Breaking News

ଅର୍ଥ ସୂତ୍ର: ଯୁବପିଢ଼ିଙ୍କ ପାଇଁ ସଞ୍ଚୟ ଟିପ୍‌ସ

ପାଠପଢ଼ା ସରିଗଲାଣି ଆଉ ରୋଜଗାର ପାଇଁ ଆପଣ ସଜବାଜ ହେଉଛନ୍ତି କିମ୍ବା ନୂଆନୂଆ ଚାକିରି ଜୀବନ ଆରମ୍ଭ କରିଛନ୍ତି? ଦରମା ହାତକୁ ଆସିଲେ ଆମର ଖର୍ଚ୍ଚ କରିବାର ଇଚ୍ଛା ଓ ଆକାଂକ୍ଷା ବି ବଢ଼ିଯାଏ। ପୋଷାକପତ୍ରଠାରୁ ଆରମ୍ଭ କରି ନାନା ସୌଖୀନ ଜିନିଷ କିଣିବାକୁ ମନ ବଳେ। ହେଲେ ଏସବୁ ଭିତରେ ଆମକୁ…

ହୋଣ୍ଡା ଆଣିଲା ଇଲେକ୍ଟ୍ରିକ୍ ଆକ୍ଟିଭା

ନୂଆଦିଲ୍ଲୀ: ଦେଶର ଅନ୍ୟତମ ବଡ଼ ଦୁଇଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଇଲେକ୍ଟ୍ରିକ୍ ଯାନ (ଇଭି) କ୍ଷେତ୍ରରେ ପ୍ରବେଶ କରିଛି। ଇଭି ଯାତ୍ରାକୁ କମ୍ପାନି ଏହାର ସବୁଠୁ ଲୋକପ୍ରିୟ ମଡେଲ୍‌ ଆକ୍ଟିଭା ସହ ଆରମ୍ଭ କରିଛି। କମ୍ପାନିର ଏହାର ଦୁଇଟି ଇଭି ମଡେଲ୍‌…

ଓଡ଼ିଶାର ୨ଟି ସହ ୯ କୋଇଲା ଖଣି ନିଲାମ

ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ବାଣିଜ୍ୟିକ କୋଇଲା ଖଣି ନିଲାମର ଦଶମ ପର୍ଯ୍ୟାୟରେ ୯ଟି ‌ଖଣି ନିଲାମ ହୋଇଛି। ସେଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି ରହିଛି। ଓଡ଼ିଶାର ନୂଆ ପାତ୍ରପଡ଼ା ସାଉଥ୍‌ ଖଣିକୁ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ ହାସଲ କରିଛି। ସେଥିରେ ୭୨୦ ନିୟୁତ…

ଭାରତକୁ ଘେର‌ିଲେ ୫ଟି ଦେଶ: ଏମ୍‌ଏସ୍‌ପି କମ୍ ଦର୍ଶାଉଥିବା ଅଭିଯୋଗ

ନୂଆଦିଲ୍ଲୀ: ଗହମ ଓ ଚାଉଳର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) କମ୍ ଦର୍ଶାଉଥିବା ନେଇ ପାଞ୍ଚଟି ଦେଶ ଭାରତ ବିରୋଧରେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଅଭିଯୋଗ କରିଛନ୍ତି। ସେହି ଦେଶଗୁଡ଼ିକ ହେଉଛି ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଆର୍ଜେଣ୍ଟିନା ଓ ୟୁକ୍ରେନ୍।…

ତିଆରି ହେବ ୨୮୦ କିମି ବେଗର ହାଇସ୍ପିଡ୍‌ ଟ୍ରେନ୍, ଚେନ୍ନାଇରେ ଉତ୍ପାଦନ ହେବ

ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ତିଆରି କରାଯାଇଥିବା ବନ୍ଦେ ଭାରତ ଟ୍ରେନ୍‌ର ସଫଳତା ପରେ ଆଉ ଏକ ହାଇସ୍ପିଡ୍‌ ଟ୍ରେନ୍ ବିକାଶ କରାଯାଉଛି। ତାହାର ଡିଜାଇନ୍ ଓ ଉତ୍ପାଦନ ଚେନ୍ନାଇରେ ହେବ। ଏଥିପାଇଁ ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଓ ବିଇଏମ୍ଏଲ୍‌ ମଧ୍ୟରେ ସ‌ହଯୋଗିତା…

ତିନି ଗୁଣା ବଢ଼ିଛି ୨୦୦୦, ୫୦୦ ଟଙ୍କିଆ ଜାଲ୍ ନୋଟ୍‌

ନୂଆଦିଲ୍ଲୀ: ‌ଦେଶରେ ୨୦୧୮-୧୯ରୁ ୨୦୨୩-୨୪ ଭିତରେ ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଚାରି ଗୁଣା ବଢ଼ିଥିବା ବେଳେ ୨୦୨୦-୨୧ରୁ ତିନି ବର୍ଷ ଭିତରେ ଜାଲ୍ ୨୦୦୦ ଟଙ୍କିଆ ନୋଟ୍‌ ତିନି ଗୁଣା ବଢ଼ିଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ…

ବର୍ଡର-ଗାଭାସ୍କର ଟ୍ରଫି: ଅଭ୍ୟାସ ମ୍ୟାଚ୍‌ ୩୦ରୁ: କାନ୍‌ବେରାରେ ଭାରତୀୟ ଦଳ

କାନବେରା: ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍‌ ଦଳ ବୁଧବାର କାନବେରାରେ ପହଞ୍ଚିଛି। ଏଠାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ଦଳ ବିପକ୍ଷରେ ଭାରତୀୟ ଦଳ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିବ। ତେବେ ଭାରତୀୟ ଦଳ ଏଠାରେ ପହଞ୍ଚିବା ପୂର୍ବରୁ ବିରାଟ କୋହଲି ପହଞ୍ଚି ସାରିଥିଲେ।…

ବୁମ୍‌ରା ପୁଣି ଏକ ନମ୍ବର

ଦୁବାଇ: ପର୍ଥ ଟେଷ୍ଟ୍‌ରେ ଧମାକାଦାର ପ୍ରଦର୍ଶନ କରି ଭାରତକୁ ଐତିହାସିକ ବିଜୟ ଉପହାର ଦେଇଥିବା ଦ୍ରୁତ ବୋଲର ତଥା କାମଚଳା ଅଧିନାୟକ ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଟେଷ୍ଟ୍ ବୋଲର ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ଏହି ଟେଷ୍ଟ୍‌ରେ ୭୨ ରନ୍ ବିନିମୟରେ ୮ ୱିକେଟ୍ ନେଇ ଶ୍ରେଷ୍ଠ…

ଓଡ଼ିଶାରେ ଆଳୁ ଦର ପୁଣି ବଢ଼ିବା ଆଶଙ୍କା: ଆଳୁ ଗାଡ଼ିକୁ ଅଟକାଇଲେ ମମତା ସରକାର

ଜଳେଶ୍ୱର: ପୁଣିଥରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଆଳୁଗାଡ଼ିକୁ ଅଟକା ଯାଇଛି । ଯାଞ୍ଚ କରିବା ବାହାନାରେ ପଶ୍ଚିମବଙ୍ଗ ଅଧିକାରୀ ଆଳୁଗାଡ଼ିଗୁଡ଼ିକୁ ଅଟକାଇଛନ୍ତି । ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ଠାରୁ ପ୍ରାୟ ୨୫ କିଲୋମିଟର ଦୂର ବେଲଦାରେ ଓଡ଼ିଶାକୁ ଆସୁଥିବା ଆଳୁଗାଡ଼ିକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ…

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ: ‘ଛାତ୍ରଛାତ୍ରୀ ବିଶ୍ଳେଷଣାତ୍ମକ ଚିନ୍ତକ ହୁଅନ୍ତୁ’

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟ ନିଜକୁ ସୁଦୃଢ଼ କରିପାରିଛି। ଏଠାରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ସମାଜର ବିଭିନ୍ନ ସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପରିବ୍ୟାପ୍ତ ଏହି…