Breaking News

ବାଟବଣା ମୁକ୍ତା ଯୋଜନା: ମାଟିରେ ମିଶି ଗଲାଣି ବର୍ଷା ଜଳ ଅମଳ ପ୍ରକଳ୍ପ, ପ୍ରମାଣ ଭାବେ କେବଳ ରହିଛି ଫଳକ

ଭୁବନେଶ୍ୱର: ସହରାଞ୍ଚଳ ଗରିବଙ୍କର ଜୀବନଧାରଣ ମାନରେ ଉନ୍ନତି ହେବ। ତା’ ସହିତ ସହରରେ ଭିତ୍ତିଭୂମି ପ୍ରତିଷ୍ଠା ହେବ। ଦୀର୍ଘ ଦିନର ମାନସ ମନ୍ଥନ ପରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା)। ପ୍ରଥମେ ଏହି ଅଭିଯାନ ଅଧୀନରେ କେବଳ ବର୍ଷାଜଳ ଅମଳ ପ୍ରକଳ୍ପ…

ଜନଶକ୍ତି ପ୍ରିମିୟର କ୍ରିକେଟ ଲିଗ, ଜନଶକ୍ତି ଡେୟାର ଡେଭିଲ୍ସ ବିଜୟୀ

ଭୁବନେଶ୍ୱର: ଜନଶକ୍ତି ଗ୍ରୁପ ଅଫ କମ୍ପାନୀ ତରଫରୁ ବାର୍ଷିକ କ୍ରିକେଟ ମହୋତ୍ସବ ନହରକଣ୍ଟାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନଶକ୍ତି ସୁପର କିଙ୍ଗସ, ଜଶକ୍ତି ୱାରିୟର୍ସ ଏବଂ ଜନଶକ୍ତି ଡେୟାର ଡେଭିଲ୍ସ ଅଂଶଗ୍ରହଣ କରିଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚ ଜନଶକ୍ତି ୱାରିୟର୍ସ ଏବଂ…

ରାଜ୍ୟରେ ଆଗାମୀ ଦୁଇ ଦିନ ଆହୁରି ଥରାଇବ ଶୀତ, ୯ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱ: ଜାଡ଼ରେ ଆହୁରି ଦୁଇ ଦିନ ଥରିବ ରାଜ୍ୟର ଅଧିକାଂଶ ଜିଲ୍ଲା। ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବ। ଆଜି ଓ ଆସନ୍ତାକାଲି କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ଜାରି କରିଥିବା…

କମିଶନରେଟ ପୁଲିସକୁ ବଡ ସଫଳତା: ଗିରଫ ହେଲା ଇରାନୀ ଗ୍ୟାଙ୍ଗ, ୫ ବାଇକ୍‌ ୧୭ ସୁନା ଚେନ୍‌ ଜବତ

ଭୁବନେଶ୍ୱର: କମିଶନରେଟ ପୁଲିସକୁ ବଡ ସଫଳତା । ଇରାନୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ। ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକ, ୧୭ ଟି ସୁନା ଚେନ ସହ ରତ୍ନ ପଥର ଜବତ କରିଛି। ବୁଲା ବିକାଳୀ ବେଶରେ ଆସି ବିଭିନ୍ନ ସ୍ଥାନରେ ଲୁଟ କରିଥାନ୍ତି ଏହି ଗ୍ୟାଙ୍ଗ।…

ଶାଳୀଙ୍କ ନାଁରେ କୋଠା, ପତ୍ନୀଙ୍କ ନାଁ ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପରଜଙ୍ଗର ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁତୁରା ତଥା ଭୁବନେଶ୍ୱରର ଆର୍‌ଡବ୍ଳ୍ୟୁଏସ୍‌ଏସ୍‌ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ତାଙ୍କର ୨ଟି ତିନି ମହଲା ଓ ଗୋଟିଏ ଦୁଇ ମହଲା କୋଠା ସମେତ…

ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା, ଗୋଟିଏ ଦିନରେ ସର୍ବାଧିକ ୫ଟି ଯାତ୍ରା ପାର୍ଟିକୁ ଯାତ୍ରା ପ୍ରଦର୍ଶନ ପାଇଁ ଦିଆଯିବ…

ଭୁବନେଶ୍ବର: ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା, ଫେବୃଆରୀ ୧୦ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୨୮ରୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ଖଣ୍ଡଗିରି ମେଳା ପାଇଁ ଅନୁମତି ଦିଆଯାଇଛି। ଗୋଟିଏ ଦିନରେ ସର୍ବାଧିକ ୫ଟି ଯାତ୍ରା ପାର୍ଟିକୁ ଯାତ୍ରା ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।…

ଜାଣନ୍ତୁ.. ଜିଓ-ଏୟାରଟେଲ୍‌ ୟୁଜର କେମିତି ପାଇବେ 5G ସେବା ?

ଭାରତରେ ଆରମ୍ଭ ହୋଇସାରିଛି 5G ସେବା । ଲଞ୍ଚ ହେବାର ମାତ୍ର ୪ ମାସ ମଧ୍ୟରେ ଦେଶର ପ୍ରାୟ ୫୦ ସହରରେ 5G ସେବା ଉପଲବ୍ଧ ହେଉଛି । ଭାରତରେ ଦୁଇ ଟେଲିକମ୍‌ ସଂସ୍ଥା ଏୟାରଟେଲ ଓ ଜିଓ 5G ସେବା ଯୋଗାଉଛନ୍ତି । ଏହି ଦୁଇ ସଂସ୍ଥା ସାରା ଭାରତରେ ଯଥାଶୀଘ୍ର 5G ସେବା ପହଞ୍ଚାଇବା ପାଇଁ ପ୍ରାଣପଣେ…

ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା

କଟକ: ଘୋଷଣା  ହେଲା ମାଟ୍ରିକ୍ ପରୀକ୍ଷାର ତାରିଖ। ଏହା  ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖ ଚାଲିବ। ଏନେଇ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି। ଏହି ଘୋଷଣା ସମୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାରରଂଜନ…

ଜଞ୍ଜିର ଲଗାଇ ଏଟିଏମ ଉଠାଇ ନେଲେ ଦୁବୃର୍ତ୍ତ : କ୍ୟାମରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଡକାୟତମାନଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଯାହା ଆପଣ ଏକ ଭିଡିଓ ଦେଖିଲେ ଅନୁମାନ କରିପାରିବେ । ବିମାନବନ୍ଦର ପୋଲିସ ଷ୍ଟେସନ ପରିସରର ଶିଖରଗଡ ମିନି ମାର୍କେଟରେ ଏଟିଏମ ଡକାୟତି ଘଟଣା ଘଟିଛି । ଡକାୟତମାନେ ରାତିରେ ଏକ ବୋଲେରୋରେ ଆସି କିଛି ମିନିଟ ମଧ୍ୟରେ…

ଶେଷ ହେଲା ଚିଲିିକାରେ ପକ୍ଷୀ ଗଣନା: ଗତବର୍ଷ ଅପେକ୍ଷା ବଢିଛି ପକ୍ଷୀଙ୍କ ସଂଖ୍ୟା, ଚଳିତବର୍ଷ ୧୧ଲକ୍ଷ ୩୧ହଜାର…

ଖୋର୍ଦ୍ଧା/ବାଲୁଗାଁ: ମରାଳ ମାଳିନୀ ନିଳାମ୍ବୁ ଚିଲିକାକୁ ଶୀତଦିନ ଆସିଲେ ଦେଶ ବିଦେଶରୁ ଲକ୍ଷଲକ୍ଷ ନାନା ପ୍ରଜାତିର ପକ୍ଷୀଙ୍କ ସମାଗମ ହୁଏ । ତେବେ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା ବୁଧବାର ଶେଷ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ, ଚିଲ୍ଲିକା ଉନ୍ନୟନ କର୍ତୁପକ୍ଷ (ସିଡିଏ) ମିଳିତ…