Breaking News

ନୂଆ ନୂଆ ଉତ୍ପାଦ ଲୋକାର୍ପଣ କରିବାଠାରୁ ଆରମ୍ଭ କରି ପୁଞ୍ଜିନିବେଶକୁ ଆକର୍ଷିତ କରିବା ପର୍ଯ୍ୟନ୍ତ, ଓଡ଼ିଶାର ପର୍ଯ୍ୟଟନ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପର୍ଯ୍ୟଟନ ବିଭାଗର ବିଗତ ୪ ବର୍ଷର ବିଭିନ୍ନ ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ଏବଂ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ବାବଦରେ ସମୀକ୍ଷା କରିଥିଲେ । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ  ଅଶ୍ୱିନୀ କୁମାର ପାତ୍ର…

ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ: ୨୦୨୩ ଶେଷ ସୁଦ୍ଧା ଆରମ୍ଭ ହେବ ନିର୍ମାଣ କାମ

ଭୁବନେଶ୍ଵର: ଭୁବନେଶ୍ଵରରେ ୨୦୨୩ ମସିହା ଶେଷ ସୁଦ୍ଧା ମେଟ୍ରୋ ନିର୍ମାଣ କାମ ଆରମ୍ଭ ହେବ। ଏହି ମେଟ୍ରୋ ଚଳାଚଳ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ସହାୟତାରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରାଯାଉଛି। ଏନେଇ  ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ…

ମଲରେ ଚାଲିଥିଲା ‘ଦେହ ବେପାର’, ଖରାପ କାମ କରୁଥିବା ବେଳେ ୧୦୦ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦର ପାସିଫିକ୍ ମଲ୍ ଭିତରେ ଥିବା ଆଠଟି ସ୍ପା ସେଣ୍ଟର ନାମରେ ଦେହ ବେପାର ମାମଲାରେ ପ୍ରାୟ ୧୦୦ ଜଣଙ୍କୁ ଗିରଫ କରାଯିବା ପରେ ପୋଲିସ ବର୍ତ୍ତମାନ ଏହି ସେଣ୍ଟରଗୁଡିକର ଫେରାର ଅପରେଟର ଏବଂ ମ୍ୟାନେଜର ଉପରେ ୨୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛି । ବୁଧବାର ସନ୍ଧ୍ୟାରେ…

ଉଦୟପୁରରେ ହେବ ପରିଣୀତି-ରାଘବଙ୍କ ବିବାହ!

ଉଦୟପୁର: ଖୁବଶୀଘ୍ର ବାଜିବ ଶାହାନାଇ। ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିକଟରେ ନିର୍ବନ୍ଧ ହୋଇଥିଲା। ଏଥିରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ। ତେବେ ଆଜି ଆଉ ଏକ ଖବର ବି-ଟାଉନରୁ ଆସିଛି। ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଡ୍ଡାଙ୍କ ବିବାହ ରାଜସ୍ଥାନର…

ଦେଶରେ ପ୍ରଥମ : କ୍ଲୋନିଂ ପଦ୍ଧତିରେ ଜନ୍ମ ହୋଇ ପୂରା ସୁସ୍ଥ ଅଛି ବାଛୁରୀ ‘ଗଙ୍ଗା’

ନୂଆଦିଲ୍ଲୀ : ଦୁନିଆରେ ପ୍ରତ୍ୟେକ ଜୀବର ଜନ୍ମ ସ୍ୱତନ୍ତ୍ର। କିନ୍ତୁ  ଏହି ବର୍ଷ ମାର୍ଚ୍ଚ ୧୬ ତାରିଖରେ ଜନ୍ମିତ ବାଛୁରୀ ‘ଗଙ୍ଗା’ ର ଜନ୍ମ ସଂପୂର୍ଣ୍ଣ ଭାବେ ଭିନ୍ନ । ଗଙ୍ଗା ହେଉଛି ଭାରତର ପ୍ରଥମ କ୍ଲୋନଡ୍ ଗାଈ ବା କ୍ଲୋନିଂ ପଦ୍ଧତିରେ ଜନ୍ମିତ ଗାଈ। ଗଙ୍ଗା ହରିୟାଣାର କର୍ଣ୍ଣାଲରେ ଥିବା…

ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ରୁପା ଛାଉଣୀ ହେବ ସିଂହଦ୍ୱାର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ରୁପା ଛାଉଣୀ କରାଯିବ ମରାମତି ହେବ । ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ବୋଲି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଉଭୟ କାର୍ୟ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ…

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ରଗ୍‌ବୀରେ କିଟ୍‌କୁ ସ୍ବର୍ଣ୍ଣ, ରୌପ୍ୟ

ଭୁବନେଶ୍ୱର : ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଭାରତୀୟ ବିଶ୍ବବିଦ୍ୟାଳୟ ସଂଘର ମିଳିତ ସହଯୋଗରେ ଉତ୍ତରପ୍ରଦେଶରେ ଚାଲିଥିବା ତୃତୀୟ ଖେଲୋ ଇଣ୍ଡିଆ​‌ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ ବିଶ୍ବବିଦ୍ୟାଳୟ ରଗ୍‌ବୀରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛି। କିଟ୍‌ ମହିଳା ରଗ୍‌ବୀ ଦଳ ସ୍ବର୍ଣ୍ଣ…

କାଲି ନୂଆ ସଂସଦ ପ୍ରତିଷ୍ଠା ହେବ, ଆଜି ରାଜଦଣ୍ଡ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରବିବାର ସନ୍ଧ୍ୟାରେ ନୂତନ ସଂସଦ ଭବନ ଉଦଘାଟନ ପୂର୍ବ ସଂଧ୍ୟାରେ ତାମିଲନାଡୁର ରୁବଦୁଥୁରାଇ ଆଧୀନମ (ମଠ)ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଐତିହାସିକ ରାଜଦଣ୍ଡ ‘ସଙ୍ଗୋଲ’କୁ ହସ୍ତାନ୍ତର କରାଯାଇଛି। ଏହା କାଲି ନୂତନ ସଂସଦ ଭବନରେ ସ୍ଥାପିତ ହେବ। ମଠର ମୁଖ୍ୟ ପୁରୋହିତ…

ପୁନରୁଦ୍ଧାର ହେବ ଗଙ୍ଗୁଆ ନାଳ, ରିପୋର୍ଟ ତଲବ କଲା ଜଳସମ୍ପଦ ବିଭାଗ

ଭୁବନେଶ୍ବର: ସହରରୁ ବର୍ଷା ଜଳ ନିଷ୍କାସନ କରିବାରେ ପ୍ରମୁଖ ଭୂମିକା ନିଭାଉଥିବା ଗଙ୍ଗୁଆ ଏବେ ଜବରଦଖଲ ହେବାରେ ଲାଗିଛି। ଫଳରେ ବର୍ଷାଜଳ ନିଷ୍କାସିତ ହୋଇପାରୁ ନାହିଁ। ଯେଉଁଥିପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷକରି ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଅଞ୍ଚଳ ବାସିନ୍ଦାଙ୍କ ସମେତ କେତେକ ତଳି…

ତାତିରୁ ମିଳିବ ଆଶ୍ୱସ୍ତି ! ଆଗାମୀ ୩ ଦିନ କମ୍ ରହିବ ତାପମାତ୍ରା

ଭୁବନେଶ୍ୱର: ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆଗାମୀ ୩ ଦିନ ପାଇଁ ଦିନ ତାପମାତ୍ରା କିଛି କିଛି ସ୍ଥାନରେ ସାମାନ୍ୟ କମିବ । ଆଭ୍ୟନ୍ତରିଣୀ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ପାଖାପାଖି ଛୁଇଁପାରେ । ଉପକୂଳ ସହ ଆଭ୍ୟନ୍ତରିଣ ଓଡ଼ିଶାର କିଛି କିଛି…