Breaking News

ରୟାଲ୍‌ ଏନ୍‌ଫିଲ୍‌ଡର ଗୋନ୍‌ କ୍ଲାସିକ୍‌ ୩୫୦

ଏବେ ଓଡ଼ିଶା ବଜାରରେ ପ୍ରବେଶ କରିଛି ରୟାଲ୍‌ ଏନ୍‌ଫିଲ୍‌ଡର ଗୋନ୍‌ କ୍ଲାସିକ୍‌ ୩୫୦। ଏହାର ପ୍ରାରମ୍ଭିକ ମୂଲ୍ୟ ୨,୩୫,୦୦ ଟଙ୍କା (ଏକ୍ସ ସୋ’ରୁମ୍‌) ରହିଛି। ଏଥିରେ ୩୪୯ ସିସିର ୪ ‌େଷ୍ଟ୍ରାକ୍‌ ଏୟାର୍‌କୁଲ୍‌ଡ ସିଙ୍ଗଲ୍‌ ସିଲିଣ୍ଡର୍‌ ଇଞ୍ଜିନ୍‌ ଥିବାବେଳେ ଏହାର ତେଲଟାଙ୍କି ଧାରଣ କ୍ଷମତା…

ଏହି ତାରିଖରେ ରିଲିଜ୍ ହେବ ସଲମାନ ଓ କରିସ୍ମାଙ୍କ ଅଭିନୀତ ଫିଲ୍ମ ବିବି ନଂ-୧

ମୁମ୍ବାଇ: ଗତ କିଛି ମାସ ହେଲାଣି ପୁରୁଣା ଚଳଚ୍ଚିତ୍ରଗୁଡ଼ିକୁ ପୁନଃ ରିଲିଜ୍ କରିବାର ଧାରା ଆରମ୍ଭ ହୋଇଛି | ଶାହରୁଖ ଖାନ, ରଣବୀର କପୁରଙ୍କ ସମେତ ଅନେକ ତାରକାଙ୍କ ପୁରୁଣା ହିଟ୍ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପୁନଃ ରିଲିଜ୍ ହୋଇସାରିଛି, ଯାହା ଦର୍ଶକଙ୍କୁ ପୁଣି ଥରେ ମନୋରଞ୍ଜନ କରିଛି |…

ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ୫୦ଖଣ୍ଡ କରିଦେଲା ପ୍ରେମିକ

ଖୁଣ୍ଟି(ଝାଡ଼ଖଣ୍ଡ): ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ୫୦ଖଣ୍ଡ କରିଦେଲା ପ୍ରେମିକ। ଝାଡ଼ଖଣ୍ଡର ଖୁଣ୍ଟିରେ ଘଟିଛି ଏଭଳି ଘଟଣା। ପ୍ରେମିକା ସହ ଲିଭ୍-ଇନରେ ରହି ବି ଅନ୍ୟ ମହିଳାଙ୍କୁ ଲୁଚି ଲୁଚି ବିବାହ କରିଥିଲା ଅଭିଯୁକ୍ତ। ଏବିଷୟରେ ଜଣାପଡ଼ିଯିବା ଡରରେ ଜଙ୍ଗଲକୁ ନେଇ ଦୁଷ୍କର୍ମ…

‘ବଚ୍ଚନ’ ସରନେମ ହଟାଇଲେ ଐଶ୍ୱର୍ଯ୍ୟା, ରାଗିଗଲେ ଭାଉଜ, ଅଭିଷେକ ନେଲେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଛାଡପତ୍ରର ଗୁଜବ ମଧ୍ୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସରନେମ ‘ବଚ୍ଚନ’ ହଟାଇବାକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ ଐଶ୍ୱର୍ଯ୍ୟା ତାଙ୍କ ନାମରୁ ବଚ୍ଚନ ସରନେମ ହଟାଇ ଏକ ବଡ଼ ସୂଚନା ଦେଇଛନ୍ତି। ଏଥି ସହିତ ଆଉ କିଛି ପ୍ରଶଂସକ…

ବିଦେଶୀ ଆକ୍ରମଣ ଓ ସଂସ୍କୃତିରେ ପରିବର୍ତ୍ତନ

ଆସନ୍ତୁ ପ୍ରଥମେ ଦେଶାନ୍ତର ଗମନ ଏବଂ ଆକ୍ରମଣ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ଜାଣିବା। ଆକ୍ରମଣକାରୀ ସାଧାରଣତଃ ଏକ ସ୍ଥାନ ଉପରେ ଆକ୍ରମଣ କରି ଧନ ନିଜ ହାତକୁ ନେଇଯାଏ ଏବଂ ଲୋକମାନଙ୍କୁ କ୍ରୀତଦାସ ବୋଲି ବିଚାର କରେ। କୌଣସି ଏକ ଆକ୍ରମଣ ଦେଶର ସଂସ୍କୃତିକୁ ବଦଳାଇବା ସହ ଅର୍ଥନୈତିକ ତଥା…

ଗୁମୁରି କାନ୍ଦେ ପୁରୁଷ

ପ୍ରତିଦିନ ଗଣମାଧ୍ୟମରେ ନାରୀ ନିର୍ଯାତନା, ଦୁଷ୍କର୍ମ ଖବର ପ୍ରସାରିତ ହେଉଛି। ନିର୍ଯାତିତା ମହିଳାଙ୍କୁ ନ୍ୟାୟ ଦେବା ପରିପ୍ରେକ୍ଷୀରେ ଅନେକ ବ୍ୟକ୍ତି ଆନ୍ଦୋଳନ କରୁଛନ୍ତି। କେହି ନ୍ୟାୟ ପାଉଛନ୍ତି ଆଉ କେହି ନ୍ୟାୟ ନ ପାଇ ଚୁପ୍‌ ରହୁଛନ୍ତି। ତେଣୁ କୁହାଯାଏ, ଝିଅଟିଏ ହୋଇ ସମାଜରେ ତିଷ୍ଠିବା…

ପ୍ରକୃତିର ଦୁଇ ଅଂଶ

ପ୍ରକୃତି ମହାନ୍‌। ଏହାର ଗୌରବ, ଗରିମା ବିଶ୍ୱବିଦିତ। ଏ ମାଟିର ବାସ୍ନା, ଅସୀମ କାନ୍ତିମୟୀ ପ୍ରକୃତି ମଧ୍ୟରେ ବିଶ୍ୱନିୟନ୍ତାଙ୍କ ସନ୍ଧାନ, ଅରୂପର ମୋହାଚ୍ଛନ୍ନ ବାସ୍ତବ ଅନୁଭବ ହିଁ ମାନବ ଦର୍ଶନ-ତତ୍ତ୍ୱ ଦର୍ଶାଇଥାଏ। ସକଳ ବିଡ଼ମ୍ବନା ଓ ହତାଶ ମଧ୍ୟରେ ଆଶାବାଦ ଓ ଆନନ୍ଦବୋଧ ହିଁ ସକଳ…

ସୋଆ ୟୁନିଭର୍ସିଟିକୁ ‘ଫେମିନା ଆଚିଭର୍ସ ଇଷ୍ଟ ଆଓ୍ବାର୍ଡ’

ଭୁବନେଶ୍ୱର,୨୮।୧୧ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଶିକ୍ଷା ଓ ଅନୁସନ୍ଧାନ (ଏସ୍‌ଓଏ) ବା ସୋଆ ୟୁନିଭର୍ସିଟିକୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ‘ଫେମିନା ଆଚିଭର୍ସ ଇଷ୍ଟ ଆଓ୍ବାର୍ଡ-୨୦୨୪’ ରେ ସମ୍ମାନିତ କରାଯାଇଛି। ବିଶେଷ କରି ବିଶ୍ୱବିଦ୍ୟାଳୟ ଓ…

ରାଜ୍ୟ ବିଜୁଳି ଚାହିଦାର ୩୦% ପୂରଣ କରିଥାଏ ଓପିଜିସି

ଭୁବନେଶ୍ୱର,୨୮।୧୧:ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ ଲିମିଟେଡ୍‌ (ଓପିଜିସି) ଦ୍ୱାରା ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ବୁଧବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

ଟ୍ରେଣ୍ଡସ୍‌ର ‘ବ୍ଲାକ୍‌ ଫ୍ରାଇଡେ ସେଲ୍‌’:ମିଳିବ ଜବରଦସ୍ତ ଅଫର୍‌

ଭୁବନେଶ୍ୱର,୨୮।୧୧:ରିଲାଏନ୍ସ ଟ୍ରେଣ୍ଡସ୍‌ର ବହୁ ପ୍ରତୀକ୍ଷିତ ତଥା ଏକ୍ସକ୍ଲୁସିଭ ଡିସ୍‌କାଉଣ୍ଟ ଅଫର ‘ବ୍ଲାକ୍‌ ଫ୍ରାଇଡେ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ନଭେମ୍ବର ୨୮ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରିଲାଏନ୍ସ ଟ୍ରେଣ୍ଡସ୍‌ରେ ଉପଲବ୍ଧ। ଏହା…