Breaking News

ବିଜେଡି ନେତାଙ୍କୁ ମିଳିଲା ନୂଆ ଦାୟିତ୍ବ: ୫ ଜଣ ଜାତୀୟ ମୁଖପାତ୍ର, ୧୬ ଜଣ ମୁଖପାତ୍ର ଓ ୯ ମିଡିଆ ପାନେଲିଷ୍ଟ ନିଯୁକ୍ତ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ବିଜେଡି ନେତାଙ୍କୁ ନୂଆ ଦାୟିତ୍ବ ମିଳିଛି। ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଓ ୧୬ ଜଣ ନେତାଙ୍କୁ ମୁଖପାତ୍ର ଦାୟିତ୍ବ ମିଳିଛି। ଲେନିନ୍ ମହାନ୍ତି ଦଳର ମିଡିଆ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ମଧୁସ୍ମିତା ନାୟକଙ୍କୁ ମିଡିଆ ସହସଂଯୋଜିକା ଦାୟିତ୍ବ…

ଜାନୁଆରୀ ମାସର ସବୁ ଛୁଟି ଦିନ ଗୁଡିକ ଦର୍ଶକଙ୍କ ପାଇଁ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ

ଭୁବନେଶ୍ବର: ଜାନୁଆରୀ 2023 ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣ ଙ୍କ ପାଇଁ ଖୋଲା ରହିବ । ଚଳିତ ମାସ ରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟି କୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛ ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା…

ନୂତନ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନୂତନ ବର୍ଷ ୨୦୨୩ ଉପଲକ୍ଷେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କୁ ଇଂରାଜୀ ନବବର୍ଷ ୨୦୨୩ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ…

ଶ୍ରୀମନ୍ଦିର ଭିତରକୁ କେହି ବି ନେଇପାରିବେନି ମୋବାଇଲ, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

ପୁରୀ: ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ଗଜପତି ମହାରାଜ…

ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରିଲେ ସେମାନଙ୍କ ବିକାଶ ହୋଇପାରିବ:ଜିଲାପାଳ

ଫୁଲବାଣୀ: ଜାତୀୟ ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ବର ପାଟିଲ କହିଥିଲେ ଯେ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ କରିଛନ୍ତି।…

କନ୍ଧମାଳ ନିଃସ୍ୱାର୍ଥପରମାର୍ଥ ସେବା ସଂଘ ପକ୍ଷରୁ ହାଟପଦାରେ ରକ୍ତ ଦାନ ଶିବିର, ୧୬ୟୁନିଟ ରକ୍ତ ସଂଗ୍ରହ

ଫୁଲବାଣୀ: ନିଃସ୍ୱାର୍ଥପରମାର୍ଥ ସେବା ସଂଘ କନ୍ଧମାଳ ପକ୍ଷରୁ ହାଟପଦା ମାଆ ନାରାୟଣୀଙ୍କ ସଭାଗୃହରେ ଏକ ସ୍ୱଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ମହତ ଦାନ। ଏହି ସ୍ଲୋଗାନକୁ ଚରିତାର୍ଥ କରିବାକୁ ପ୍ରତ୍ୟେକ ଯୁବକ ଆଗେଇ ଆସିବା ଦରକାର। ନିଃସ୍ୱାର୍ଥ ପରମାର୍ଥ ସେଵା ସଂଘ…

ସରକାର ଆଶାକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ସହ କୁଶଳି ଶ୍ରମିକ ହିସାବରେ ମାସିକ ୧୮ହଜାର ଟଙ୍କା ଦରମା ଦେବା ଆବଶ୍ୟକ

ଫୁଲବାଣୀ:ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଆଶା କର୍ମୀ ସଂଘର ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଫୁଲବାଣୀ ଜିଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀମତୀ ଅମ୍ବିକା ବେହେରା ଙ୍କ ନେତୃତ୍ୱରେ…

ବିକାଶ ମିଶ୍ର ଥିଲେ ଜଣେ ଉଦୀୟମାନ ଯୁବ ସାମ୍ବାଦିକ, ଜିଲ୍ଲାର ବିକାଶ ନିମନ୍ତେ ସର୍ବଦା କରି ଆସୁଥିଲେ ଉଦ୍ୟମ

ଫୁଲବାଣୀ: ମଙ୍ଗଳବାର  ସନ୍ଧ୍ୟା ୫.୩୦ ମିନିଟ ସମୟରେ ଖଜୁରିପଡା ଥାନା ଅନ୍ତର୍ଗତ ସମେପଦର ଠାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା 'ପୃଷ୍ଠଭୂମି' ଦୈନିକ ଖବରକାଗଜ ଏବଂ 'ପିପିଏଲ 'ନିୟୁଜ ୱେବ ଚାନେଲର କନ୍ଧମାଳ ଜିଲ୍ଲା ପ୍ରତିନିଧି ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କର ଅକାଳ ବିୟୋଗରେ ଫୁଲବାଣୀ…

‘ଦୁର୍ନୀତି ପ୍ରଗତି ପ୍ରତିବନ୍ଧକ’ ଆଲୋଚନାଚକ୍ର

ଫୁଲବାଣୀ: ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ତା ୨/୧୧/୨୦୨୨ ରିଖ ବୁଧବାର ସନ୍ଧ୍ୟା ୬ଟା ସମୟରେ ଫୁଲବାଣୀ ପ୍ରେସକ୍ଳବ ଠାରେ ଜିଲ୍ଲା ପ୍ରେସକ୍ଳବ ଓ ମିଳିତ ନାଗରିକ କମିଟି ର ମିଳିତ ସହଯୋଗରେ ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକଙ୍କ ସଭାପତିତ୍ୱରେ 'ଦୁର୍ନୀତି ପ୍ରଗତିର ପ୍ରତିବନ୍ଧକ' …

ସଡକ ଦୁର୍ଘଟଣାରେ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ, ଶେଷକୃତ୍ୟ ସମ୍ପର୍ଣ୍ଣ

ଫୁଲବାଣୀ: ମଙ୍ଗଳବାର  ସନ୍ଧ୍ୟା ୫.୩୦ ମିନିଟ ସମୟରେ ହୋଇଥିବା ସଡକ ଦୁର୍ଘଟଣାରେ ଦୈନିକ ଖବର କାଗଜ 'ପୃଷ୍ଠଭୂମି' ଓ 'ପିପିଏଲ' ୱେବ ଚାନେଲର ଜିଲ୍ଲା ପ୍ରତିନିଧି ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ସମାଜ ଖବରକାଗଜ ଖଜୁରିପଡା ବ୍ଲକ ପ୍ରତିନିଧି ଅନ୍ୟତମ ସାମ୍ବାଦିକ…