Breaking News

ରାଜ୍ୟରେ ବଢିଛି ନିଯୁକ୍ତି ହାର : ବର୍ଷକ ମଧ୍ୟରେ ବିଭିନ୍ନ ବିଭାଗରେ ପୂରଣ ହୋଇଛି ୩୦ ହଜାରରୁ ଉର୍ଦ୍ଧ୍ବ ପଦ

ଭୁବନେଶ୍ୱର : ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ବିକାଶର ଶିଖର ଛୁଇଁଛି। ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟରେ ଖାଲିଥିବା ସବୁ ପଦ ପୂରଣ କରିବା ଲକ୍ଷ୍ୟରେ ଅଛନ୍ତି…

କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ୧୨୦ ବର୍ଷର ବାଲି, ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେଲା କାର୍ଯ୍ୟ

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ୧୨୦ ବର୍ଷର ବାଲି । ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ପ୍ରଥମ ପର୍ଯ୍ୟାୟରେ ବାଲି କାଢ଼ିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ…

ଓଡ଼ିଶାର ଏମିତି ଏକ ସ୍ଥାନ…ଯେଉଁଠି ଭଗବାନ୍‌ ନୁହଁନ୍ତି, ପୂଜା ପାଏ ଅସୁର !

ଭଗବାନ୍ ନୁହେଁ ଗାଁରେ ହେଉଛି ଅସୁର ପୂଜା । କାନକୁ ଅଡୁଆ ଲାଗୁଥିବ । ଦେବତାଙ୍କୁ ପୂଜା ନ କରି ଅସୁରଙ୍କୁ ପୂଜା କରାଯାଉଛି । ହେଲେ ଏକଥା ସମ୍ପୂର୍ଣ୍ଣ ସତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଆନନ୍ଦପୁର ଗାଁର ଚନ୍ଦସାହିରେ ଅସୁର ପୂଜା ହେଉଛି । ପ୍ରତ୍ୟେକ ବର୍ଷ ଶାମ୍ବ ଦଶମୀ ଦିନ ଏଠାରେ…

ରାଜ୍ୟରେ ଆରମ୍ଭ ହେବ ୫-ଜି ସେବା: ସେବା ଯୋଗାଇଦେବେ ଜିଓ, ଏୟାରଟେଲ୍

ପୂରଣ ହେବାକୁ ଯାଉଛି ରାଜ୍ୟବାସୀଙ୍କ ୫-ଜି ସ୍ୱପ୍ନ । ଜାନୁୟାରୀ ମାସରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହେବ ନିକଟରେ କହିଥିଲେ କେନ୍ଦ୍ର ଆଇଟିମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗୁରୁବାର ଦିନ ଭୁବନେଶ୍ୱର, କଟକ ସମେତ କିଛି ସ୍ଥାନରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଛି । ଦେଶରେ ଗତବର୍ଷ ଅକ୍ଟୋବର…

ବିଭିନ୍ନ ଦେଶରେ ବଢ଼ୁଛି କରୋନା ସଂକ୍ରମଣ। ଭାରତରେ ମାର୍ଚ୍ଚ ମାସରେ ଆସିବ କି ଚତୁର୍ଥ ଲହର? ସ୍ଥିତିର ମୁକାବିଲା ପାଇଁ…

ଭୁବନେଶ୍ବର: କରୋନାର ଚତୁର୍ଥ ଲହର ନେଇ ଆକଳନ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଭିତରେ ପ୍ରଶ୍ନ ଆସୁଛି- ଆସିବ କି ଚତୁର୍ଥ ଲହର? ଯଦି ଆସିବ, କେତେ ଭୟାବହ ହେବ ? ଯଦିଓ ଭାରତରେ ୪ର୍ଥ ଲହର ଆସିବା ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ, ତଥାପି ବିଭିନ୍ନ ଦେଶରେ ବଢ଼ୁଥିବା ସଂକ୍ରମଣ ଯୋଗୁଁ…

ପାକିସ୍ତାନରେ ହନିଟ୍ରାପ ଭୂକମ୍ପର ଝଟକା: ସିନେମା ଜଗତରୁ ସେନା ଯାଏଁ ହଇଚଇ

ପାକିସ୍ତାନ: ହନିଟ୍ରାପରେ ପାକ୍ ରାଜନେତା । ପାକିସ୍ତାନର ନାମୀଦାମୀ ଅଭିନେତ୍ରୀ ଓ ମଡେଲଙ୍କ ସହାୟତାରେ ନେତାଙ୍କୁ କରାଯାଉଥିଲା ଟାର୍ଗେଟ । ବଡ଼ କଥା ହେଉଛି, ପାକିସ୍ତାନ ସେନା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସଆଇ ବିରୋଧରେ ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି । ପାକ୍ ସେନାର ପୂର୍ବତନ ମେଜର ଆଦିଲ…

ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ ଜାନୁଆରି ୭ରେ, ଯୋଗଦେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.…

ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍‌  କ୍ରିଟିକାଲ୍‌ କେୟାର୍‌ ହସ୍‌ପିଟାଲ୍‌ ବିଲ୍ଡିଂର ଭିତ୍ତିପ୍ରସ୍ଥର ସ୍ଥାପନ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର…

ବିଶ୍ବବିଦ୍ୟାଳୟର ୩ଟି ଏକାଡେମିକ ବ୍ଲକ ଓ ଭାସ୍କର୍ଯ୍ୟ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ, Illustrated…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ ଏକାଡେମିକ୍‌ ବ୍ଲକ୍‌କୁ ଲୋକାର୍ପିତ ମଧ୍ୟ କରିଛନ୍ତି । ଏହି ଅବସରରେ…

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ବିଜେବି କଲେଜରେ ଗଣ୍ଡଗୋଳ: ୨ ନାବାଳକ ସମେତ ୪ ଛାତ୍ର ଥାନାରେ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) କଲେଜରେ ଆଜି ଦେଖାଯାଇଥିବା ଗଣ୍ଡଗୋଳ ଘଟଣାରେ ବରଗଡ଼ ପୁଲିସ ୪ ଜଣ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ୨ ଜଣ ସାବାଳକ ଓ ଅନ୍ୟ ୨ ଜଣ ନାବାଳକ ଥିବା ଜଣାଯାଇଛି। ପ୍ରେମ ବ୍ୟାପାରକୁ…

ହକି ବିଶ୍ୱକପ୍: ରହିବନି ବାଧ୍ୟତାମୂଳକ ଗାଇଡ୍‌ ଲାଇନ

ଭୁବନେଶ୍ୱର: ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ଅନୁଷ୍ଠିତ ହେବ ହକି ବିଶ୍ୱକପ୍ ମ୍ୟାଚ୍‌। ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ ଲାଇନ ରହିବ ନାହିଁ। ହକି ବିଶ୍ୱକପ୍ ରୂପରେଖ ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ହକି ମହାକୁମ୍ଭ ପାଇଁ ରାଜ୍ୟ…