Breaking News

ଇତିହାସ ରଚିଲା ନନ୍ଦନକାନନ, ୪ ହଜାର ଟପିଲା ଜୀବଜନ୍ତୁ ସଂଖ୍ୟା

ଭୁବନେଶ୍ବର : ସମୟ ଥିଲା, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାର୍ଷିକ ଆୟ ୧୭କୋଟିରେ ପହଞ୍ଚିଥିଲା। ପର୍ଯ୍ୟଟକଙ୍କ ଆଗମନ ୩୨ଲକ୍ଷ ଛୁଇଁଥିଲା। ଜୀବଜନ୍ତୁଙ୍କ ସଂଖ୍ୟା ଅଧିକ ନ ଥିଲା କି ସେଭଳି କିଛି ଆକର୍ଷଣୀୟ କାର୍ଯ୍ୟକ୍ରମ ହେଉ ନଥିଲା। ତା’ ପରେ ବି ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲା। ମାତ୍ର ୨୦୨୦…

ଏତଲାରୁ ଖୋଲିଲା ରହସ୍ୟ; ଶାରୀରିକ ସମ୍ପର୍କ ରଖି ଧୋକା ଦେଇଛନ୍ତି ବୟଫ୍ରେଣ୍ଡ୍‌!

ଚମ୍ପୁଆ: ବିବାହ ପ୍ରତିଶ୍ରୁତି ଦେଇ ଡାକ୍ତର ଶୁଭଶ୍ରୀ କରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଡାକ୍ତର ଦିବ୍ୟରଞ୍ଜନ ମାଝୀ! ହେଲେ ପରବର୍ତ୍ତୀ ସମୟରେ ବାହା ହେବା ପାଇଁ ମନା କରିଦେବାରୁ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶୁଭଶ୍ରୀ। ଗତ ୨୦ ତାରିଖରେ ଲେଖିଥିବା ଏଫ୍‌ଆଇଆର୍‌ରେ ଡାକ୍ତର…

ହଳଦୀ କଫିର ଚମତ୍କାରିତା, ମିଳିବ ଏସବୁ ଫାଇଦା

ଭୁବନେଶ୍ବର: ଆଜିକାଲି କଫି କାହାକୁ ପସନ୍ଦ ନୂହେଁ । ବିନା କଫିରେ କିଛି ଲୋକ ବିଛଣା ଛାଡିନଥାନ୍ତି ବୋଲି କହିବା ମଧ୍ୟ କିଛି ଭୁଲ ହେବ ନାହିଁ । ଅଧିକାଂଶ ଲୋକଙ୍କର ଦିନ କଫିରେ ଆରମ୍ଭ ହୋଇଥିବା ବେଳେ ଅନ୍ୟ କିଛି କଫି ପିଇ ନିଜକୁ ସତେଜ ଅନୁଭବ କରିଥାନ୍ତି । ତେବ କିଛି ବିଶେଷଜ୍ଞଙ୍କ…

ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟାକୁ ନେଇ ବଢ଼ୁଛି ସନ୍ଦେହ

ଝାଡ଼ଖଣ୍ଡ: ବାଗନାନରେ ଝାଡ଼ଖଣ୍ଡ ଅଭିନେତ୍ରୀ ତଥା ୟୁଟ୍ୟୁବର ରିୟା କୁମାରୀଙ୍କ ହତ୍ୟାକୁ ନେଇ ରାଜ୍ୟ ଅଶାନ୍ତ ହୋଇପଡ଼ିଛି। ଏହି ହତ୍ୟାକାଣ୍ଡ କିଏ କରିଛି, ହତ୍ୟାକାଣ୍ଡର ମୋଟିଭ କଣ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏବେ ଏହି ହତ୍ୟାକାଣ୍ଡରେ ଆସିଛି ଏକ ନୂଆ ମୋଡ଼। ଏଭଳି ପରିସ୍ଥିତିରେ ପୋଲିସ…

ବର୍ଷ ବର୍ଷ ଧରି ସ୍କୁଲ ଆସୁ ନ ଥିଲେ, ବିଦା ହେଲେ ୧୦ ଶିକ୍ଷକ

ମାଲକାନଗିରି:  ଶିକ୍ଷାଦାନ ପରି ମହତ କାମ ପାଇଁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ହେଲେ ପିଲାମାନଙ୍କୁ ଶିକ୍ଷାଦାନ କରିବା ପରିବର୍ତ୍ତେ ବର୍ଷ ବର୍ଷ ଛୁଟିରେ ରହିଲେ। ଏନେଇ ନା କୌଣସି ଦରଖାସ୍ତ ଦେଲେ ନା ପଠା ଯାଉଥିବା ନୋଟିସର ଉତ୍ତର ଦେଲେ। ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ପାଇଥିବା ୧୦…

କେମିତି ରହିବ ୨୦୨୩ ଜାନୁଆରୀରେ ଆର୍ଥିକ ସ୍ଥିତି ?

ଭୁବନେଶ୍ବର: ଆସି ସାରିଛି ନୂଆବର୍ଷ ୨୦୨୩ । ସବୁଠି ଉତ୍ସାହର ମାହୋଲ । ପିଲାଠୁ ବୟସ୍କ ସମସ୍ତେ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ନୂଆବର୍ଷର ପ୍ରଥମ ମାସ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଖୁସି ଖବର ନେଇ ଆସୁଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ମେଷ ଓ ମକର ରାଶିର ବ୍ୟକ୍ତିଙ୍କ ଆୟ…

ରୂପ ବଦଳାଇଛି କରୋନା, ଦେଶରେ xbb 1.5 ନୂଆ ଭ୍ୟାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ରୂପ ବଦଳାଇଛି କରୋନା । ଦେଶରେ xbb 1.5 ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଥର କରୋନା ରୂପ ବଦଳାଇଲାଣି । ନୂଆ ଭ୍ୟାରିଆଣ୍ଟର ଲକ୍ଷଣ ଓ ଭୟାବହତା କେତେ ହେବ, ଜଣାପଡ଼ିନାହିଁ । ସେ ନେଇ ପରୀକ୍ଷା ଚାଲିଛି। ବର୍ତ୍ତମାନ ରାଜ୍ୟରେ ମାତ୍ର ୫୦ଜଣ କରୋନା…

ଲଣ୍ଡା ପାହାଡ଼ ହେଲା ସବୁଜ ସୁନ୍ଦର

ବ୍ରହ୍ମପୁର : ଗିରିସୋଲା ନିକଟରେ ଥିବା ଏକ ଲଣ୍ଡା ପାହାଡ଼ରେ ମଞ୍ଜି ଓ ସିଡ୍‌ବଲ୍‌ ବିଞ୍ଚିବା ଫଳରେ ବିଭିନ୍ନ କିସମର ଫଳ ଗଛ ବଢ଼ିଛି। ଏହି ଲଣ୍ଡାପାହାଡ଼ ସବୁଜ ସୁନ୍ଦର ପାଲଟିଛି। ପରିବେଶ ସୁରକ୍ଷା ପାଇଁ ୧୫ବର୍ଷ ଧରି ଅଣ୍ଟା ଭିଡ଼ିଥିବା ଜଣେ ଅଧ୍ୟାପକଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର…

ଜୀବନ ହାରିବା ପୂର୍ବରୁ ଲେଖିଯାଇଛନ୍ତି ନୋଟ, ‘ ମୋ ମୃତ୍ୟୁ ପାଇଁ ଭାଜପା ବିଧାୟକଙ୍କ ସମେତ ୬ଜଣ ଦାୟୀ’

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବସବାସ କରୁଥିବା ଜଣେ ୪୭ ବର୍ଷୀୟ ବ୍ୟକ୍ତି ଜୀବନ ହାରି ଦେଇଛନ୍ତି। ଜୀବନ ହାରିବା ପୂର୍ବରୁ ବ୍ୟକ୍ତି ଜଣକ ନିଜ ହାତଲେଖା ଏକ ନୋଟ୍ ଛାଡ଼ିଯାଇଛନ୍ତି। ଯାହାକୁ ପୁଲିସ ତାଙ୍କ କାରରୁ ଜବତ କରିଛି। ପୁଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ…

ବିଜେଡି ନେତାଙ୍କୁ ମିଳିଲା ନୂଆ ଦାୟିତ୍ବ: ୫ ଜଣ ଜାତୀୟ ମୁଖପାତ୍ର, ୧୬ ଜଣ ମୁଖପାତ୍ର ଓ ୯ ମିଡିଆ ପାନେଲିଷ୍ଟ ନିଯୁକ୍ତ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ବିଜେଡି ନେତାଙ୍କୁ ନୂଆ ଦାୟିତ୍ବ ମିଳିଛି। ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଓ ୧୬ ଜଣ ନେତାଙ୍କୁ ମୁଖପାତ୍ର ଦାୟିତ୍ବ ମିଳିଛି। ଲେନିନ୍ ମହାନ୍ତି ଦଳର ମିଡିଆ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ମଧୁସ୍ମିତା ନାୟକଙ୍କୁ ମିଡିଆ ସହସଂଯୋଜିକା ଦାୟିତ୍ବ…