Breaking News

ତେଜରାତି ଦୋକାନରୁ ଚୋରି ପରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ସୋର: ସିଙ୍ଗାଖୁଣ୍ଟା ବଜାରରେ ଥୁବା ଏକ ତେଜରାତି ଦୋକାନରୁ ଚୋରି କରିବା ପରେ ଦୋକାନରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡ଼ିହା ଗ୍ରାମର ଉପେନ୍ଦ୍ର ଦୀକ୍ଷିତ ଦୀର୍ଘଦିନ ଧରି ଏହି ବଜାରରେ ଏକ ବଡ଼ ତେଜରାତି ଓ ଭେରାଇଟି ଷ୍ଟୋର କରିଛନ୍ତି। ପ୍ରତିଦିନ ଭଳି ଗତକାଲି…

ହସ୍ପିଟାଲରୁ ଲାପ୍‌ଟପ୍‌ ଚୋରି: ଏନ୍‌ଟିପିସି ମେଡିକାଲ କଲେଜ ମ୍ୟାନେଜର ଗିରଫ

ରାଉରକେଲା: ଲାପ୍‌ଟପ୍‌ ଚୋରି ଘଟଣାରେ ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ମ୍ୟାନେଜର ରଶ୍ମିରଞ୍ଜନ ସାହୁଙ୍କୁ ଛତିଶଗଡ଼ର ରାୟପୁର ପୁଲିସ ଗିରଫ କରିଛି। ରାୟପୁର ପୁଲିସଟିମ୍‌ ସୁନ୍ଦରଗଡ଼ ଟାଉନ ପୁଲିସ ସହାୟତାରେ ମେଡିକାଲ ପରିସରରୁ ରଶ୍ମିରଞ୍ଜନକୁ ଉଠାଇ ନେଇଥିଲା। ଗତକାଲି…

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ: ମୃତକଙ୍କ ପରିବାର ପକ୍ଷରୁ ସହାୟତା ଦାବି

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରୁ ଧାନ ଆଣୁଥିବା ବେଳେ ଓଡ଼ି ୨୬ ଇ ୪୫୯୦ ଟ୍ରାକ୍ଟର ଓଲଟି…

ଆଇଏନ୍‌ଏସ୍‌ ଅରିଘାତରୁ ପରମାଣୁ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଆଜି ୩୫୦୦ କିମି ‌ରେଞ୍ଜ୍‌ର ଏକ ପରମାଣୁ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର କେ-୪ର ସଫଳ ପରୀକ୍ଷଣ କରିଛି। ନିକଟରେ ନୌସେନାରେ ସାମିଲ ହୋଇଥିବା ଆଇଏନ୍‌ଏସ୍‌ ଅରିଘାତରୁ ଏହି ସଫଳ ପରୀକ୍ଷଣ କରାଯାଇଛି। ବଙ୍ଗୋପ ସାଗରରେ ହୋଇଥିବା ଉକ୍ତ ପରୀକ୍ଷଣ…

ଅପହୃତ ବାଳକ ୩୦ ବର୍ଷ ପରେ ପରିବାରକୁ ଫେରିଲା, ରାନସମ କଲ୍, ନୀରବତା ଓ ଚମତ୍କାର

ନଏଡା: ଭାଗ୍ୟର ଖେଳ କାହାକୁ ଜଣା ନ ଥାଏ। ୧୯୯୩ରେ ନଏଡାରୁ ଅପହୃତ ଜଣେ ବାଳକ କ୍ରୀତଦାସ ଭାବେ ୩୦ ବର୍ଷ ଧରି ପଶୁ ଚରାଇବା ପରେ ଜଣେ ବ୍ୟବସାୟୀଙ୍କ ଦ୍ବାରା ଉଦ୍ଧାର ହୋଇ ପରିବାରକୁ ଫେରିପାରିଛନ୍ତି। ଏକ ଚମତ୍କାର ଯୋଗୁଁ ଭୀମ ସିଂହ ଏବେ ଘରେ ଅଛନ୍ତି। ଦୁର୍ଗମ ଜୈସଲମେର ଗାଁର ଏକ ପଶୁ ଫାର୍ମରେ…

ଇସ୍କନ’କୁ ନିଷିଦ୍ଧ କରିବାକୁ ମନାକଲେ ଢାକା ହାଇକୋର୍ଟ

ଢାକା: ବାଂଲାଦେଶରେ ଇସ୍କନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଢାକା ହାଇକୋର୍ଟ ଗୁରୁବାର ନିଜ ପକ୍ଷରୁ ଏକ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ସୁପ୍ରିମ୍‌କୋର୍ଟର ଓକିଲ ମହମ୍ମଦ ମୋନିର ଉଦ୍ଦିନ ଇସ୍କନର କାର୍ଯ୍ୟକଳାପ ସମ୍ପର୍କରେ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଦାଖଲ କରି…

ପାକିସ୍ତାନରେ ସାମ୍ପ୍ରଦାୟିକ ହିଂସା ଥମୁନି: ମୃତ୍ୟୁସଂଖ୍ୟା ୧୧୦ ଛୁଇଁଲା

ଇସଲାମାବାଦ: ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମରେ ଦୁଇ ସଂପ୍ରଦାୟ ମଧ୍ୟରେ ଅସ୍ତ୍ରବିରତି ସତ୍ତ୍ୱେ ସୁନ୍ନି ଓ ସିଆ ସମ୍ପ୍ରଦାୟ ମଧ୍ୟରେ ବିକ୍ଷିପ୍ତ ସଂଘର୍ଷ ଜାରି ରହିଥିବାରୁ ସପ୍ତାହକ ମଧ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ଆଫଗାନିସ୍ତାନ ସୀମାରେ…

ଅମିତ ଶାହଙ୍କ ବାସଭବନରେ ମହାୟୁତି ନେତାଙ୍କ ବୈଠକ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତିର ବିପୁଳ ବିଜୟ ସତ୍ତ୍ବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସସ୍‌ପେନ୍ସ ଜାରି ରହିଛି। ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଆଜି ରାତିରେ ଦିଲ୍ଲୀରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ, ଶିବସେନା ନେତା ଏକନାଥ ସିନ୍ଦେ ଏବଂ…

ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା: ପ୍ରଥମ ଥର ପାଇଁ ପୂରା ଗାନ୍ଧୀ ପରିବାର ସଂସଦରେ

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି। କେରଳର କସାବୁ ଶାଢ଼ି ପିନ୍ଧି ୫୨ ବର୍ଷୀୟା ପ୍ରିୟଙ୍କା ଆଜି ହାତରେ ସମ୍ବିଧାନର ଏକ କପି ଧରି ୱାୟନାଡ଼ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଲୋକସଭାରେ ଆଜି ପ୍ରିୟଙ୍କାଙ୍କ ସହ…

ଶପଥ ନେଲେ ହେମନ୍ତ ସୋରେନ

ରାଞ୍ଚି: ଜେଏମଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ସୁପ୍ରିମୋ ହେମନ୍ତ ସୋରେନ ଆଜି ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ହେଉଛନ୍ତି ଖଣିଜ ସଂପଦଭରା ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ। ରାଞ୍ଚିର ମୋରାଦାବାଦ ଗ୍ରାଉଣ୍ଡ‌ରେ ଆଜି ଶପଥ ଗ୍ରହଣ ଉତ୍ସବ…