Breaking News

କୁଆଡେ ଗଲା ଖଲିସ୍ତାନୀ ନେତା ଅମୃତପାଲ ସିଂ?, ୭ଟି ସମ୍ଭାବ୍ୟ ଚେହେରା ସେୟାର୍‌ କଲା ପଞ୍ଜାବ ପୁଲିସ

ଅମୃତସର : ପଞ୍ଜାବ ଥାନାରେ ଆତଙ୍କ ସୃଷ୍ଟି କରିଥିବା ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହ ଚାରି ଦିନ ହେଲା ଫେରାର ରହିଛି। ପୁଲିସ ତାକୁ ଖୋଜୁଥିବା କହିଛି। କିନ୍ତୁ ଏ ପର୍ୟ୍ୟନ୍ତ ତାହାର ଖୋଜ ଖବର ପାଇନାହିଁ। ଅମୃତପାଲ କେଉଁଠାରେ ଅଛି ତାହାର ସୂଚନା…

କ୍ରାଇମରେ ଦେଶରେ ଏକ ନମ୍ବର ଓଡ଼ିଶା

ଭୁବନେଶ୍ୱର: କ୍ରାଇମରେ ଦେଶରେ ଏକ ନମ୍ବର ହେଉଛି ଓଡ଼ିଶା । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବଢୁଛି ଅପରାଧ । ନିର୍ଯାତନା ସହ ଅସଦାଚରଣରେ ବି ଟପରେ ଓଡ଼ିଶା । ଦୁଷ୍କର୍ମ ଆଦି ମାମଲାରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ । ରାଜ୍ୟରେ ବଢ଼ିଚାଲିଛି ମହିଳାଙ୍କ ଉପରେ ନିର୍ଯାତନା ମାମଲା ।…

ରାଜ୍ୟରେ ରହିବ ନାହିଁ ଶିକ୍ଷକ ଅଭାବ, ୫୩ ହଜାର ଶିକ୍ଷକ ନିଯୁକ୍ତି ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ଅଭାବ ରହିବ ନାହିଁ । ଏନେଇ ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି- ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୫, ଦ୍ଵିତୀୟ ପର୍ଯ୍ୟାୟରେ ୩୪୬୧ ଓ ତୃତୀୟ ପର୍ଯ୍ୟାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇଛି ।…

କାଠି କଣ୍ଢେଇ କାରିଗର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: କେନ୍ଦୁଝରର ବିଶିଷ୍ଟ କାଠି କଣ୍ଢେଇ କାରିଗର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ । ରାଷ୍ଟ୍ରପତି ଭବନରେ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାଗୁଣି ଚରଣ କୁଅଁର ଏକାଧାରରେ ଜଣେ କାଠି କଣ୍ଢେଇ ଶିଳ୍ପୀ, କାଠ, ମାଟି, ପଥର ଓ ସିମେଣ୍ଟର…

ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟରେ ବଡ଼ ଟ୍ୱିଷ୍ଟ ! ଦ୍ୱିତୀୟ ଯୁବତୀଙ୍କ ସଂପୃକ୍ତିର ଥିଓରିକୁ ନେଇ ଚର୍ଚ୍ଚା…

ଭୁବନେଶ୍ୱର: ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ମୋବାଇଲରେ ସେଲଫି ନେଇଥିଲେ ଡିଜେ ଆଜେକ୍ସ । ହେଲେ ଏଠି ଫଟୋ ପାଇଁ ହସ ହସ ପୋଜ୍ ନଥିଲା, ଆଖିରେ ଭରି ରହିଥିଲା ଲୁହ । ସେହି ଫଟୋକୁ ଅକ୍ଷୟ ପଠାଇଥିଲେ ଗର୍ଲଫ୍ରେଣ୍ଡ ଜିଜ୍ଞାସାଙ୍କ ପାଖକୁ । ଫଟୋ ସହ ମେଲ୍‌ରେ ଲେଖିଥିଲେ ଅନେକ କୋହଭରା କଥା ।…

ଲସି ପିଇଲେ ମିଳେ ଏହି ସବୁ ଲାଭ..

ଖରାଦିନରେ କିଛି ସ୍ୱତନ୍ତ୍ର ପାନୀୟ ପିଇବା ନିତ।ନ୍ତ ଆବଶ୍ୟକ। ଏହାଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ ଖରାଦିନରେ ବିଶେଷ କରି ଦହି ଲସି ଓ ସରବତ ପିଇବା ଖୁବ ଲାଭଦାୟକ। ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ .. ୧- ଖରାଦିନରେ ଦହି ପିଇବା ଦ୍ୱାରା ପେଟ ଥଣ୍ଡାସହ…

ଆମାଜନରୁ ମଗାଇଥିଲେ ଆଇଫୋନ, ଘରକୁ ଆସିଲା ଦୁଇଖଣ୍ଡ ପଥର

ନୂଆଦିଲ୍ଲୀ: ଇଣ୍ଟରନେଟ ଯୁଗରେ ଜୀବନ ଜିଇଁବା ସରଳ ହୋଇଯାଇଛି ବୋଲି କୁହାଯାଉଛି। ଲୋକମାନେ ଘରେ ବସି ତାଙ୍କ ମନ ପସନ୍ଦର ସାମଗ୍ରୀକୁ ହାତପାହାନ୍ତାରେ ପାଇ ପାରୁଛନ୍ତି। ଗୋଟିଏ କ୍ଲିକରେ ଖାଦ୍ୟ ଠାରୁ ଆରମ୍ଭ କରି ପୋଷାକ ସହିତ ଘରର ସାମଗ୍ରୀ ଇତ୍ୟାଦିକୁ ଲୋକେ ଘରେ ବସି କିଣି ପାରୁଛନ୍ତି।…

ଶେଷ ଦିନିକିଆରେ ଭାରତ ୨୧ରନରେ ପରାସ୍ତ,୨-୧ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

ଚେନ୍ନାଇ: ତୃତୀୟ ଦିନିକିଆରେ ପରାସ୍ତ ହେଲା ଭାରତ । ଏହି ପରାଜୟ ସହ ଭାରତ ଅଷ୍ଟ୍ରେଲିଆ ନିକଟରୁ ୨-୧ରେ ସିରିଜ ହାରିଛି । ଚେନ୍ନାଇରେ ଖେଳାଯାଉଥିବ ଶେଷ ଦିନିକିଆରେ ଘରୋଇ ଦଳକୁ ୨୧ ରନରେ ମାତ୍ ଦେଇଛି କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆ ପାଇଁ ଆଡାମ ଜାମ୍ପା ୪ ୱିକେଟ ନେଇ ଭାରତର ବିପର୍ଯ୍ୟୟରେ…

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରଖ୍ୟାତ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ଜଣାଶୁଣା ହାସ୍ୟାଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…

ଫିରିଗିଂଆ ବ୍ଲକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି

ଫିରିଗିଂଆ: ବୁଧବାରଦିନ ବ୍ଲକ୍ ପରିସର ମଧ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି । କାର୍ଯ୍ୟକ୍ରମରେ କନ୍ଧମାଳ ଅତିରିକ୍ତ ଜିଲାପାଳ  ବସନ୍ତ ସାହୁ , ପଚାଂୟତ ସମିତି ଅଧ୍ୟକ୍ଷା ମିନତି କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ…