Breaking News

ପ୍ରଶାସନ ଠାରୁ ଧୋକ୍କା ଖାଇବା ପରେ ଗ୍ରାମବାସୀ ତିଆରି କଲେ ରାସ୍ତା

କଟକ : ମୋ ସରକାର ଝୁଣ୍ଟିଲା । ଜିଲ୍ଲାପ୍ରଶାସନ ଫେଲ୍ ମାରିଲା। ବିଧାୟକଙ୍କ ପ୍ରତିଶ୍ରୁତି ଲୋକଙ୍କ ପାଇଁ ପ୍ରତାରଣା ପାଲଟିଲା । ପ୍ରଶାସନ ଠାରୁ ଧୋକ୍କା ଖାଇବା ପରେ ନିଜେ ନିଜର କାମ କଲେ । ଆଉ ଗାଁକୁ ନଥିବା ରାସ୍ତାକୁ ତିଆରି କଲେ ଗ୍ରାମବାସୀ । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା…

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର: ମଙ୍ଗଳବାରରୁ ନିଖୋଜ ଥିଲେ

ମାଲକାନଗିରି: ଆଜି ସକାଳେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଏମଭି ୭ ନୀଳଗିରି ଜଙ୍ଗଲରେ। ମୃତକଦ୍ୱୟ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ। ଉଭୟଙ୍କ ବୟସ ୧୮ ବର୍ଷରୁ ଅଧିକ ବୋଲି ଜଣାଯାଇଛି।…

ରାଜ୍ୟର ସବୁ ହାଇସ୍କୁଲରେ ‘ସ୍କୁଲ୍ କ୍ଲବ୍’ ସହ ପୁନଃଗଠନ ହେବ ଛାତ୍ର କ୍ୟାବିନେଟର; ୨୦୨୩-୨୪ ଶିକ୍ଷାବର୍ଷରୁ ହେବ ଲାଗୁ

ଭୁବନେଶ୍ୱର:ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟମାନଙ୍କରେ ‘ସ୍କୁଲ କ୍ଲବ୍’ର ପ୍ରଚଳନ କରାଯିବ । ଏହି କ୍ଲବ ଗୁଡିକର ନାମ ଯଥାକ୍ରମେ ସାହିତ୍ୟ ସୃଜନୀ, ଜିଜ୍ଞାସା,…

ପ୍ରଫେସର ଅମୀୟ କୁମାର ରଥ ବିପିୟୁଟି ନୂଆ କୁଳପତି

ଭୁବନେଶ୍ବର: ପ୍ରଫେସର ଅମୀୟ କୁମାର ରଥ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ସଂକ୍ଷିପ୍ତ ତାଲିକାରେ ଥିବା ତିନି ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଶ୍ରୀ…

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବଢିବନି ବିଜୁଳି ଦର

ଭୁବନେଶ୍ବର: ଗ୍ରାହକକୁ ବଡ଼ ଆଶ୍ବସ୍ତି । ରାଜ୍ୟରେ ବଢିବନି ବିଜୁଳି ଦର । ଏ ନେଇ ଙଋଜଉ ସ୍ପଷ୍ଟ କରିଛି। ବିଦ୍ୟୁତ ଉତ୍ପାଦନକାରୀ, ଆବଣ୍ଟନକାରୀ, ଉପଭୋକ୍ତାଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇ ଓଇଆରସି । ୨୦୨୩- ୨୪  ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବଢ଼ିବନି ବିଜୁଳି ଦର । ଘରୋଇ…

ବୈଜ୍ଞାନିକଙ୍କ ଚେତାବନୀ; ଶୁଖିଯିବ ଦେଶର ବଡ଼ ବଡ଼ ନଦୀ !

ନୂଆଦିଲ୍ଲୀ: ବୈଜ୍ଞାନିକଙ୍କ କହିବା ଅନୁସାରେ ଆଉ ମାତ୍ର ୨୭ ବର୍ଷ ପରେ ଏହାର ପ୍ରଭାବ ଦେଖାଦେବ । ୨୦୫୦ ବର୍ଷ ବେଳକୁ ଏହି ସବୁ ନଦୀ ଶୁଖିଯିବ ବୋଲି କୁହାଯାଇଛି । ଶରେ ଦେଖାଦେବ କି ଜଳ ସଙ୍କଟ ? ଖୁବ୍‌ଶୀଘ୍ର ଶୁଖିଯାଇପାରେ ବଡ଼ ବଡ଼ ନଦୀ । କେବଳ ଭାରତ ନୁହେଁ ଚୀନ ଏବଂ ପାକିସ୍ତାନର ବଡ଼ ବଡ଼ ନଦୀର…

ଶବ ନେଉନି, ମାଂସ ଖାଉନି, କଲିଜା ଖାଉଛି, କିନ୍ତୁ ଧରାପଡୁନି କଲିଜା ଖାଉଛି କିଏ?

ନୀଳଗିରି: ମାରି ଦେଉଛି, କିନ୍ତୁ ଶବ ନେଉନି କି ମାଂସ ଖାଉନି। ମାରିବା ପରେ କେବଳ ଖାଉଛି କଲିଜା। ରାତିରେ ଆସୁଛି ମାରି ଚାଲି ଯାଉଛି। ଏଭଳି ଏକ ଅଜଣା ଭୟ ଓ ଆତଙ୍କ ଖେଳି ଯାଇଛି ନୀଳଗିରି ଅଞ୍ଚଳରେ। ଏକ ଅଜଣା ଜନ୍ତୁ ନିୟମିତ ଭାବେ ମେଣ୍ଢା ମାରୁଛି, ଶବ ନେଉନାହିଁ କିନ୍ତୁ ମେଣ୍ଢାର କଲିଜା ଖାଇ…

ମରିବା ପୂର୍ବରୁ ବାନ୍ଧବୀଙ୍କୁ କଲ୍‌ କରିଥିଲେ ଡିଜେ ଆଜେକ୍ସ, ୯୭ ସେକେଣ୍ଡ କଥା ହେବା ପରେ କାଟି ଦେଇଥିଲେ କଲ୍‌

ଭୁବନେଶ୍ବର: ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା ଉପରୁ ଉଠୁନି ପର୍ଦ୍ଦା। ବରଂ ସସ୍‌ପେନ୍ସ ବଢ଼ି ଚାଲିଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସଦ୍ୟତମ ତଥ୍ୟ ଅନୁସାରେ ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଡିଜେ ଆଜେକ୍ସ। ତେବେ ମୃତ୍ୟୁ ପୂର୍ବରୁ କ’ଣ କହିଥିଲେ…

ମାଧପୁରରୁ ବୌଦ୍ଧ ପର୍ୟ୍ୟନ୍ତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ‌ବିଲୟ ହେବା ଚର୍ଚ୍ଚା: କଣ ହେବ ସମ୍ବଲପୁର-ବ୍ରହ୍ମପୁର…

ସମ୍ବଲପୁର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ୁଥିବା ମହତ୍ତ୍ବାକାଂକ୍ଷୀ ସମ୍ବଲପୁର-ବ୍ରହ୍ମପୁର ରେଳପଥର ଡିପିଆର୍‌ ଚୂଡ଼ାନ୍ତ କରିବାରେ ଅହେତୁକ ବିଳମ୍ବ ପଛରେ ଏକ ଭିନ୍ନ କାରଣ ଥିବା ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଏହି ରେଳପଥ ନିର୍ମାଣ ଦାୟିତ୍ବରେ ଥିବା ଓରିଡିଲ୍‌ କମ୍ପାନି ରେଳପଥର…