Breaking News

ଚାଞ୍ଚଲ୍ୟ: ପଥରରେ ଛେଚି ମହିଳାଙ୍କୁ ମାରିବା ପରେ ତାଙ୍କ ମାଂସ ଖାଇଲା ଯୁବକ

ମୁମ୍ବାଇ: ରାଜସ୍ଥାନର ପାଲି ଜିଲ୍ଲାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସରଘନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଛେଳି ଚରାଇବା ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ ପଥରରେ ଛେଚି ଜଣେ ଯୁବକ ମାରିଦେଇଥିଲା। ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କି…

ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୨୩ ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ

ଭୁବନେଶ୍ୱର: ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୨୩ ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ସରକାରୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲା । ମାତ୍ର ସେମାନେ ଏହାର କୌଣସି ସୂଚନା ଦେଇ ନଥିଲେ ।…

ଖୋର୍ଦ୍ଧା ଜିଲାରୁ ଅଷ୍ଟମ ଶତାବ୍ଦୀ ପ୍ରାଚୀନ ବୌଦ୍ଧ ମୂର୍ତ୍ତି ଉଦ୍ଧାର, ନୂଆ ଇତିହାସ ଉନ୍ମୋଚନ ସମ୍ଭାବନା

ଭୁବନେଶ୍ବର: ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକସ୍ଥିତ ଲେଣ୍ଡ ଗ୍ରାମରୁ ଏକ ମୁଣ୍ଡ ବିହୀନ ବୁଦ୍ଧମୂର୍ତ୍ତି ଓ ପଥର ନିର୍ମିତ ୨ଟି ଆଙ୍କୋର ଉଦ୍ଧାର କରାଯାଇଛି। ଏହି ମୂର୍ତ୍ତି କାରୁକାର୍ଯ୍ୟ ଶୈଳୀକୁ ଅନୁଧ୍ୟାନ ପରେ ଏହା ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ସୁଶାନ୍ତ କୁମାର…

ମୋଦୀ ସରକାରଙ୍କୁ ୯ବର୍ଷ: ୯ବର୍ଷରେ ୯ଟି ବଡ଼ ଫଇସଲା

ନୂଆଦିଲ୍ଲୀ : ମେ ୨୬ ତାରିଖ । ଠିକ ଆଜି ଦିନରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବିପୁଳ ବହୁମତ ସହ ବିଜେପି ସରକାର ଗଠନ କରିବା ସହ ପ୍ରଧାନମନ୍ତ୍ରୀ ହୋଇଥିଲେ ମୋଦୀ । ଚଳିତବର୍ଷ ମୋଦୀ ସରକାର କାର୍ଯ୍ୟକାଳକୁ…

ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା; ମନ୍ଦିରକୁ ପ୍ରବେଶ କଲେ ଦେବଦମ୍ପତି

ନାଚ ଗୀତରେ ଦୁଲୁକୁଛି ସାରା ସହର । ରାଜରାସ୍ତାରେ ପାରମ୍ପରିକ ସହ ଆଧୁନିକ ନୃତ୍ୟ ପରିବେଷଣ କରୁଛନ୍ତି ଶହ ଶହ କଳାକାର । ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଅବସରରେ ସମ୍ବଲପୁରରେ ଦେଖିବାକୁ ଦେଖିବାକୁ ମିଳିଛି ଓଡ଼ିଶା ସହ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଓ ଲୋକଗୀତର ସମ୍ଭାର ।

ଅଭିଯୁକ୍ତ ଗୋପାଳ କେବଳ ବ୍ୟକ୍ତିଗତ ଆକ୍ରୋଶ ପାଇଁ ନବଙ୍କୁ ହତ୍ୟା କରିଥିବା ଚାର୍ଜସିଟରେ ଉଲ୍ଲେଖ କରିଛି…

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ମାମଲାର ତଦନ୍ତକାରୀ ଅଧିକାରୀ ଡିଏସପି ରମେଶ ଦୋରା ପହଞ୍ଚି ଜେଏମଏଫସିଙ୍କ ନିକଟରେ ଚାର୍ଜସିଟ ଦାଖଲ କରିଛନ୍ତି। ସେହି ସମୟରେ ସଦର ଏସଡିପିଓ…

କର୍ମଚାରୀ ଅଭାବରୁ ଫୁଲବାଣୀ ଓ ଘୁ.ଉଦୟଗିରିରେ ଥିବା ସୂଚନା କେନ୍ଦ୍ର ଓ ପାଠାଗାର ସମ୍ପୂର୍ଣ୍ଣ ବନ୍ଦ

ଫୁଲବାଣୀ: ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ପାଠାଗାର କମିଟି ପକ୍ଷରୁ କନ୍ଧମାଳ ଜିଲା ଅଧ୍ୟୟନ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩୦ ଜଣ ସଦସ୍ୟ ସଦସ୍ୟା ବିଶିଷ୍ଟ ବିଧାନସଭା ପାଠାଗାର କମିଟି ଦାରିଙ୍ଗିବାଡ଼ି ଓ ତା’ର ପାଖାପାଖି କିଛି ପର୍ଯ୍ୟଟନ ଆକର୍ଷଣୀୟ…

ଚିଲିକାର ପୂର୍ବ ଉପକୂଳରେ ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନ: ଖପରାରେ ତୃତୀୟ ଶତାବ୍ଦୀର ବ୍ରାହ୍ମୀ ଲିପି

ପୁରୀ : ଚିଲିକାର ପୂର୍ବ ଉପକୂଳରେ ତୃତୀୟ ଶତାବ୍ଦୀର ବୃହତ୍‌ ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନ ମିଳିଛି। ପୁରୀ ଜିଲ୍ଲା କଣାସ ବ୍ଲକ୍‌ ଦେଇପୁର ପଞ୍ଚାୟତ ଅନ୍ତର୍ଗତ ତେଲେଙ୍ଗାପଡ଼ା ଗ୍ରାମ ସିଦ୍ଧପଡ଼ା ଡିହ ଚିଲିକା କୂଳରୁ ମାତ୍ର ୮୦ ମିଟର ଦୂର। ଏଠାରେ ପ୍ରତ୍ନତାତ୍ତ୍ବିକ ସ୍ଥଳଟି ଏକ ବିଶାଳକାୟ…

ପୂର୍ବ ଢାଞ୍ଚାରେ ହେବ ମାଟ୍ରିକ, ବର୍ଷ ‌ଶେଷକୁ ଗୋଟିଏ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ଦ୍ବାରା ପରିଚାଳିତ ୨୦୨୪ର ମାଟ୍ରିକ୍ ପରୀକ୍ଷା ପୂର୍ବ ଢ଼ାଞ୍ଚା ଅନୁସାରେ ଅନୁଷ୍ଠିତ ହେବ। ଗଲା ଦୁଇ ବ‌ର୍ଷ ଧରି ଚାଲିଥିବା ବାର୍ଷିକ ଦୁଇଟି ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍‌ଏ-୧ ଓ ଏସ୍‌ଏ-୨) ପରୀକ୍ଷାକୁ ପରିବର୍ତ୍ତନ କରି ବର୍ଷ ‌ଶେଷକୁ ଗୋଟିଏ…

କନ୍ଧମାଳରେ ପୁଲିସ ଓ ମାଓବାଦୀ ଗୁଳିବିନିମୟ ଜାରି, ମିଳିଲାଣି ବିପୁଳ ମାଓ ସାମଗ୍ରୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଏବଂ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଢ଼ାନଈର ଦକ୍ଷିଣ ସଂରକ୍ଷଣ ସିନ୍ଧିପଙ୍ଖାଲ ଜଙ୍ଗଲରେ ଗତ ଦୁଇଦିନ ଧରି ମାଓବାଦୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା, ଗୁଳି ବିନିମୟ ଜାରି ରହିଛି। କମ୍ବିଂ ଅପରେସନ୍‌ରେ ପୁଲିସ ଏକାଧିକ ମାଓ କ୍ୟାମ୍ପ୍‌ ଧ୍ବଂସ କରିବା ସହିତ…