Breaking News

ବର୍ଷ ସରିବ, ଆସିଲାନି ଅବକାରୀ ନୀତି

ଭୁବନେଶ୍ବର : ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ଦୁଇ ଦିନ ବାକି ରହିଲା। ହେଲେ ଅବକାରୀ ବିଭାଗର ଆସନ୍ତା ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ପ୍ରକାଶ ପାଇଲାନି। ରାଜ୍ୟ ସରକାର ରାଜ୍ୟ ରାଜସ୍ବର ବଡ଼ ଭାଗ ଏଥିରୁ ପାଉଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଚଳିତବର୍ଷ ଏହା ଏପର୍ଯ୍ୟନ୍ତ…

୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଝାରସୁଗୁଡ଼ାରୁ ଅପହରଣ, ବରଗଡ଼ରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ୫୦ ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ପୋଡି ଦେଇଛନ୍ତି ଅପହରଣକାରୀ । ଝାରସୁଗୁଡାରୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ଖବର । ଆଉ ବରଗଡ ଜିଲ୍ଲା ଭେଡେନ୍ ଥାନା ପାଖ ଜଙ୍ଗଲରୁ ଅପହୃତ ଦଶମ ଶ୍ରେଣୀ…

ଶିକ୍ଷକଙ୍କ କର୍ମ ଶିକ୍ଷାଦାନ ସହ ସମାଜ ସେବା ଓ ବଳିଷ୍ଠ ନେତୃତ୍ବର ନିଦର୍ଶନ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ଗ୍ରାମ ପଞ୍ଚାୟତର କୁଟିବାରୀ ଗ୍ରାମର ପ୍ରକଳ୍ପ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଘନଶ୍ୟାମ ପତିଙ୍କ ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଶୋକ ମିଶ୍ର…

ପୁଣି ବଢିଲା ଓମଫେଡ୍ କ୍ଷୀର ଦର : ଏପ୍ରିଲ ୧ ରୁ ଲାଗୁ ହେବ ନୂଆ ମୂଲ୍ୟ

ଭୁବନେଶ୍ବର : ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧ ରୁ ନୂଆ ଦର ଲାଗୁ ହେବ ନେଇ ଓମଫେଡ କହିଛି । ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି…

ଝାରସୁଗୁଡ଼ା ଉପନିର୍ବାଚନ : ବାଜିଲା ନିର୍ବାଚନ ବିଗୁଲ୍‌, କିଏ ପିନ୍ଧିବ ମୁକୁଟ ?

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ଭୋଟ ଗ୍ରହଣର ତାରିଖ । ମେ ୧୦ ଭୋଟ ଓ ୧୩ ତାରିଖରେ ହେବ ଗଣତି । ନବ ଦାସଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଥିଲା । ତେବେ ବିଜେଡି ରୁ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଲି ଦାସ ଓ ବିଜେପି ରୁ ରାଜ୍ୟ…

ବିବାହର ପ୍ରତିଶ୍ରୁତି ଦେଇ ୭ ବର୍ଷ ଲିଭ୍ ଇନରେ ରହିଲେ କନେଷ୍ଟବଳ: ଲୁଟିନେଲେ ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା

ଭୁବନେଶ୍ବର: ବିବାହର ପ୍ରତିଶ୍ରୁତି ଦେଇ ଜଣେ କନେଷ୍ଟବଳ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଆଉ ଧରାଛୁଆଁ ଦେଉନଥିବାର ଅଭିଯୋଗ ହୋଇଛି। କନେଷ୍ଟବଳ ପ୍ରୀତିରଞ୍ଜନ ବେହେରାଙ୍କ ନାଆଁରେ ଏଭଳି ଅଭିଯୋଗ ଆଣିଛନ୍ତି ପୀଡ଼ିତା। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, କନେଷ୍ଟବଳ ପ୍ରୀତିରଞ୍ଜନ…

ଦୁର୍ଘଟଣା ପରେ ଜଳିଗଲା ବସ୍‌‌ ; ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ସାଉଦି ଆରବର ଦକ୍ଷିଣ-ପଶ୍ଚିମ କ୍ଷେତ୍ରରେ ଏକ ଯାତ୍ରୀବାହୀ ବସ୍‌‌ ଦୁର୍ଘଟଣାଗ୍ରସ୍ତ ହୋଇ ୨୦ ଜଣଙ୍କ ଜୀବନ ଚାଲି ଯାଇଛି। ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୨୯ ଜଣ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ଗତକାଲି ଏହି ଦୁର୍ଘଟଣା…

ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତାବିଡା,ଇନ୍ଧନ ଗ୍ୟାସ ପରେ ଏବେ ମହଙ୍ଗା ହେବାକୁ ଯାଉଛି ଏସବୁ ଔଷଧର ଦାମ

ନୂଆଦିଲ୍ଲୀ: ମହଙ୍ଗା ମାଡରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇପଡିଲେଣି । ସେ ଖାଦ୍ୟ ସାମଗ୍ରୀ ହେଉ କି, ଇନ୍ଧନ ଗ୍ୟାସ କିମ୍ବା ପେଟ୍ରୋଲ ଡିଜେଲର ଦାମ । ଏସବୁର ଦାମ ଅଚାନକ ଭାବେ ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକ ଅଣ୍ଟାସଳଖୀ ଠିଆ ହେବାର କ୍ଷମତା ହରାଇ ବସିଲେଣି । ଏହାରି ମଧ୍ୟରେ ଏବେ…

ପରିଣୀତିଙ୍କ ନାଁ ଶୁଣି ଲାଜେଇ ଗଲେ ଆପ୍‌ ସାଂସଦ, କହିଲେ ‘ଦୟା‌କରି ମୋତେ ରାଜନୀତି ସଂପର୍କରେ ପ୍ରଶ୍ନ ପଚାରନ୍ତୁ,…

ମୁମ୍ବଇ: ରାଜନେତା ଏବଂ ଚଳଚ୍ଚିତ୍ର ତାରକାଙ୍କ ଡେଟିଂ ଖବର କିଛି ନୂଆ କଥା ନୁହେଁ। କିନ୍ତୁ ପ୍ରତ୍ୟେକ ଥର ଏପରି କିଛି ମିଳନ ଘଟିଲେ ଏହା କେବଳ ରାଜନୀତି ଏବଂ ଚଳଚ୍ଚିତ୍ର ଜଗତରେ ଆଲୋଚନାର ବିଷୟ ହୋଇ ନଥାଏ, ବରଂ ଜନସାଧାରଣ ମଧ୍ୟ ଏ ବିଷୟରେ ଜାଣିବାକୁ ବେଶ୍‌ ଆଗ୍ରହ ପ୍ରକାଶ କରନ୍ତି। ଯେତେବେଳେ…