Breaking News

ଆଡିଲେଡ୍ ପାଇଁ ଅଙ୍କକଷା ଆରମ୍ଭ: ରୋହିତ ଫେରିବା ପରେ ସୁଖଦ ଦ୍ବନ୍ଦ୍ବ

ନୂଆଦିଲ୍ଲୀ: ପର୍ଥ ଟେଷ୍ଟ୍‌ରେ ଭାରତର ଦମ୍‌ଦାର ବିଜୟ ପରେ ଏବେ ଆଡିଲେଡ୍‌ରେ ଭାରତକୁ ଆହୁରି ମଜବୁତ୍‌ କରିବା ପାଇଁ ଦଳ ସହିତ ଯୋଗଦେଇସାରିଛନ୍ତି ଅଧିନାୟକ ରୋହିତ ଶର୍ମା। ଦେବଦତ୍ତ ପଡ଼ିକଲଙ୍କ ସ୍ଥାନରେ ରୋହିତ ଖେଳିବା ସ୍ପଷ୍ଟ ହୋଇଛି। ଯଶସ୍ବୀ ଜୟସ୍ବାଲ୍‌ଙ୍କ ସହିତ ରୋହିତ ପାଳି ଆରମ୍ଭ…