Breaking News

ଐଶ୍ୱର୍ଯ୍ୟାଙ୍କୁ ଧନ୍ୟବାଦ ଦେଲେ ଅଭିଷେକ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏକ ସାକ୍ଷାତକାରରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଭିଷେକ କହିଛନ୍ତି, ଐଶ୍ୱର୍ଯ୍ୟା ମା’ ହେବା ପରେ ନିଜ କ୍ୟାରିୟରରେ ଅନେକ କିଛି ବଳିଦାନ…

କପି କରି ନୟନତାରା ହଟହଟା

ଚେନ୍ନାଇ:ଅଭିନେତ୍ରୀ ନୟନତାରା କପି କରି ହଟହଟା ହୋଇଛନ୍ତି। ଅଭିନେତା ଧନୁଷଙ୍କର ‘ୱଣ୍ଡରବାର ଫିଲ୍ମସ୍‌ ପ୍ରାଇଭେଟ ଲିମିଟେଡ୍‌’ ପକ୍ଷରୁ ବୁଧବାର ତାଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ତାମିଲ ଚଳଚ୍ଚିତ୍ର ‘ନାନୁମ୍‌ ରୋଡି ଧାନ୍‌’ର କିଛି ଭିଜୁଆଲକୁ ନୟନତାରା…

୧୫୦ ଦିନରେ ସରକାରର ମୂଳଦୁଆ ଦୁର୍ବଳ । ଏ ସରକାର କାହା ରିମୋର୍ଟରେ ଚାଲିଛି?

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ‘ଅରୁଣ’ ବାଣ । ଗୁରୁବାର ରାଜ୍ୟରେ ଗତ ୧୫୦ ଦିନ ଭିତରେ ଘଟିଯାଇଥିବା କ୍ରାଇମ୍ ରିପୋର୍ଟକୁ ଦେଖାଇ ସରକାରକୁ ଟାର୍ଗେଟ କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସିଧା ସିଧା ମୋହନ ସରକାରକୁ ତୀର ମାରିବା ସହ, ଅରୁଣ ସାହୁ କହିଛନ୍ତି ଯେ, ଏ ସରକାର ୧୦୦ ଦିନରେ…

ମହାନଦୀ ଜଳ ବିବାଦ; ଛତିଶଗଡ ସରକାର ସହ ଏଯାଏଁ କେବଳ ଅନୌପଚାରିକ ଆଲୋଚନା, ଏଯାଏଁ କରାଯାଇନି ଲିଖିତ ଦାବି ଉପସ୍ଥାପନ ।

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୌପଚାରିକ ସ୍ତରରେ କେବଳ ଆଲୋଚନା କରିଛନ୍ତି । ହେଲେ ଏହି ସମ୍ପର୍କରେ କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି…

ବଢିପାରେ ୱାକଫ୍ ସଂଶୋଧନ ବିଲ୍ ଉପରେ ସଂସଦର ଯୁଗ୍ମ କମିଟିର କାର୍ଯ୍ୟକାଳ । ଆଜି ବି ଗୃହରେ ଆଲୋଚନା ।

କନକ ବ୍ୟୁରୋ: ୱାକଫ୍ ସଂଶୋଧନ ବିଲ୍ ଉପରେ ସଂସଦର ଯୁଗ୍ମ କମିଟିର କାର୍ଯ୍ୟକାଳ ବଜେଟ୍ ଅଧିବେଶନର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଜେପିସି ବୈଠକରେ କମିଟିର ସଦସ୍ୟମାନଙ୍କ ତରଫରୁ ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କୁ ପରାମର୍ଶ ଦିଆଯାଇଥିଲା ଯେ, କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯାଉ…

ସସପେନ୍ସରେ ଲାଗିଲା ବ୍ରେକ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ରେସରୁ ଓହରିଲେ ଏକନାଥ ସିନ୍ଦେ

କନକ ବ୍ୟୁରୋ : ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ହେବା ଏକପ୍ରକାର ସ୍ପଷ୍ଟ। ମୁଖ୍ୟମନ୍ତ୍ରୀ ଚୟନରେ କୌଣସି ପ୍ରକାର ବାଧା ନୁହଁନ୍ତି ବୋଲି ଶିବସେନା ନେତା ଏକନାଥ ସିନ୍ଦେଙ୍କ ବୟାନ ପରେ ଦେବେନ୍ଦ୍ର ଫଡାନଭିସଙ୍କ ମୁଖ୍ୟମନ୍ତ୍ରୀ ଚୟନ ରାସ୍ତା ଖୋଲିଯାଇଛି।…

ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ ; ୧୩ ଡିଭିଜନରେ ହାତୀ ସଂଖ୍ୟା ଶୂନ୍

କନକ ବ୍ୟୁରୋ: ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ । ରିପୋର୍ଟ ଅନୁସାରେ, ରାଜ୍ୟରେ ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ । ମୋଟ୍ ୩୩୪ ଟି ବଡ଼ ଦନ୍ତା ହାତୀ, ୧୨ ଟି ବଡ଼ ମାଖନା ହାତୀ, ୬୭୮ ଟି ମାଇ ହାତୀ ଓ ୪୦୩ ଟି ହାତୀ ଛୁଆ ଅଛନ୍ତି ।…

ଶୂନ୍ୟକାଳରେ ଉଠିଲା ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ । ଚୋରି ଡକାୟତି ଭଳି ଅପରାଧିକ କାର୍ୟ୍ୟକଳାପ କରୁଛନ୍ତି ।

କନକ ବ୍ୟୁରୋ: ଶୀତ ଅଧିବେଶନର ତୃତୀୟ ଦିନ ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ସନାତନ ବିଜୁଳି । ବେଧଡ଼କ ଭାବେ ବାଂଲାଦେଶୀମାନେ ରାଜ୍ୟରେ ପ୍ରବେଶ କରୁଛନ୍ତି । ଏମାନେ ଏଠାକୁ ଆସି ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜମିସ୍ତ୍ରୀ ଓ କାଠ ମିସ୍ତ୍ରୀ…

ଅଭିଯୁକ୍ତ ଘର ଆଗରେ ମୃତଦେହ ; ୮ ମାସ ତଳେ ଯୁବତୀଙ୍କୁ ନେଇ ପଳାଇଥିଲା ଅଭିଯୁକ୍ତ

କନକ ବ୍ୟୁରୋ: ଅପହରଣ କରିଥିବା ଯୁବକଙ୍କ ଘର ଆଗରେ ପଡି ରହିଛି ନିଖୋଜ ନାବାଳିକାଙ୍କ ମୃତଦେହ । ଧାମନଗର ଥାନା ଅଧିନ ଚୁଡାକୁଟି ପଞ୍ଚାୟତର ସୋରିଷଡ଼ିହ ଗାଁରୁ ଆସିଲା ଏପରି ଘଟଣା ଦେଖିବାକୁ ମିଳିଛି । ୮ ମାସ ପୂର୍ବେ ଏହି ଗ୍ରାମର ଗୋଳଖ ସୁତାରଙ୍କ ଝିଅ ଲିଲି ସୁତାରଙ୍କୁ ସେହି ଗ୍ରାମର…

ପୁରୁଣା ସରକାରର ୨୧ ଯୋଜନାର ନାଁ ବଦଳେଇଛି ମୋହନ ସରକାର । ବିଧାନସଭାରେ ପୂରା ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ । ଦେଖନ୍ତୁ,…

କନକ ବ୍ୟୁରୋ: ରାଜ୍ୟରେ ପୁରୁଣା ସରକାର ଯିବା ପରେ ଏବଂ ନୂଆ ସରକାର ଆସିବା ପରେ ଏ ପର୍ୟ୍ୟନ୍ତ ପୁରୁଣା ନବୀନ ସରକାରର ମୋଟ ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛି ନୂଆ ସରକାର । ଏ ସଂକ୍ରାନ୍ତରେ ଆଜି ବିଧାନସଭାରୁ ଆସିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର । ସୂଚନା…