Breaking News

ହାତୀ କ୍ଷୀରରେ ଥାଏ ୬୦ ପ୍ରତିଶତ ଆଲକୋହଲ

ନୂଆଦିଲ୍ଲୀ: ପ୍ରୋଟିନ ପାଇଁ ଆମେମାନେ ମୁଖ୍ୟତଃ କ୍ଷୀର ପିଇଥାଉ । ବିଶେଷ କରି ଛୋଟ ପିଲାମାନଙ୍କୁ ପିଇବାକୁ କ୍ଷୀର ଦିଆଯାଇଥାଏ । ଏହା ବ୍ୟତୀତ କ୍ଷୀରରୁ ତିଆରି ସାମଗ୍ରୀ ଦହି, ଛେନା, ଲହୁଣୀ ଆମର ଦୈନନ୍ଦିନ ଖାଦ୍ୟପଦାର୍ଥରେ ସାମିଲ ହୋଇଥାଏ । ତେବେ ସାଧାରଣତଃ ଆମମାନଙ୍କ ଘରକୁ ଗାଈ, ମଇଁଷିଙ୍କ…

୩ କଲରାପତରିଆ ବାଘ ଛାଲ ଜବତ କଲା ଏସ୍‌ଟିଏଫ୍‌, ସୁରାକ ପାଇପାରିଲାନି ସ୍ଥାନୀୟ ପୁଲିସ ଓ ବନ ବିଭାଗ

ରାୟଗଡା: ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକ ନିକଟରୁ ବାଘ ଛାଲ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡା-କୋରାପୁଟ ନିକଟସ୍ଥ ଏକ ସ୍ଥାନରେ ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଚଢ଼ଉ କରି ଜଣେ ବନ୍ୟପ୍ରାଣୀ ଅପରାଧୀକୁ ଗିରଫ କରିଛି। ଏଥିସହ…

ଆସୁଛି ଓଡ଼ିଶାରେ ବଡ଼ ଧରଣର ନିଯୁକ୍ତି ସୁଯୋଗ, ପୂରଣ ହେବ ୧୧ ହଜାରରୁ ଅଧିକ ପଦବୀ

ଭୁବନେଶ୍ୱର : ଆପଣ ଯଦି ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି, ତା’ହେଲେ ଏକ ସୁବର୍ଣ୍ଣ ସୁଯୋଗ। ଖୁବ୍‌ଶୀଘ୍ର ଓଡ଼ିଶାରେ ୧୧ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିବାକୁ ଯାଉଛି। ଆସନ୍ତା କିଛି ମାସ ମଧ୍ୟରେ ଖାଲି ପଡ଼ିଥିବା…

ସକାଳେ ଟାଇଁ ଟାଇଁ ଖରା, ଅପରାହ୍ଣରେ ନିର୍ଦ୍ଧୁମ ବର୍ଷା !

ଭୁବନେଶ୍ୱର : ଦିନ ଗୋଟାଏ ଯାଏଁ ସହି ହେଉନଥିଲା ଗରମ । କିନ୍ତୁ ଗୋଟାଏ ପରେ ହଠାତ କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ବଦଳିଗଲା ପାଣିପାଗ । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖୀ ବର୍ଷା । ତାସହ ରାଜ୍ୟର ଅନ୍ୟ କିଛି…

ବଢ଼ୁଛି ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା : ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କୁ ଦେଖିବାକୁ ଚାହାନ୍ତି ୪୩ ଓ ରାହୁଲଙ୍କୁ ୨୭%…

ନୂଆଦିଲ୍ଲୀ: ବଢୁଛି ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା । ଗତ କିଛି ଦିନ ଭିତରେ ରାହୁଲ ଗାନ୍ଧୀ ରାଜନୀତିରେ ଏମିତି ପରିପକ୍ୱ ଆଚରଣ ଦେଖାଇଛନ୍ତି ଯେ ତାଙ୍କର ଗ୍ରହଣୀୟତା ବଢିଯାଇଛି । ଭାରତ ଯୋଡ ଯାତ୍ରାରେ ପ୍ରାୟ ସାଢେ ୩ ହଜାର ୫୦୦ କିଲୋମିଟର ବୁଲିବା ପରେ ପରେ ଲୋକଙ୍କ ଭିତରେ ରାହୁଲଙ୍କ ଛବି…

ମୃତ୍ୟୁ ମୁହଁରେ ‘କାଞ୍ଚି’: ଥିଲା ଜୀବନରେଖା , ଆଜି ଶୁଖିଲା

ପୁରୀ: ଭାର୍ଗବୀର ଅନ୍ୟତମ ପ୍ରମୁଖ ଶାଖା ନଦୀ ହେଉଛି ‘କାଞ୍ଚି’ ନଦୀ। ୧୦ ବର୍ଷ ତଳେ ଯେଉଁ କାଞ୍ଚି ନଦୀର କାଚକେନ୍ଦୁ ଭଳି ପାଣି ହଜାର ହଜାର ଗ୍ରାମବାସୀଙ୍କ ଜୀବନରେଖା ସାଜିଥିଲା, ସେ ଆଜି ମୃତପ୍ରାୟ। ଯେଉଁ ନଦୀର ପାଣି ଯୋଗୁ ହଜାର ହଜାର ଚାଷୀଙ୍କ ମୁହଁରେ ହସ ଫୁଟୁଥିଲା, ତାହା ଆଜି ଶୁଖିଲା…

ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ୧୧୦୦ ଶିକ୍ଷାନୁଷ୍ଠାନର ୮ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ଓ…

ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଏବଂ ନିଯୁକ୍ତିକ୍ଷମ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଇନଫୋସିସ୍ ଲିମିଟେଡ୍ (ସ୍ପ୍ରିଙ୍ଗବୋର୍ଡ) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ସ୍ଥାନୀୟ ଲୋକସେବା…

ଆୟଠାରୁ ୧୭୯ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ, ଗାଇସିଲଟ ଆଇଆଇସିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ବର: ବରଗଡ଼ ଜିଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ଠାରୁ ୧୭୯% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

କେଳାପଡ଼ା ବିଦେଶୀ ମଦ ଦୋକାନ ଲାଇସେନ୍ସ ନବୀକରଣ ବିରୋଧରେ ଶୋଭାଯାତ୍ରା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କେଳାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଇରୀ କୁମ୍ପାରେ ବିଦେଶୀ ମଦ ଦୋକାନ ଖୋଲିଛି। ଗ୍ରାମବାସୀଙ୍କ ବିରୋଧ ସତ୍ତ୍ବେ ଅବକାରୀ ବିଭାଗ ପକ୍ଷରୁ ମଦ ଦୋକାନ ପ୍ରତି ଅହେତୁକ ସହଯୋଗ କରିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ…

ରାଷ୍ଟ୍ର ଗଠନରେ ଓଡ଼ିଶାର ଅବଦାନ ଅନନ୍ୟ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସ ପକ୍ଷରୁ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ‘ଉତ୍ସବ ଓଡ଼ିଶା’ ଆଜିଠାରୁ ଆରମ୍ଭ ହୋଇଛି। ବାଣୀବିହାର ଏମକେସିଜି ଅଡିଟୋରିଅମରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ…