Breaking News

୯ଟି ଜିଲ୍ଲାରେ ୪୭୩୧ ଆଦିବାସୀ ପବିତ୍ର ଉପବନର ସୁରକ୍ଷା: ୪.୨ ଲକ୍ଷ ପରିବାରର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିଭାଗ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଗତ ୪ ବର୍ଷର ବିଭିନ୍ନ ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ଏବଂ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ବାବଦରେ ସମୀକ୍ଷା କରିଥିଲେ ।…

ଚେନ୍ନାଇକୁ ଆଇପିଏଲ୍‌ ଟ୍ରଫି, ଧୋନିଙ୍କୁ ବିଦାୟୀ ଉପହାର

ଅହମଦାବାଦ :ଆଇପିଏଲ୍‌-୧୬ର ରୋମାଞ୍ଚକର ପରିସମାପ୍ତି ଘଟିଛି । ସୋମବାର ଫାଇନାଲ ମ୍ୟାଚ୍‌ ଜିତିବା ପାଇଁ ଶେଷ ୨ ବଲ୍‌ରୁ ଚେନ୍ନଇ ସୁପର କିଙ୍ଗ୍‌ସ ୧୦ ରନ୍‌ ଆବଶ୍ୟକ କରୁଥିବାବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ଛକା ଓ ଚୌକା ଦଳକୁ ଚମ୍ପିଆନ୍ କରିଛି। ଧୋନି ସେନାର ଚେନ୍ନଇ ସୁପର କିଙ୍ଗ୍‌ସକୁ ମିଳିଛି…

ମେ’ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାଫଳ ମେ’ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ। ମେ’ ୩୧ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା…

ଉପକନିଷ୍ଠ ସରିଲା, ଏବେ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାକୁ ଅପେକ୍ଷା

ରାଉରକେଲା: ବିଶ୍ବର ସର୍ବବୃହତ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶେଷ ହୋଇଛି ୧୪ତମ ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତା। ରବିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ୫ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହିଥିଲେ।…

ପ୍ରେମିକାକୁ ବିଚ୍‌ ରାସ୍ତାରେ ୨୧ ଥର ଛୁରା ମାଡ଼ ପରେ ପଥରରେ ଛେଚି ହତ୍ୟା

ଦିଲ୍ଲୀ: ପୁଣି ଦିଲ୍ଲୀରେ ଉଠିଲା ଲଭ୍‌ ଜିହାଦ୍‌ କଥା । ଝିଅଟିର ବୟସ ମାତ୍ର ୧୬ । ତାକୁ ୨୧ ଥର କରାଯାଇଛି ଭୁଜାଲି ମାଡ଼ । ତା ମୁଣ୍ଡରେ ବି ପଶିଛି ଭୁଜାଲି । ତାପରେ ତଳେ ପଡ଼ିଗଲା ପରେ ତାକୁ ଗୋଇଠା ପରେ ଗୋଇଠା ମରାଯାଇଛି । ଏତିକିରେ ମନ ଶାନ୍ତି ହେଲାନି ଯେ, ବିରାଟ ପଥରରେ ଛେଚି ଛେଚି ତାକୁ…

ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶୁଭାରମ୍ଭ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆରଆଇଇ ଭୁବନେଶ୍ୱର ଓ ଓସେପା ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶିବିର ଆରଆଇଇ ଭୁବନେଶ୍ୱରଠାରେ ଉଦଘାଟିତ ହୋଇ ଯାଇଛି । ଏଥିରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର…

୫-ଟି ସଚିବଙ୍କ ଯୋରନ୍ଦା ଗସ୍ତ : ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା,  ପ୍ରଚାର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲାର ଯୋରନ୍ଦା ସ୍ଥିତ ପ୍ରସିଦ୍ଧ ମହିମା ଗାଦି ପରିଦର୍ଶନ କରିଥିଲେ। ମହିମା ଧର୍ମର ଏହି ମହାନ ପୀଠ ଯୋରନ୍ଦା ଅଞ୍ଚଳ ତଥା ମହିମା ଗାଦିର ବିକାଶ, ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତର…

ଗ୍ରାହକଙ୍କୁ ମୋବାଇଲ୍ ନମ୍ବର ପାଇଁ ବାଧ୍ୟ କରାଯାଇପାରିବନି; ଦଣ୍ଡନୀୟ ଅପରାଧ: ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ମଲ୍ ଓ ସଂଗଠିତ ଖୁଚୁରା ଦୋକାନରେ ସପିଙ୍ଗ୍‌ ସାରି ବିଲ୍‌ କରିବା ବେଳେ ମୋବାଇଲ୍‌ ଫୋନ୍ ନମ୍ବର ଦେବା ଏକ ସାଧାରଣ କଥାରେ ପରିଣତ ହୋଇଛି। ମୋବାଇଲ୍‌ ନମ୍ବର ଦେବା ପରେ ବିଲ୍‌ ହେଉଛି ଓ ସେହି ନମ୍ବର ଆଧାରରେ ନିଜ ପ୍ରଚାରଧର୍ମୀ ମେସେଜ୍‌ଗୁଡ଼ିକୁ ପଠାଇବା କଂପାନିଗୁଡ଼ିକ ଲାଗି…

ସମର୍‌-ଡିମ୍ପିଙ୍କ ବିବାହରେ ପୁଣି ଥରେ ‘ସାତ୍‌-ଫେରେ; ହନିମୁନ ପାଇଁ ଆମେରିକା ଯିବେ ଅନୁଜ-ଅନୁପମା

ମୁମ୍ବାଇ: ଏହି ଖବରଟି ଲୋକପ୍ରିୟ ଟିଭି ଧାରାବାହିକ ‘ଅନୁପମା’ର ଦର୍ଶକଙ୍କ ପାଇଁ। ଧାରାବାହିକ‌ରେ ଅନୁଜ  ଏବଂ ଅନୁପମାଙ୍କ ମଧ୍ୟରେ ଦୀର୍ଘ ଦୂରତା ଦର୍ଶକଙ୍କୁ ପସନ୍ଦ ଆସୁନାହିଁ ଏବଂ ଦୁହେଁ କେବେ ଏକାଠି ହେବେ ତାହା ଦେଖିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଧାରାବାହିକର ଶେଷ…