Breaking News

ଅଜମେର ଦରଘାରେ ହିନ୍ଦୁ ମନ୍ଦିର ଥିବା ଦାବି: କେନ୍ଦ୍ର, ଏଏସ୍‌ଆଇକୁ ନୋଟିସ୍‌ କଲେ କୋର୍ଟ

ନୂଆଦିଲ୍ଲୀ: ଅଜମେର ଶରିଫ ଦରଘାରେ ଶିବ ମନ୍ଦିର ଥିବା ଦାବି କରି ଅଜମେର କୋର୍ଟରେ ହୋଇଥିବା ଏକ ଆବେଦନକୁ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ଉକ୍ତ ମାମଲାରେ ୩ ପକ୍ଷଙ୍କୁ ନୋଟିସ୍‌ କରିଛନ୍ତି। କୋର୍ଟ ଅଜମେର ଦରଘା କମିଟି, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାାଳୟ ଏବଂ ଏଏସ୍‌ଆଇକୁ…

ବାଂଲାଦେଶରେ ହିନ୍ଦୁ ସାଧୁଙ୍କ ଗିରଫଦାରୀ ପ୍ରସଙ୍ଗ: ଅରାଜକତା ବନ୍ଦ ପାଇଁ ହସିନାଙ୍କ ଆହ୍ବାନ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ନେଇ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମୁହଁ ଖୋଲିଛନ୍ତି। ବାଂଲାଦେଶରେ ହିଂସାତ୍ମକ ଛାତ୍ର ଆନ୍ଦୋଳନ ଯୋଗୁଁ କ୍ଷମତାଚ୍ୟୁତ ହୋଇ ଭାରତର ଶରଣରେ ଥିବା ହସିନା କହିଛନ୍ତି ଚିତ୍ତଗୋଙ୍ଗରେ ଜଣେ ଆଇନଜୀବୀଙ୍କୁ ହତ୍ୟା ଏବଂ ହିନ୍ଦୁ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଦାୟିତ୍ବରେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ସମ୍ପୃକ୍ତ ଥିବା ଜଣେ ମହିଳା ଏସ୍ ପିଜି କମାଣ୍ଡୋଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ନେଇ ଅନ୍‌ଲାଇନରେ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପ୍ରଥମ ଥର ପାଇଁ ଜଣେ…

ମୁଁ ମୋଦି ସରକାରଙ୍କ ସହ ଅଛି, କାହିଁକି ଏମିତି କହିଲେ ମମତା

କୋଲକାତା,୨୮।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାନସଭାରେ କହିଛନ୍ତି ଯେ ମୁଁ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଅଛି। ମମତା କହିଛନ୍ତି ଯେ ମୋର ସରକାରଙ୍କ ନୀତି ହେଉଛି ଯେ ଯେତେବେଳେ ଅନ୍ୟ ଦେଶ କଥା ଆସେ, ଆମେ…

ସରକାର ନ ହେଉଣୁ ସୋରେନ-ରାହୁଲଙ୍କ ମଧ୍ୟରେ ଫାଟ, କ୍ୟାବିନେଟରେ ମିଳିବନି ସ୍ଥାନ!

ରାଞ୍ଚି,୨୮।୧୧: ଝାଡଖଣ୍ଡରେ ଆଜି ଶପଥ ନେବେ ହେମନ୍ତ ସୋରେନ। ଏନେଇ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଏବେ ତାଙ୍କ ମନ୍ତ୍ରୀମଣ୍ଡଳ ନେଇ ପ୍ରାନ ଉଠୁଛି। ଏନେଇ କୌଣସି ସୂଚନା ମିଳି ନଥିବାବେଳେ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ କିଏ କିଏ ରହିବେ ତାକୁ ନେଇ…

କୁନୋ ଜାତୀୟ ପାର୍କରେ ପୁଣି ଆଖିବୁଜିଲେ ୨ ଚିତା

ଭୋପାଳ,୨୮।୧୧: ମଧ୍ୟପ୍ରଦେଶର ଶୋପୁର ଜିଲାର କୁନୋ ଜାତୀୟ ପାର୍କରେ ଆଫ୍ରିକୀୟ ଚିତା ନିର୍ବାର ୨ ଶାବକଙ୍କ ମୃତଦେହ ମିଳିଛି। ଉଭୟ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା। ଚିତା ନିର୍ବା ନିଜ ଗୁମ୍ଫାଠାରୁ ବହୁତ ଦୂରରେ ବୋଲି ବନ ବିଭାଗ ସୂଚନା ପାଇଥିଲା। ଯେତେବେଳେ ବନ ବିଭାଗ ଟିମ୍‌ ଏହା…

‘ସିଂହୀ ସଂସଦ ଆସିଗଲେ…,’ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପୋଷ୍ଟ କରି ଫସିଗଲେ ସଞ୍ଜୟ

ନୂଆଦିଲ୍ଲୀ,୨୮।୧୧: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗୁରୁବାର ସଂସଦରେ ଏମପି ଭାବରେ ଶପଥ ଗ୍ରହଣ କରିଛନ୍ତି। କେରଳର ୱାୟାନାଡର ଏମପି ଭାବରେ ସଂସଦରେ ଶପଥ ଗ୍ରହଣ କରିବା ପରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଶ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ…

ଗିରଫ ହେଲେ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା

ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଆଜି ଗିରଫ ହୋଇଛନ୍ତି। ଖଣି ଅଧିକାରୀ ଶ୍ରୀ ହେତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଗତକାଲି ଶ୍ରୀ…

ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୧ ଛାତ୍ରଛାତ୍ରୀ ଅସୁସ୍ଥ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଡ଼ିମିରିସେଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସ ପାଇଁ…

ପ୍ରେମିକ ସହ କଥା ହେବାରେ ଅସୁବିଧା ହେବାରୁ ଝିଅକୁ ଛାତରୁ ତଳକୁ ଠେଲି ଦେଲା ମା’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମିକା ସହିତ କଥା ହେଉଥିବା ବେଳେ ଶିଶୁ ହଇରାଣ କରିବାରୁ ସେ ତାକୁ ଛାତରୁ ତଳକୁ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ମା’କୁ ପୁଲିସ ଗିରଫ କରି ନେଇଛି।…