ : ଜୁନ ୧ରୁ ଦେଶରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା ହ୍ରାସ ପାଇଛି । ଏହାଫଳରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସିଲିଣ୍ଡର ଦରରୁ ସରକାର ଆଶ୍ୱସ୍ତି ଦେଇଛନ୍ତି। ତେବେ ଏହି ଆଶ୍ବସ୍ତି ସାଧାରଣ ଲୋକଙ୍କୁ ନୁହେଁ ବରଂ କ୍ଷୁଦ୍ର ଦୋକାନୀ ଓ ହୋଟେଲ ମାଲିକଙ୍କୁ ଦିଆଯାଇଛି ।…

ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୧ର ସଫଳ ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର ଡିଆର୍‌ଡିଓର ଧାମରା ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ବୀପ(୪ନମ୍ବର ଲଞ୍ଚପ୍ୟାଡ୍‌)ରୁ ଆଜି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୧ର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ…

ମାଲକାନଗିରିରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ୍‌ ପାଚେରୀ ଭୁଶୁଡ଼ିଲା; ମହିଳାଙ୍କ ସମେତ ୨ ଶ୍ରମିକ ମୃତ, ୩ ଗୁରୁତର

ମାଲକାନଗିରି: କାଳବୈଶାଖୀର ତାଣ୍ଡବ କାରଣରୁ ମାଲକାନଗିରିରେ ଏୟାରଷ୍ଟ୍ରିପ୍‌ରେ ନିର୍ମାଣାଧୀନ ପାଚେରୀ ଭୁଶୁଡ଼ିଛି। ଏହି ଘଟଣାରେ ଏଠାରେ କାର୍ଯ୍ୟରତ ଜଣେ ମହିଳାଙ୍କ ସମେତ ମୋଟ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ମନୋଜ ହେମ୍ବ୍ରମ (୧୯) ଓ ତିଳୋତ୍ତମା ବେନିଆ (୪୦)। ସେହିପରି…

ମାତୃଭାଷାର ବିକାଶ ହେଉଛି ରାଷ୍ଟ୍ରର ବିକାଶ

ଭୁବନେଶ୍ଵର : କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ , ଭୁବନେଶ୍ଵର…

ମାସିକ ଋତୁସ୍ରାବ ଉପରେ ପ୍ରତ୍ୟେକ ମହିଳା ଓ ଯୁବତୀ ସଚେତନ ହେବା ଜରୁରୀ

ଭୁବନେଶ୍ୱର :ଋତୁସ୍ରାବକୁ ନେଇ ଏବେ ବି ଅନ୍ଧବିଶ୍ୱାସ ଓ ବିଭିନ୍ନ ଗୁଜବ ରହିଛି । ବାସ୍ତବିକ ଦେଖିବାକୁ ଗଲେ ମାସିକ ଋତୁସ୍ରାବ ହେଉଛି ପ୍ରାକୃତିକ ପ୍ରକ୍ରିୟା । ମାସିକ ଋତୁସ୍ରାବ ସମୟରେ ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ପ୍ରତ୍ୟେକ ମହିଳା ଓ ଯୁବତୀ ଧ୍ୟାନଦେବା ଦରକାର ବୋଲି ଋତୁସ୍ରାବ…