Breaking News

‘ଇସ୍କନ’କୁ ମୌଳବାଦୀ ସଂଗଠନ କହିଲା ବାଂଲାଦେଶ: ନିଷେଧାଦେଶ ଆବେଦନ ଉପରେ କୋର୍ଟରେ ଜବାବ ଦାଖଲ

ଢାକା: ଇସ୍କନ୍ (ଅନ୍ତର୍ଜାତୀୟ କୃଷ୍ଣ ଚେତନା ସଂଘ)କୁ ନିଷିଦ୍ଧ କରିବା ପାଇଁ ହାଇକୋର୍ଟରେ ଦାୟର ରିଟ୍ ପିଟିସନର ଜବାବରେ ବାଂଲାଦେଶ ସରକାର ବୁଧବାର ଏହାକୁ ଏକ ‘ଧାର୍ମିକ ମୌଳବାଦୀ ସଂଗଠନ’ ବୋଲି କହିଛି। ହିନ୍ଦୁ ନେତା ଚିନ୍ମୟକୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଗିରଫଦାରୀ ଏବଂ ଇସ୍କନ୍ ଓ ଅନ୍ୟାନ୍ୟ…

ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିଲେ ସିନ୍ଦେ: ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିରେ ପ୍ରତିବନ୍ଧକ ହେବେନି

ନୂଆଦିଲ୍ଲୀ: ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରୁ ଓହରିଯାଇଛନ୍ତି । ଆଜି ଅପରାହ୍ନରେ ଏ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ସେ କହିଛନ୍ତି ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଜେପି ଯେଉଁ ନିଷ୍ପତ୍ତି ନେବ ତାହାକୁ…

ସାଂଘାତିକ ହେଲାଣି ସାଇବର୍ ଠକେଇ: ୯ ମାସରେ ୧୧,୩୩୩ କୋଟି କ୍ଷତି

ନୂଆଦିଲ୍ଲୀ: ଦେଶ ପ୍ରତି ସାଇବର ଠକେଇ ଏକ ବଡ଼ ବିପଦ ଭା‌ବେ ଉଭା ହୋଇଛି। ଏହି ଠକେଇ ପ୍ରଭାବରେ ଚଳିତ ବର୍ଷର ପ୍ରଥମ ୯ ମାସରେ ଭାରତ ୧୧,୩୩୩ କୋଟି ଟଙ୍କା ହରାଇଛି। ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର (ଆଇ୪ସି)ର ତଥ୍ୟରୁ ଏହା ଜଣାପଡ଼ିଛି। ସାଇବର୍‌ ଠକେଇରେ ଷ୍ଟକ୍…

ଆମୀଷ ଖାଦ୍ୟ ଭକ୍ଷଣ ପରେ ପ୍ରେମିକଙ୍କ ଥଟା ସହିନପାରି ଜୀବନ ହାରିଛନ୍ତି ସୃଷ୍ଟି!

ମୁମ୍ବାଇ: ମୁମ୍ବାଇରେ ଜଣେ ୨୫ ବର୍ଷୀୟା ଏୟାର ଇଣ୍ଡିଆ‌ ପାଇଲଟ୍‌ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ତାଙ୍କ ପରିବାର ଲୋକ ଏକ ନୂଆ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ମହିଳା ଜଣକ ଆମୀଷ ଖାଦ୍ୟ ଭକ୍ଷଣ କରିବାକୁ ତାଙ୍କ…

ଯୁଦ୍ଧ ବିରତି

ଏଇ ସମୟରେ ଯଦି ପାଶ୍ଚାତ୍ୟ ଶକ୍ତିମାନେ ଓ ଆରବ ଦେଶମାନେ ଲେବାନନ୍‌ର ସେନାବାହିନୀକୁ ଆବଶ୍ୟକ ସହାୟତା ପ୍ରଦାନ କରି ତା’ର ସାମରିକ ଶକ୍ତି ବୃଦ୍ଧି କରନ୍ତେ, ତା’ହେଲେ ହୁଏତ ଏଥର ୨୦୦୬ର ପୁନରାବୃତ୍ତି ହୁଅନ୍ତା ନାହିଁ ଓ ଇସ୍ରାଏଲ୍ ଖୁବ୍‌ଶୀଘ୍ର ହମାସ୍ ଉପରେ ବିଜୟ ହାସଲ କରି ଗାଜାରେ ଯୁଦ୍ଧର…

ଫୋକସ୍‌ରେ ଗ୍ୟାଜେଟ୍: ଫୋନ୍ ଏକ, ଅବତାର ଅନେକ

ଏଚ୍‌ଏମ୍‌ଡି ଗ୍ଲୋବାଲ୍ କମ୍ପାନି ଭାରତ ବଜାରରେ ଏକ ନିଆରା ସ୍ମାର୍ଟଫୋନ୍‌ ଉନ୍ମୋଚିତ କରିଛି। ଏହାର ନାମ ଏଚ୍‌ଏମ୍‌ଡି ଫ୍ୟୁଜନ୍‌। ଏହି ଫୋନ୍‌ର ବିଶେଷତ୍ବ ହେଲା, ଏହାର ପଛପାଖରେ ବିଭିନ୍ନ ରକମର ସ୍ମାର୍ଟ କଭର୍‌ ଲଗାଇବାର ସୁବିଧା ରହିଛି ଏବଂ ଏହାକୁ ସଜାଡ଼ିବା ଖୁବ୍ ସହଜ। ‘ସ୍ମାର୍ଟ…

୫୦ ଦିନରେ ଅନୁପମ-ଅନୁଭବଙ୍କ ‘କର୍ମ’ ୭ କୋଟିର ନୂଆ ରେକର୍ଡ

ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘କର୍ମ’ ୫୦ ଦିନରେ ପହଞ୍ଚିଛି। ତେବେ ଏହି ଫିଲ୍ମଟି ଏବେ ବି ଓଡ଼ିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ହାଉସ୍‌ଫୁଲ୍‌ ଚାଲିଛି। ଏହି ୫୦ ଦିନରେ…

ପାଟି ଘା’ର ଘରୋଇ ଉପଚାର

ବେଳେବେଳେ ପାଟି ଭିତରେ ଛୋଟ ଛୋଟ ଘା’ ହୋଇଯାଏ, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ସାଧାରଣତଃ ଗାଲ ଭିତର ପାଖ, ମାଢ଼ି, ଜିଭ ଓ ଭିତର ଓଠରେ ଏଭଳି ଘା’ ହୁଏ। ଫ‌ଳରେ ଖାଇ ହୁଏ ନାହିଁ। ଏଭଳି ଛୋଟ ଛୋଟ ଘା’କୁ ମାଉଥ୍‌ ଅଲ୍‌ସର୍‌ କୁହାଯାଏ। ପାଟି ଘା’ ବିଭିନ୍ନ କାରଣରୁ ହୋଇପାରେ।…

ଆୟୁର୍ବେଦ ରୋଗର ମୂଳ କାରଣକୁ ଭଲ କରିଥାଏ

 ନିକଟରେ ପୂର୍ବତନ କ୍ରି‌କେଟର୍‌ ନବଜୋତ ସିଂହ ସିଦ୍ଧୁ ଦାବି କରିଛନ୍ତି ଯେ ‌ଲେମ୍ବୁପାଣି, କଞ୍ଚା ହଳଦୀ, ନିମ୍ବପତ୍ର ଓ ପରିବା ଜୁସ୍‌ ଆଦି ଖାଇ ତାଙ୍କ ପତ୍ନୀ ଷ୍ଟେଜ୍‌-୪ ସ୍ତନ କର୍କଟରୁ ମୁକ୍ତ ହୋଇଛନ୍ତି? ତାଙ୍କର ଏହି ଦାବି କେତେ ଦୂର ଗ୍ରହଣୀୟ? ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ୫ ହଜାର…

ମିଥାନଲ୍‌ ବିଷକ୍ରିୟାର ବ୍ୟବଚ୍ଛେଦ

ମଦ ଏକ ମୃଦୁ ବିଷ ବୋଲି ସମସ୍ତେ ଜାଣନ୍ତି। ମଦ୍ୟପାନର ଦୀର୍ଘକାଳୀନ କୁପ୍ରଭାବ ସ୍ବରୂପ ବ୍ୟାଧିରେ ପଡ଼ି ବହୁ ଲୋକ ଅଳ୍ପ ବୟସରେ ମୃତ୍ୟୁବରଣ କରୁଛନ୍ତି। ତା’ ସତ୍ତ୍ବେ ପାର୍ଟି ହେଉ କି ଭୋଜିଭାତ, ନୂଆବର୍ଷ ପାଳନ ହେଉ କି ପିକ୍‌ନିକ୍‌, ସବୁଠି ମଦ ଆସର ଜମୁଛି। କିନ୍ତୁ ମଦର ଭ୍ରମ ସୃଷ୍ଟି…