Breaking News

ଜାପାନରେ ଓଡ଼ିଶା ମହୋତ୍ସବ: ‘ସହଭାଗିତା ବଳରେ ଓଡ଼ିଶା-ଜାପାନ ସଂପର୍କ ଦୃଢ଼ତର ହେବ’

ଭୁବନେଶ୍ୱର: ଓଡ଼ିଆ ଓ ଜାପାନୀମାନଙ୍କ ଜୀବନଧାରାରେ ବ୍ୟାପକ ସାମଞ୍ଜସ୍ୟ ରହିଛି। ଖାଦ୍ୟସଂସ୍କୃତି ସହିତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କର୍ମପ୍ରବଣତା ସମାନ ହୋଇଥିବାବେଳେ ଓଡ଼ିଶା ଓ ଜାପାନ ମଧ୍ୟରେ ସାଂସ୍କୃତିକ ସଂପର୍କ ବିଶେଷ ଉଲ୍ଲେଖଯୋଗ୍ୟ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ…

ଉତ୍କର୍ଷତା ଓ ସର୍ବାଧିକ ଦୀର୍ଘ ସଡକ ନିର୍ମାଣ ପାଇଁ ବିଭାଗ ଜାତୀୟ ସ୍ତରରେ ପୁରସ୍କୃତ, ସଡକ କ୍ଷେତ୍ରରେ ୧,୦୩,୭୩୧ କିମି…

୧୮୧୬୧ ଟି ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗ  ଗ୍ରାମାଞ୍ଚଳରେ କୋଠାବାଡି ଭିତ୍ତିଭୂମିର ବିକାଶ ପରବର୍ତ୍ତି ୫ ବର୍ଷରେ ୧୫୦୦ ସେତୁ ଓ ୧୫,୦୦୦ କିମି ରାସ୍ତା ନିର୍ମାଣର ଲକ୍ଷ୍ୟ ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷର ଗ୍ରାମ୍ୟ ଉନ୍ନୟନ ବିଭାଗର ସଫଳତା ଏବଂ ନିର୍ବାଚନ…

ଏହି ଫେମସ୍ ସିଙ୍ଗରଙ୍କ ଭାଇ ପ୍ରେମରେ ପଡ଼ିଛନ୍ତି ସ୍ମୃତି ମାନ୍ଧାନା! ଜାଣନ୍ତୁ ପୂରା ଖବର

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ସବୁବେଳେ ନିଜର ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଖବର ଆସିଛି ଯେ, ସ୍ମୃତି ମାନ୍ଧାନା ଫେମସ୍ ସିଙ୍ଗର ପଲକ ମୁଛଲଙ୍କ ଭାଇକୁ ଡେଟ୍ କରୁଛନ୍ତି । କିଛି ଛପି…

ଜିଲ୍ଲାପାଳଙ୍କ କାରକୁ ଧକ୍କା ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା ବାଲି ବାଝେଇ ଟ୍ରକ ଚାଳକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବୀଡ଼ ଜିଲ୍ଲାର ଗେବରାଇ ତହସିଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲି ବୋଝେଇ ଟ୍ରକ ଚାଳକ ବୀଡ଼ ଜିଲ୍ଲାପାଳଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବାର ଖବର ମିଳିଛି। ବୀଡ଼ ଜିଲ୍ଲାପାଳଙ୍କ ନାମ ଦୀପା ମୁଧୋଲ-ମୁଣ୍ଡେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବୀଡ଼…

ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ, ହସ୍ପିଟାଲରେ ୯୮ ଜଣ ପିଲା

ବିହାର: ସ୍କୁଲରେ ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ମଧ୍ୟାହ୍ନ ଭୋଜନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରୁ ମିଳିଛି ଗୋଟିଏ ମଲା ସାପ। ଏହାକୁ ଖାଇ ୯୮ ଜଣ ସ୍କୁଲ ପିଲା ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିହାରର ଅରରିଆ ଜିଲ୍ଲା ଅନ୍ତର୍ଗତ ଅମୌନା ଠାରେ…

ନୂଆ ସଂସଦରେ ଓଡ଼ିଶା ଛାପ: କର୍ମଦ୍ବାରରେ ସ୍ଥାନ ପାଇଛି ‘କୋଣାର୍କ ଚକ୍ର’

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ସ୍ଥାନ ପାଇଛି ଓଡ଼ିଶାର କଳାକୃତି। ସଂସଦର ୩ ଦ୍ବାର ମଧ୍ୟରୁ ଗୋଟିଏ ଦ୍ବାରରେ ଐତିହାସିକ କୋଣାର୍କ ଚକ୍ର ସ୍ଥାନିତ ହୋଇଛି। ସଂସଦ ଭବନର କର୍ମଦ୍ବାରରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ର ସ୍ଥାନିତ କରାଯାଇଛି। କର୍ମଦ୍ବାରରେ ସର୍ଦ୍ଦାର ପଟେଲ ଓ…

ଦେଶକୁ ମିଳିଲା ନୂଆ ସଂସଦ ଭବନ

ନୂଆଦିଲ୍ଲୀ : ଦେଶକୁ ଆଜି ନୂଆ ସଂସଦ ଭବନ ମିଳିଛି। ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ବୈଦିକ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ନୂଆ ଭବନର ଲୋକସଭା ଚାମ୍ବରରେ ଐତିହାସିକ ରାଜଦଣ୍ଡ ସେଙ୍ଗୋଲ ସ୍ଥାପନ ସହ…

ଦୀପ ଗ୍ରେସଙ୍କ ଗୋଲ୍‌ରେ ଜିତିଲା ଭାରତ: ଅଷ୍ଟ୍ରେଲିଆ ଗସ୍ତ ଶେଷ

ଆଡିଲେଡ୍‌ : ଭାରତୀୟ ମହିଳା ହକି ଦଳ ବିଜୟ ସହ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛି। ଏହି ଗସ୍ତରେ ଅଷ୍ଟ୍ରେଲିଆ ବରିଷ୍ଠ ଦଳ ବିପକ୍ଷରେ ୩ ମ୍ୟାଚ୍‌ ଖେଳି ୨ ପରାଜୟ ଓ ଗୋଟିଏ ଅମୀମାଂସିତ ରଖିଥିଲା। ଏହା‌ପରେ ଅଷ୍ଟ୍ରେ‌ଲିଆ-ଏ ବିପକ୍ଷରେ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏଁ ପରାଜୟ ଓ ବିଜୟ…

ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସ୍ବରୂପ ଏକ ‘ଫଳକ’ ବା ‘ପ୍ଲେକ୍‌’ ଉନ୍ମୋଚନ କରିଛନ୍ତି। ସଂସଦରେ ସ୍ଥାପିତ ହେଲା…

ରାଜ୍ୟର ପ୍ରତିଷ୍ଠିତ ବରପୁତ୍ରମାନଙ୍କର ଜନ୍ମସ୍ଥାନକୁ ସ୍ମାରକୀ ଓ ସଂଗ୍ରହାଳୟରେ ପରିଣତ କରି ରାଜ୍ୟବାସୀଙ୍କୁ…

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ରଚିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ ପ୍ରବାସୀ ଓଡ଼ିଆଙ୍କ ନିମିତ୍ତ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଠାରେ ସ୍ମାରକୀ ଓ ସଂଗ୍ରହାଳୟ ସ୍ଥାପନ…