Breaking News

ସମାଜରେ ଏକ ବ୍ୟାଧିର ରୂପ ନେଇଛି ତମାଖୁ ସେବନ

ଭୁବନେଶ୍ଵର : ତମାଖୁ ସେବନ ଆଜିର ସମାଜରେ ଏକ ବ୍ୟାଧିର ରୂପ ନେଇଛି । ଏହାର ସେବନ ଯୋଗୁଁ ପ୍ରତିବର୍ଷ ଭାରତ ବର୍ଷରେ ୧.୩୫ ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି ଏବଂ ଏଥିରୁ ନିର୍ଗତ ଧୂଆଁ ର ସେବନ ଯୋଗୁଁ ୧.୨ ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି । ଭାରତରେ କ୍ୟାନସର ଜନିତ ମୃତ୍ୟୁର ୨୭% କେବଳ ତମାଖୁ…

ରାମାନନ୍ଦ ସାଗରଙ୍କ `ସୀତା’ ଓରଫ ଦୀପିକାଙ୍କର ୩୩ବର୍ଷ ପରେ କମ ବ୍ୟାକ

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କର ଲୋକପିୟ ଧାରାବାହିକ `ରାମାୟଣ'ରେ ସୀତାଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ହେଲେ ଦୀପିକା ଚିଖଲିୟା। ୩୩ବର୍ଷ ପରେ ସେ ଛୋଟ ପରଦାରେ କମବ୍ୟାକ କରିବାକୁ ଯାଉଛନ୍ତି। ସୀତା ଏବଂ ରାମଙ୍କ ଚରିତ୍ରକୁ ଏଯାଏ ଲୋକେ ଭୂଲିନାହାନ୍ତି। ତାଙ୍କୁ…

୫ ମନ୍ଦିରରୁ ଚୋରି, ଲୁଟି ନେଇଛନ୍ତି ସୁନାରୁପା ଅଳଙ୍କାର

ଚଣ୍ଡିଖୋଲ: ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ୫ଟି ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି। ମନ୍ଦିରଗୁଡ଼ିକରୁ ଚୋରମାନେ ଦାନବାକ୍ସ ଅର୍ଥ ସହିତ ସୁନାରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏହି ଗ୍ରାମର ମା’ ନାହାକାଣୀ ଠାକୁରାଣୀ ମନ୍ଦିର, ଗ୍ରହରାଜ ଶନିଶ୍ଚର ମନ୍ଦିର, ଗ୍ରାମଦେବତୀ ମା’…

ଇଲେକ୍ଟ୍ରିକ୍‌ ଭେଇକିଲ୍‌ ଉପରୁ କମିବ ସବସିଡି, ଜୁନ୍‌-୧ରୁ ମହଙ୍ଗା ହୋଇପାରେ ଇ-ସ୍କୁଟର

ନୂଆଦିଲ୍ଲୀ: ଜୁନ୍‌-୧ରୁ ମହଙ୍ଗା ହେବ ଇ-ସ୍କୁଟର ! ଦିନକୁ ଦିନ ବୈଦ୍ୟୁତିକ ଯାନର ଚାହିଦା ବଢ଼ିବାରେ ଲାଗିଛି । ପେଟ୍ରୋଲ୍‌-ଡିଜେଲ ଗାଡ଼ି ଉପରୁ ମୁହଁ ଫେରାଇ ଇ-ଭେଇକିଲ୍‌ କିଣିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ସରକାର ମଧ୍ୟ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ଇ-ଭେଇକିଲ୍‌ କିଣିବାକୁ…

ଶେରଗଡରୁ-ପୁରୀକୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ର ଶେରଗଡ ରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ. ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ । OSRTC…

ରାଜଧାନୀ ଭୁବନେଶ୍ୱରରେ ବି ଅନ୍ଧବିଶ୍ୱାସ, ଦେବୀ ବେଶରେ ମହିଳାଙ୍କୁ ପୂଜା

ଭୁବନେଶ୍ୱର: ନୂଆ ଶାଢୀ, ମୁଣ୍ଡରେ ଲାଲ୍ ଓଢଣୀ ଆଉ ମୁକୁଟ ପିନ୍ଧି କାରରୁ ଓହ୍ଲାଇଲେ ମହିଳା । ଏହି ମହିଳାଙ୍କୁ ନେଇ ଜୋର ଚର୍ଚ୍ଚା । କୁହାଯାଉଛି ଏହି ମହିଳାଙ୍କ ଦେହରେ ସବାର ହୋଇଛନ୍ତି ସାକ୍ଷାତ୍ ଦେବୀ । ଏଥିପାଇଁ ମହିଳାଙ୍କୁ ଫୁଲ ମାଳ ପିନ୍ଧାଇବା ସହ ଧୂପ ଦୀପ ଦେଇ ପୂଜା କରୁଛନ୍ତି ଅନ୍ୟ…

ମଣିପୁର ହିଂସା ରୋକିବାକୁ ଅମିତ ଶାହାଙ୍କ ୫-ସୁତ୍ରୀ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପୁର (ମଣିପୁର ହିଂସା) ଗସ୍ତରେ ଅଛନ୍ତି। ଗତ ଏକ ମାସ ଧରି ଏଠାରେ ଚାଲିଥିବା ହିଂସାର ସମୀକ୍ଷା କରୁଛନ୍ତି । ଇମ୍ଫାଲରେ ମଣିପୁରର ସ୍ଥିତି ଉପରେ ସର୍ବଦଳୀୟ ବୈଠକ ବ୍ୟତୀତ ଶାହ ମଣିପୁର ପୋଲିସ, ସିଆରପିଏଫ ଏବଂ ଭାରତୀୟ ସେନାର ବରିଷ୍ଠ…

ପ୍ରକାଶ ପାଇଲା ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ :ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍…

ଭୁବନେଶ୍ବର: ପ୍ରକାଶ ପାଇଲା ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । କମିଲା ପାସ ହାର, ପୁଣି ଆଗରେ ଛାତ୍ରୀ । ମାଟ୍ରିକ ଭଳି ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳରେ ବି ଛାତ୍ରୀ ଆଗରେ ଅଛନ୍ତି । ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଆଗରେ ରହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ତେବେ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଜୁନ୍‌ ୧ ତାରିଖ ଗୁରୁବାର ମଧ୍ୟାହ୍ନ…

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ: ବିଜ୍ଞାନରେ ୮୪.୯୩ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି  ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ…