Breaking News

ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି…

୨୨ ତାରିଖରେ ଅଧାଦିନ ସରକାରୀ ଛୁଟି

ଭୁବନେଶ୍ୱର : ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି । ଏହି ମର୍ମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଚଳିତ ୨୨ ତାରିଖ ଦିନ…

ବିକେନ୍ଦ୍ରୀକରଣ, ସାମଗ୍ରିକ ଓ ଗୋଷ୍ଠୀ ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟଗୃହଓନଗରଉନ୍ନୟନବିଭାଗଆନୁକୂଲ୍ୟରେସହରାଞ୍ଚଳରୂପାନ୍ତରଣସଂପର୍କିତଆନ୍ତର୍ଜାତୀୟ ସମ୍ମିଳନୀଆଜିଠାରୁ ହୋଟେଲଭିଭାନ୍ତା, ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଜାନୁଆରୀ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଆଭାସୀ ବ୍ୟବସ୍ଥା…

ଗ୍ରାହକ ସୁରକ୍ଷାକୁ ସରକାରଙ୍କ ଅଧିକ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଗଔଈଅ)ର ୧୧ତମ ପ୍ରତିଷ୍ଠା ଦିବସରେ ଖଣ୍ଡଗିରିଠାରେ ନବନିର୍ମିତ ଅଫିସ ଗୃହ ତଥା କନଫରେନ୍ସ ଗୃହ ଉଦ୍‌ଘାଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ନିର୍ଦ୍ଦେଶକ ଖାଉଟି…

ଆପଣମାନେ ସୁବିଧାରେ ପୁରୀ ଆସନ୍ତୁ, ମହାପ୍ରଭୁଙ୍କ କୃପା ଲାଭ କରନ୍ତୁ, ଜନସାଧାରଣଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲାରୁ ବସ୍‌ସେବା ଆରମ୍ଭ ହେଲା ଜିଲା ସଦର ମହକୁମାରୁ ଭୁବନେଶ୍ବର ଦେଇ ମହାପ୍ରଭୁଙ୍କ ଧାମ ପୁରୀକୁ ଯିବ ବସ୍‌ ଲକ୍ଷ୍ମୀ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ୍‌ର ମୂଲ୍ୟ ୫ ଟଙ୍କା,…

ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ୩୦.୦୦୦ ପ୍ରଦୀପ ପ୍ରଜ୍ଵଳିତ

ଭୁବନେଶ୍ବର: ଆଜି ଡେରାସ ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ମହାସମାରୋହ ପୂର୍ବକ ଭାବ, ଭକ୍ତି ଓ ଶୃଙ୍ଖଳାର ସହ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବକୁ ପାଳନ କରିବା ନିମନ୍ତେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ , ଶିକ୍ଷକ ମଣ୍ଡଳୀ ତଥା ସାଧୁ ଓ ସଜ୍ଜନ…

ଉତ୍କଳୀୟ କଳା ଭାସ୍କର୍ଯ୍ୟର ଶୋଭା ବର୍ଦ୍ଧନ କରୁଛି ବିରଳ ଖୋଣ୍ଡାଲାଇଟ୍ ପଥର

https://youtu.be/GKSh7A_tGAc ପୁରୀ: ଶ୍ରୀକ୍ଷେତ୍ରରେ ଆଜି ଲୋକାର୍ପିତ ହେବାକୁ ଯାଉଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବ୍ୟବହାର ପାଇଁ ଓଡ଼ିଶା ଖଣି ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିରଳ ଖୋଣ୍ଡାଲାଇଟ୍ ପଥର ଉତ୍କଳୀୟ କଳା ଭାସ୍କର୍ଯ୍ୟର ଶୋଭା ବର୍ଦ୍ଧନ କରୁଛି । ଏହି ଐତିହାସିକ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ:  ଓଡ଼ିଆ ଜାତିର ଭାବ ଏବଂ ଭକ୍ତିର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଏବଂ ନାମ, ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇଛି ସମଗ୍ର ରାଜ୍ୟ । ପୋଷ ଶୁକ୍ଳ ସପ୍ତମୀର ଶୁଭଲଗ୍ନରେ ଏକ ଅନନ୍ୟ ଭାବବିହ୍ୱଳ ଦିବ୍ୟ ପରିବେଶ ମଧ୍ୟରେ ବହୁ…

ଲୋକକଳା ହେଉଛି ଗୋଟିଏ  ଜାତିର ଅସ୍ମତା, ସଚେତନତା  ସ୍ରୁଷ୍ଟି  ଦିଗରେ  ଲୋକକଳା  ସବୁଠାରୁ  ପ୍ରଭାବୀ  ମାଧ୍ୟମ

ଭୁବନେଶ୍ୱର : ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ…

ପ୍ରକୃତି ସହିତ ମନୁଷ୍ୟର ଅନନ୍ୟ ସମ୍ପର୍କକୁ ଆଗାମୀ ପିଢି ଜାଣିବାର ସମୟ ଆସିଛି

ଭୁବନେଶ୍ବର: ବସ୍ତୁବାଦୀଦୁନିଆରୁବହୁଦୂରରେରହୁଥିବାଜନଜାତିସମ୍ପ୍ରଦାୟବର୍ତ୍ତମାନ ନିଜ ସଂସ୍କୃତିକୁନେଇପରିଚିତିପାଇଛି । ଆଜିର ଡିଜିଟାଲ ଯୁଗରେଭାରତୀୟ ଜନଜାତି ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ, କଳା, ଭିଜୁଆଲ୍ ଆର୍ଟ୍ସ ଆଦିକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ଜାତୀୟ ମେଳାର ଆୟୋଜନ…