Breaking News

କାଲି ଅପରାହ୍ନ ୪ଟା୧୫ରେ ଆସିବେ ମୋଦୀ ; ମନ୍ତ୍ରୀ, ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀଙ୍କ ସହ ବୈଠକ

କନକ ବ୍ୟୁରୋ: ଆସନ୍ତାକାଲି ଅପରାହ୍ନ ୪ଟା୧୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ । ଏୟାରପୋର୍ଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏୟାରପୋର୍ଟରୁ ରାଜଭବନ ଯିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିବେ ମୋଦୀ । ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ…

ଶୂନ୍ୟକାଳରେ ଉଠିଲା ସୁନ୍ଦରଗଡ଼ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଧାୟକ ।

କନକ ବ୍ୟୁରୋ: “ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାଗ ଭାଗ କରିବାକୁ ଚାହୁଁଛନ୍ତି । ଆମ ସଂସ୍କୃତି ପଶ୍ଚିମ ଓଡିଶା ସହ ଖାପ ଖାଉଛି ଉତ୍ତର ଓଡ଼ିଶା ସହିତ ନୁହଁ । ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ଯେ ସୁନ୍ଦରଗଡ଼ କୁ ଉତ୍ତର ଓଡିଶାରେ ମିଶାଇବା କୌଣସି ନିଷ୍ପତ୍ତି ହୋଇନି ବୋଲି ।“ ଶୀତ…

ଦିଲ୍ଲୀ ପ୍ରଶାନ୍ତ ବିହାରରେ ବୋମା ବିସ୍ପୋରଣ : କାରଣ ଅସ୍ପଷ୍ଟ , ପୋଲିସ ସ୍ୱତନ୍ତ୍ରଟିମର ତଦନ୍ତ ଜାରି

କନକବ୍ୟୁରୋ : ରାଜଧାନୀ ଦିଲ୍ଲୀ ପ୍ରଶାନ୍ତ ବିହାର ଅଞ୍ଚଳରେ ବିସ୍ଫୋରଣ । ଦ୍ବିତୀୟ ଥର ପାଇଁ ଏହି ଅଞ୍ଚଳରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏବଂ କେଉଁ ପଦାର୍ଥ ପାଇଁ ଏହି ବିସ୍ଫୋରଣ ଘଟିଲା ତାର ତଦନ୍ତ କରାଯାଉଛି ।…

ଶପଥ ନେଲେ ପ୍ରିୟଙ୍କା: ସଂସଦ ଦେଖିଲା ଗାନ୍ଧୀ ପରିବାରର ୩ୟ ମହିଳା ସାଂସଦ

ୱାୟାନାଡ: ​​କେରଳର ୱାୟାନାଡରୁ ବିଜୟୀ ହୋଇଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ରାଜ୍ୟସଭାରେ ରାବେରେଲି ସାଂସଦ ତଥା ତାଙ୍କ ଭାଇ ରାହୁଲ ଗାନ୍ଧୀ ଏବଂ ରାଜ୍ୟସଭା ସାଂସଦ ମାଆ ସୋନିଆ ଗାନ୍ଧୀଙ୍କ ସହ…

୧୫ ଦିନ ମଧ୍ୟରେ ଶେଷ ହେବ ସୁଭଦ୍ରା ଯାଞ୍ଚ୍: ଶୁକ୍ରବାରଠାରୁ ମାଲକାନଗିରିରେ ଆରମ୍ଭ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ଆବେଦନ କରିଥିବା ବହୁ ସଂଖ୍ୟକ ମହିଳାଙ୍କ ବ୍ୟାଙ୍କ ଖାତାରେ ଏପର୍ଯ୍ୟନ୍ତ ଟଙ୍କା ପହଞ୍ଚିନାହିଁ। କେତେକଙ୍କର ଆବେଦନ ସ୍ଥିତି ଅଣ୍ଡର ପ୍ରୋସେସ୍ ଦେଖାଉଥିବାବେଳେ ଅନ୍ୟ କେତେକଙ୍କର କୌଣସି ଜମିଜମା…

ଧାନଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ: ୧୦ ଏକର ଚାଷ ଜମିର ଧାନ ପୋଡ଼ି ପାଉଁଶ

ବରଗଡ଼: ଧାନଜମିରୁ କଳେଇ ଆଣି ଖଳାରେ ଗଦାମାରି ରଖାଯାଇଥିଲା। ତେବେ ଏଥିରେ ନିଆଁ ଲାଗି ଧାନଗଦା ଜଳିଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବୀରଜାମ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଆଁଲାଗି ଖଳାରେ ଗଦା ମରାଯାଇଥିବା ୧୦ ଏକର ଜମିର ଧାନ ଜଳିଯାଇଛି। ଚାଷୀମାନେ କ୍ଷେତରୁ ଧାନ ଅମଳ କରି…

‘ଶେଷ ଲଫାପା’ ସମ୍ବନ୍ଧରେ

ପରାଗ ଆଚାର୍ଯ୍ୟ କିଛି ଦିନ ତଳେ ‘ଜିଓ ସିନେମା’ରେ ‘ଦି ଲାଷ୍ଟ ଏନ୍‌ଭେଲୋପ୍’ ବା ‘ଶେଷ ଲଫାପା’ ନାମକ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ‘ଲଳିତ କୁମାର ଝା’ଙ୍କ ନିର୍ଦ୍ଦେଶିତ ତେର ମିନିଟ୍ ଅବଧିବିଶିଷ୍ଟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ବୟସ ଅପରାହ୍‌ଣରେ ନିଜ ଏକମାତ୍ର…

ବିପଦରେ ଶୈଶବ: ୫ ବର୍ଷ ଶିଶୁର ଦାମ୍‌ ୪୦ ହଜାର

ଭୁବନେଶ୍ବର: ମାତ୍ର ୫ ବର୍ଷ ବୟସର ଶିଶୁକନ୍ୟା। ପୂରାପୂରି ମା’ କୋଳ ଛାଡ଼ିନି। କିନ୍ତୁ ବାପାମା’ ବିକିଦେଲେ। ରାଜଧାନୀ ବଜାରରେ ତା’ର ମୂଲ ହେଲା ୪୦ ହଜାର ଟଙ୍କା। ଖୋଦ୍‌ ରାଜଧାନୀରେ ଘଟିଥିବା ଏଭଳି ଅଭାବନୀୟ ଘଟଣା ଆଜି ସାରା ସହରରେ ହଇଚଇ ସୃଷ୍ଟି କରିଛି। ଘଟଣାର ପର୍ଦ୍ଦାଫାସ୍‌ ହେବା ପରେ…

ସାଇବର୍‌ ଠକାମୀ ମାମଲାରେ ଚଢ଼ଉ ବେଳେ ଇଡିକୁ ଆକ୍ରମଣ

ନୂଆଦିଲ୍ଲୀ: ଗୁରୁବାର ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବିଜୱାସାନରେ ସାଇବର ଜାଲିଆତି ମାମଲାରେ ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ଏହି ଆକ୍ରମଣକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ମାମଲା ପଞ୍ଜିକରଣ କରିଛି। ତେବେ ଏହି ଆକ୍ରମଣରେ…

ଗୁଣପୁରରେ ଶିଶୁ ବିକ୍ରି: ସନ୍ଦେହ ଘେରରେ ଡିସିପିୟୁ ଭୂମିକା

ଗୁଣପୁର: ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ୯ଦିନର ଶିଶୁକନ୍ୟା ବିକ୍ରି ଘଟଣା ମନରୁ ଲିଭିବା ପୂର୍ବରୁ ଗୁଣପୁରରେ ପୁଣି ଏକ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଛି। ଗତ ମାର୍ଚ୍ଚ ମାସରେ ୧୦ଦିନର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ସୂଚନା ମିଳିଛି। ଗୁଣପୁର ଉପଖଣ୍ଡ ଅଞ୍ଚଳର ଏହି ଘଟଣାରେ…