Breaking News

ରମଜାନ ୨୦୨୩: ଆଜି ଭାରତରେ ଦିଶିଲାନି ରମଜାନର ଚାନ୍ଦ, ମାର୍ଚ୍ଚ ୨୪ ରେ ହେବ ଜୁମା

ନୂଆଦିଲ୍ଲୀ: ଆଜି ଦେଶର କୌଣସି ଅଞ୍ଚଳରେ ରମଜାନ ଚାନ୍ଦ ଦେଖାଯାଇ ନାହିଁ। ବର୍ତ୍ତମାନ ପ୍ରଥମ ରୋଜା ଶୁକ୍ରବାର ଅର୍ଥାତ୍ ମାର୍ଚ୍ଚ ୨୪ ରେ ହେବ। ଦିଲ୍ଲୀ ସହିତ ଆଜି ଲକ୍ଷ୍ନୌରେ ଚନ୍ଦ୍ର ଦେଖାଯାଇ ନଥିଲା। ଏବେ ଆସନ୍ତାକାଲି ଚନ୍ଦ୍ର ପୁଣି ଦେଖାଯିବ। ସୁନ୍ନି ମାର୍କଜୀ ଚାନ୍ଦ କମିଟିର ସଭାପତି…

ଆସନ୍ତାକାଲିଠାରୁ ପୁଣି ବର୍ଷିବ ; ଏହି ରାଜ୍ୟଗୁଡିକ ପାଇଁ ସତର୍କ ସୂଚନା, ବର୍ଷା ସହ କୁଆପଥର ମାଡ

ନୂଆଦିଲ୍ଲୀ : ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରୀ ଫେବୃଆରୀ ମାସରୁ ତାତି ଅସହ୍ୟ ହେଲା । ଖରାର ପ୍ରକୋପ ଲୋକମାନେ ସହି ପାରିଲେ ନାହିଁ । ପୂର୍ବାନୁମାନ କରାଗଲା ଯେ, ଚଳିତ ବର୍ଷ ଉତ୍ତାପ ଏହାର ସମସ୍ତ ରେକର୍ଡ ଭାଙ୍ଗିବ। ତେବେ ମାର୍ଚ୍ଚ ଶେଷ ସୁଦ୍ଧା ପାଗରେ ହଠାତ୍ ପରିବର୍ତ୍ତନ ଆସିଲା ।…

ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ

କନ୍ଧମାଳ : ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଜିଲା ପ୍ରେସ କ୍ଳବ ଠାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ଉପସଭାପତି ଏ ଶ୍ରୀନିବାସ ରାଓଙ୍କ ପୌରୋହିତ୍ୟରେ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଛି।କନ୍ଧମାଳ ଜିଲ୍ଲା ଭାରତୀୟ ମଜଦୂର ସଂଘର ସଭାପତି ଅଶୋକ ପରିଡା ବୈଠକରେ ଯୋଗ…

ସେନସଭଲ ସ୍ୱଛାସେବୀ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଅଶୋକ ପରିଡା ସମ୍ବର୍ଦ୍ଧିତ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ସ୍ୱଛାସେବୀ କାର୍ଯ୍ୟ କରିଆସୁଥିବା ସ୍ୱଛାସେବୀ ଅନୁଷ୍ଠାନ ସେନସଭଲର ବାର୍ଷିକ ଉତ୍ସବ ଟିକାବାଲି ର ଦାସାଗୁଡା ଠାରେ ଅନୁଷ୍ଠିତ ।ସେନସଭଲର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ଅତିଥି ପରିଚୟ କରି ଅନୁଷ୍ଠାନ ର ବିବରଣୀ ପାଠ କରିଥିଲେ।ପ୍ରାକୃତିକ ସମ୍ପଦର…

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୋଟା ଦରମା ସାଙ୍ଗକୁ ବିନ୍ଦାସ ଲାଇଫ୍‌ ବଞ୍ଚୁଥିଲେ। ମାତ୍ର ହଠାତ୍‌ ଗତବର୍ଷ ଅଗଷ୍ଟରେ…

ଭୁବନେଶ୍ଵର: ଅମୃତକାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ। ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ। ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ…

ଶ୍ୱେତା ଆତ୍ମହତ୍ୟା ମାମଲା; ୬ ମାସ ପରେ ବନ୍ଧା ହେଲେ ବୟଫ୍ରେଣ୍ଡ ସୌମ୍ୟଜିତ

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୃତ୍ୟୁକୁ ୬ ମାସ ପୂରି ସାରିଥିବା ବେଳେ ଆଜି ସକାଳୁ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ  ଗିରଫ କରିଛି କମିଶନରେଟ୍ ପୁଲିସ୍‌। ଆଜି ଭୋରରୁ ସମ୍ବଲପୁର ବଂଶୀଧର ନଗରସ୍ଥିତ ଘରୁ ସୌମ୍ୟଜିତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌। ଆଜି ଭୋର ପ୍ରାୟ…

ସମାଜସେବୀ ଅଶୋକ ପରିଡା ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ ସେବାକୁ ନିଶା ଭାବେ ଗ୍ରହଣ କରି ସମାଜ ସେବା କ୍ଷେତ୍ରରେ ଯତକିଞ୍ଚିତ କାର୍ଯ୍ୟ କରୁଥିବା ଅଶୋକ ପରିଡାଙ୍କୁ ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ପ୍ରେରଣା ଇଣ୍ଟରନେସନାଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ବୃକ୍ଷ କୁ ଭଲପାଉଥିବା ଓ ପରିବେଶ ସୁରକ୍ଷା କୁ ଅଗ୍ରାଧିକାର…

ସୁଯୋଗ ଅଛି; ପ୍ରୋତ୍ସାହନ ନାହିଁ କନ୍ଧମାଳ​ରେ ପର୍ୟ୍ୟଟନ ଶିଳ୍ପ ସ୍ଥାଣୁ

ଫୁଲବାଣୀ: କନ୍ଧମାଳ ଜିଲାକୁ ପ୍ରକୃତିର ଅବଦାନ ଅତୁଳନୀୟ। ଏହାର ସବୁଜ ଅରଣ୍ୟ, ଜୀବଜନ୍ତୁ, ସୁନ୍ଦର ପରିବେଶ ଏବଂ ସର୍ପିଳ ଘାଟି ରାସ୍ତା ପର୍ୟ୍ୟଟକଙ୍କୁ ଆକର୍ଷିତ କରିଥାଏ। କଫି ଗାର୍ଡ଼େନର ଦୃଶ୍ୟ, ପାଇନ ଜଙ୍ଗଲ, ସୁଉଚ୍ଚ ପାହାଡ଼ ପାର୍ଶ୍ବ ଦେଇ ଯାତ୍ରା ବେଳେ ରାସ୍ତା କଡ଼ରେ ବହି ଯାଉଥିବା ଝରଣାର…

କେଳାପଡା ଗ୍ରାମ ପଞ୍ଚାୟତରେ ‘କିଶୋର କିଶୋରୀ କ୍ଲବ’ ଗଠନ

ଭୁବନେଶ୍ବର: ଫିରିଙ୍ଗିଆ ବ୍ଳକ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ବୁନା କହଁର ଓ ସମାଜ ସେବୀ ଅକ୍ଷୟ କୁମାର ନାୟକଙ୍କ ନେତୃତ୍ବରେ କେଳାପଡା ଗ୍ରାମ ପଞ୍ଚାୟତର ବିଭିହ୍ନ ଗ୍ରାମରୁ ୧୫ ବର୍ଷରୁ ୧୯ ବର୍ଷର କିଶୋର କିଶୋରୀଙ୍କୁ ନେଇ ‘କିଶୋର କିଶୋରୀ କ୍ଳବ’ ଗଠନ କରା ଯାଇଥିଲା। ଉକ୍ତ କ୍ଳବ୍ ଗଠନରେ…

ଜୀବନ ଧାରଣର ମାନରେ ଉନ୍ନତି ପାଇଁ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ: ୨୫୦ କୋଟି ଖର୍ଚ୍ଚ, ୪ଟି ଜିଲାର ୨ ଲକ୍ଷ ଲୋକ ଉପକୃତ ହେବେ ବିଦ୍ୟୁତ ଅପଚୟ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲାରେ ୫ଟି ଉଚ୍ଚକ୍ଷମତା…