Breaking News

କନ୍ଧମାଳ ଜିଲା ସମବାୟ ସଂଘ ର ସଭାପତି ରୁପେ ସୁପ୍ରଭା ନାୟକ ନିର୍ବାଚିତ

ଫୁଲବାଣୀ : କନ୍ଧମାଳ ଜିଲା ସମବାୟ ସମିତି ନିବନ୍ଧକଙ୍କ ଅଧିନରେ ଥିବା ଜିଲା ସମବାୟ ସଂଘର ନିର୍ବାଚନ ରେ ସଭାପତି ରୂପେ ସୁପ୍ରଭା ନାୟକ ନିର୍ବାଚିତ ହୋଇଛନ୍ତି। ଓଡିଶା ସମବାୟ ସମିତି ନିୟମାବଳୀ ୧୯୯୨ ଅନୁଯାୟୀ କନ୍ଧମାଳ ଜିଲ୍ଲା ସମବାୟ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୧୫ଜଣ ବୋର୍ଡ ଅଫ…

ନବ ନିର୍ମାଣ କୃଷକ ସଂଗଠନ କନ୍ଧମାଳ ଶାଖା ପକ୍ଷରୁ ପ୍ରାଇସ ପ୍ରେଷ୍ଟିଜ ଓ ପେନସନ ଦାଵୀରେ ଗଣଧାରଣା

ଫୁଲବାଣୀ: ନବନିର୍ମାଣ କୃଷକ ସଂଗଠନ ଓଡିଶା ଭୁବନେଶ୍ୱର ପକ୍ଷରୁ ଚାଷୀଭାଇମାନଙ୍କ ବିଭିନ୍ନ ସମସ୍ୟା ନେଇ ତାର ସମାଧାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇ ନଥିବାରୁ ଲକ୍ଷେ ଚାଷୀ ଚଣ୍ଡିଖୋଲରୁ ଭୁବନେଶ୍ୱର ଚାଲ ଅଭିଯାନକୁ ସମର୍ଥନ ଜଣାଇ ଫୁଲବାଣୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା…

ନିଃସ୍ୱାର୍ଥ ପରମାର୍ଥ ସେବା ସଂଘ ପକ୍ଷରୁ ଖଲିଆ ବନ୍ଧ ଠାରେ ସ୍ୱଛତା ଅଭିଯାନ

ଫୁଲବାଣୀ : ଦେଶ ସ୍ୱାଧିନର ପଞ୍ଚସ୍ତରୀ ବର୍ଷ ପରେ ଆଜାଦୀକି ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ସ୍ୱଛତାକୁ ଗୁରୁତ୍ୱ ଦେଉଛନ୍ତି। ଏହି ଅବସରରେ ନିଃସ୍ୱାର୍ଥପର ମାର୍ଥ ସେବା ସଂଘ ପକ୍ଷରୁ ଖଲିଆ ବନ୍ଧ ସ୍ଥିତ ଶନି ମନ୍ଦିର ରାସ୍ତାରେ ବ୍ୟାପକ ଅଳିଆ…

ଜିଲା ଲେଖକ ସାମୁଖ୍ୟ କାର୍ଯ୍ୟାଳୟ ଠାରେ ଭାଷା ଆନ୍ଦୋଳନ ବୈଠକ

ଫୁଲବାଣୀ : ଭାଷା ଭିତିରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେଲା। ୧୯୩୬ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହେବାପରେ ଓଡ଼ିଆ ଭାଷା ପ୍ରଚଳନ କରିବା କୁ ଇଂରେଜ ସରକାର ଘୋଷଣା କରିଥିଲେ।୧୯୫୪ ମସିହାରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମନିଷ ନବକୃଷ୍ଣ ଚୌଧୁରୀ ପ୍ରଥମ ବିଧାନ ସଭାର…

ସୂଚନା ଅଧିକାର ଆଇନକୁ ବ୍ୟାପକ ବ୍ୟବହାର ପାଇଁ ଆହ୍ୱାନ

ଭୁବନେଶ୍ୱର: ସୂଚନା ଅଧିକାର ନିୟମ କାର୍ୟ୍ୟକାରୀ ହେବାର ୧୭ ବର୍ଷ ପରେ ବି ଏହାର ବ୍ୟବହାର ଅନେକ ଭାରତୀୟ ଏବେବି କରିନାହାନ୍ତି। ଫଳରେ ଏହି ଯୁଗାନ୍ତକାରୀ ଅଧିନିୟମ ଏକ ନିର୍ଦ୍ଦିଷ୍ଟ ମୃତ୍ୟୁ ଦିଗରେ ଅଗ୍ରସର କରୁଛି। ପ୍ରତିବର୍ଷ ୪୦ ରୁ ୬୦ ଲକ୍ଷ ସୂଚନା ଆବେଦନପତ୍ର ଦାଖଲ କରାଯାଏ, କିନ୍ତୁ ୩…

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ପାଳିତ

ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ୍ ସାମନ୍ତ ଯୋଗଦେଇ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର…

ବାର୍ଡ ଅନୁଷ୍ଠାନ ଦ୍ବାରା ଟେଲିକମ ଉପଭୋକ୍ତା ଅଧିକାର ଓ ଅଭିଯୋଗ ସମନ୍ଧୀୟ ସଚେତନତା କର୍ମଶଳI

ଫୁଲବାଣୀ : ଭାରତ ସରକାରଙ୍କ ଟ୍ରାଇ ଆନୁକୂଲ୍ୟରେ ଉପଭୋକ୍ତା ଓକିଲାତି ଅନୁଷ୍ଠାନ ବାର୍ଡ ପକ୍ଷରୁ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ଫୁଲବାଣୀ ଆଇଟିଡିଏ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଜିଲାପାଳ ଅନିତା ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରି ଵିଭାଗ ମଧ୍ୟରେ ସମନ୍ୱୟ…

ଡିଜିଟାଲ ଯୁଗରେ ମଞ୍ଚ ନାଟକର ରହିଛି ଆବଶ୍ୟକତା

ଫୁଲବାଣୀ: ଫୁଲବାଣୀ ପ୍ରେସ କ୍ଳବ ଠାରେ ଓଡିଶା ନାଟ୍ୟସଂଘ ପ୍ରତିଷ୍ଠା ଦିବସ ବନାନୀ କଳା ସଙ୍ଗମର ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡ ଅନନ୍ତ ଚରଣ ମିଶ୍ର ଆଲୋଚକ ଭାବେ ଯୋଗ ଦେଇ ନାଟକର ପ୍ରକାର ଭେଦ ନାଟକ ରଚନା ,କଳାକାର,ନାଟକର ସମାଜ ଉପରେ…

ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ମେଳା

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ବନ୍ଧଗଡ ଗ୍ରମପଞ୍ଚାୟତର କରଣ୍ତାଗଡ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମୁଖିଙ୍କ ନେତୃତ୍ବରେ ଦୁଇଦିନ ବ୍ୟାପୀ ଶିକ୍ଷାଦାନ ଶିକ୍ଷଣ ସାମଗ୍ରି ମେଳା ଅନୁଷ୍ଠିତ ହୋଇ ଯାଇଛି। ଏହାର ଉଦଯାପନୀ ଉତ୍ସବରେ ବନ୍ଧଗଡ ଗ୍ରାମ…

ପାଠ ନପଢ଼ିବାରୁ ବଡ଼ ଭାଇ ମାଡ଼ରେ ସାନ ମୃତ

ଭୁବନେଶ୍ୱର: ବଡ଼ ଭାଇ ମାଡ଼ରେ ସାନ ମୃତ। ଭୁବନେଶ୍ୱରରେ ଘଟିଛି ଅଭାବନୀୟ ଘଟଣା। ଠିକରେ ପାଠ ପଢୁନଥିବାରୁ ସାନ ଭାଇକୁ ବଡ଼ ଭାଇ ମାଡ଼ ମାରିଥିଲା। ସେଥିରେ ସାନ ଭାଇର ମୃତ୍ୟୁ ହୋଇଛି। ଆଜି ନୟାପଲ୍ଲୀ ଅଞ୍ଚଳ ନୂଆ ସାହିରେ ଏହି ଘଟଣା ଘଟିଛି। ମୃତକ ଜଣକ ରାଜମୋହନ ସେନାପତି। ସୂଚନା ମୁତାବକ, ସାନ…