Breaking News

କନ୍ଧମାଳ ଜିଲ୍ଲା ମହିଳା ଶକ୍ତି ପକ୍ଷରୁ କ.ନୂଆଁଗା ଠାରେ ବ୍ଲକ୍ ସ୍ତରୀୟ କର୍ମୀ ସମ୍ମିଳନୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମହିଳା ଶକ୍ତି ସଂଗଠନ ପକ୍ଷରୁ  କ.ନୂଆଗାଁ ଠାରେ ଏକ ବ୍ଲକ୍ ସ୍ତରୀୟ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଅଛି । ଏହି ସମ୍ମିଳନୀରେ କ.ନୂଆଗଁ ବ୍ଲକ୍ ଓ ପଞ୍ଚ୍ୟାୟତର ସମସ୍ତ ପଦାଧିକାରୀଙ୍କ ଯୋଗଦାନ କରିଥିଲେ । ମହିଳା ଶକ୍ତି ସଂଗଠନ ର ପଦାଧିକାରୀମାନେ ନିଜ ନିଜ ଭାଷଣରେ ଏହି…

ଶିକ୍ଷାଦାନ ସହିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ସାସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ…

ଫୁଲବାଣୀ: ଶିକ୍ଷାଦାନ ସହିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ସାସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅନୁଷ୍ଠିତ  ହୁଏ ଶିଶୁ ମହୋତ୍ସବ 'ସୁରଭି'। କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ପରେ ଫୁଲବାଣୀ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବକୁ ଏଜେଓ…

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା

ଫୁଲବାଣୀ: ଜଣେ ୯ ବର୍ଷ ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ…

ଗଣମାଧ୍ୟମ ଜନସାଧାରଣଙ୍କ ପାଇଁ ଏକମାତ୍ର ଭରସା

ଫୁଲବାଣୀ: ଦେଶରେ ୧୯୫୦ମସିହା ଅକ୍ଟୋବର୨୮ତାରିଖରେ ଭାରତୀୟ ପେଷାଦାର ସାମ୍ବାଦିକ ମହାସଂଘ ପ୍ରତିଷ୍ଠା ହୋଇଥିଲା। କେ ଚଲପତି ରାଓ ଏହାର ପ୍ରତିଷ୍ଠାତା ସଭାପତି ଥିଲେ। ଡ କେ ବିକ୍ରମ ରାଓ ବର୍ତ୍ତମାନ ଏହି ମହାସଂଘର ସଭାପତି ଅଛନ୍ତି।ଏହାର ସଦସ୍ୟ ସମଗ୍ର ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ…

ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ସ୍ଥାୟୀ କରାଯାଉ

ଫୁଲବାଣୀ: କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା ନିଯୁକ୍ତି ଉଚ୍ଛେଦକରି ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ପରେ ଏବେ ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକମାନେ ସେମାନଙ୍କୁ ସ୍ଥାୟୀ କରିବା ପାଇଁ ଦାବି କରିଛନ୍ତି। କନ୍ଧମାଳ ଜିଲାର ସମସ୍ତ ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକମାନେ…

କେଳାପଡ଼ାରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ପ୍ରତିଯୋଗିତା, କୃତୀ ଛାତ୍ରଛାତ୍ରୀଙ୍କୁ ବ୍ଲକସ୍ତରୀୟ ପାଇଁ ମନୋନୀତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର କେଳାପଡା କ୍ଳଷ୍ଟରରେ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଥିତ ହୋଇଯାଇଛି। କ୍ଲଷ୍ଟର ସଂଯୋଜକ ମନୋଜ କୁମାର ନାୟକ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏଥିରେ କେଳାପଡା କ୍ଲଷ୍ଟରର ୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସାଧାରଣ ଜ୍ଞାନ,…

ନିରଞ୍ଜନ ବେଦାନ୍ତ ସମିତି ପକ୍ଷରୁ ସ୍ୱଛତା ଅଭିଯାନ ଆରମ୍ଭ, ଖଲିଆ ବନ୍ଧରେ ଅଳିଆ ଆବର୍ଜନା ପକାଇଲେ ଫାଇନ

ଫୁଲବାଣୀ:ଦେଶରେ ଆଜାଦୀକି ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଛତାକୁ ଗୁରୁତ୍ୱ ଦେଉଛନ୍ତି ସ୍ୱାମୀ ନିରଞ୍ଜନ ମହାରାଜ। ନିରଞ୍ଜନ ବେଦାନ୍ତ ସମିତି ପକ୍ଷରୁ ଅନୁଷ୍ଠିତ ପନ୍ଦର ଦିନିଆ ପ୍ରବଚନ ଅବସରରେ ଖଲିଆ…

ବେଆଇନ୍ ଭାବରେ ଗଞ୍ଜେଇ ଚାଷ ଯୋଗୁ ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀ ପଥ ଭ୍ରଷ୍ଟ ହେଉଛନ୍ତି

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ରୋକିବା ନିମନ୍ତେ କେଳାପଡ଼ା ପଞ୍ଚାୟତ କାର୍ୟ୍ୟାଳୟ ସଭାଗୃହ ଠାରେ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ତତ୍ତ୍ବାବଧାନରେ ଏହି…

ଗଣିତ ଜ୍ଞାନ ଆହରଣ ପାଇଁ ସାପ୍ତାହିକ ହାଟ ପରିକଳ୍ପନା

ଫୁଲବାଣୀ: କେଳାପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଗଣିତ ଜ୍ଞାନ ଆହରଣ ପାଇଁ ନିଆରା କାର୍ଯ୍ୟକ୍ରମ ସାପ୍ତାହିକ ହାଟର ପରିକଳ୍ପନା କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ସକ୍ରିୟଭାବେ ଅଂଶଗ୍ରହଣ କରି କିଣାବିକା ସାଙ୍ଗକୁ ଓଜନ, ଫେଡ଼ାଣ, ମିଶାଣ, ଗୁଣନ ଆଦି ଗାଣିତିକ ଜ୍ଞାନ…

ଫିରିଙ୍ଗିଆରେ ବ୍ଲକସ୍ତରୀୟ ମନରେଗା ଯୋଜନାର ଜନ ଶୁଣାଣୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବ୍ଲକସ୍ତରୀୟ ମମନରେଗା ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ  ବ୍ଲକ୍ ପରିସର ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମକୁ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ…