Breaking News

ରାଜ୍ୟରେ ଆଉ ୨୪ ଘଣ୍ଟା ଯାଏ ବର୍ଷା

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ। ଏହାପରେ ପାଗରେ ପରିବର୍ତନ ଆସିବ। ୨୬ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷା ହେବାର ନାହିଁ। ମାତ୍ର କେତେକ ସ୍ଥାନରେ ଘଡ଼ଘଡ଼ି…

ଚିଲିକାରେ ସୁଧୁରୁନି ଭସାପୋଲ ସେବା: ଗୋଟିଏ ଚାଲିଲେ ଗୋଟିଏ ବନ୍ଦ

ବ୍ରହ୍ମଗିରି : ଚିଲିକାରେ ଏବେ ଗୋଟିଏ ଭସାପୋଲ ଯାତ୍ରୀ ପରିବହନ କରୁଛି। ଆଉ ଗୋଟିଏ ଭସାପୋଲ ଖରାପ ହୋଇ ପଡ଼ିଛି। ଫଳରେ ଯାତ୍ରୀ ପରିବହନରେ ସମସ୍ୟା ଯେତିକି ଦେଖା ଦେଇଛି ତା’ଠାରୁ ଅଧିକ ସମସ୍ୟା ହେଉଛି ଘରୋଇ ଡଙ୍ଗାରେ ବିପଦସଙ୍କୁଳ ଯାତ୍ରୀ ପରିବହନ। ତେବେ ଗୋଟିଏ ଭସାପୋଲ ବନ୍ଦ ରହିବା…

କୁଇ ସମାଜ ସେବା ସମିତି ପକ୍ଷରୁ ନବ ନିର୍ବାଚିତ ସରପଞ୍ଚଙ୍କୁ ତାଲିମ

ଫୁଲବାଣୀ: ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅତିଥିଭାବେ ଯୋଗଦେଇ ନିଜର ସରପଞ୍ଚ ଓ ସମିତି ଅଧ୍ୟକ୍ଷ ସମୟର ଅଭିଞତା…

ସାହିତ୍ୟ ଜଗତରେ କବିତା ସବୁଠୁ ଅଧିକ ଶକ୍ତିଶାଳୀ ଦିଗ:ରାଜ୍ୟପାଳ

ଭୁବନେଶ୍ବର: ସବୁ ପିଲାଙ୍କ ଭଳି ତାଙ୍କର ମଧ୍ୟ ହସିବା ଖେଳିବା ଓ ପାଠପଢ଼ିବା ବୟସ। କରୋନାର କଟକଣା କାଳରେ ସେ କିନ୍ତୁ ନିମଗ୍ନ ରହିଲେ ଭାବ ରାଇଜରେ, ଆଉ କାବ୍ୟ କବିତା ରଚନା କରିବା ତାଙ୍କ ନିତିଦିନିଆ ଅଭ୍ୟାସ ହୋଇଗଲା। ମୋବାଇଲ୍ କିମ୍ବା ଟିଭି ବଦଳରେ ପାଠପଢ଼ା ସହ ଅବସର ସମୟ ମିଳିଲେ ସେ ନିମଗ୍ନ…

କ୍ବାର୍ଟର୍ସରେ ପଶି ଠିକାଦାରଙ୍କ ଗୁଣ୍ଡାଗିରି: ଅଧୀକ୍ଷଣ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼

ଫୁଲବାଣୀ : ଠିକା କାମକୁ କେନ୍ଦ୍ରକରି କନ୍ଧମାଳ ଜିଲ୍ଲାର ଜଣେ ଠିକାଦାର ଦାଦାଗିରି କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଠିକାଦାର ସୂର୍ଯ୍ୟକାନ୍ତ ପଟ୍ଟନାୟକ ତାଙ୍କର ପାଞ୍ଚରୁ ଛଅ ଜଣ ସହଯୋଗୀଙ୍କ ସହ ମିଶି ଫୁଲବାଣୀ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ…

କୋଭିଡ୍‌ ପରେ ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ: ନବୀନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା: ବିମାନବନ୍ଦରରୁ ନବୀନ…

ଭୁବନେଶ୍ବର: କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀରେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିଛନ୍ତି। ଓଡ଼ିଶାରେ ତାଙ୍କୁ ଜୋର୍‌ଦାର ସ୍ବାଗତ କରିବା ଲାଗି ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଡ଼ ଧରଣର…

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନଜାତୀମାନଙ୍କ ଭୂମିକା ଅତୁଳନୀୟ: କୁଳପତି

ଭୁବନେଶ୍ବର : ଭାରତୀୟ ସଭ୍ୟତା ଓ ସଂସ୍କୃତିର ଆଦିବାସୀ ଓ ଜନଜାତି ଏକ ଅଭିନ୍ନ ଅଂଶ। ସେମାନଙ୍କର ସଂସ୍କୃତି, ପରମ୍ପରା, ମୂଲ୍ୟବୋଧ, କଳା, କୌଶଳ ମାଧ୍ୟମରେ ଭାରତୀୟ ସାମାଜିକ ବ୍ୟବସ୍ଥାକୁ ଅଧିକ ବଳିଷ୍ଠ କରିଛି।  ଜନଜାତି ସମାଜ କେବେ ବି ଇଂରୋଜମାନଙ୍କ ଦାସତ୍ୱ ଗ୍ରହଣ କରିନାହାନ୍ତି, ବରଂ…

ଆମ ମୁଖ୍ୟମନ୍ତ୍ରୀ, ଆମ ଗର୍ବ

ନୂଆଦିଲ୍ଲୀ : ଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର…

ବାତ୍ୟା ନେଇ କିଛି ଆକଳନ ହୋଇନି: ପାଣିପାଗ ବିଜ୍ଞାନୀ

ବାତ୍ୟା ନେଇ କିଛି ସୂଚନା ନାହିଁ କି ଏସମ୍ପର୍କିତ କିଛି ଆକଳନ କରାଯାଇନି। ବାତ୍ୟା ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି। ଆସନ୍ତା ୧୦ କିମ୍ବା ୧୧ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ବୋଲି ଚର୍ଚ୍ଚା…

ଅନ୍ଧ ବିଶ୍ବାସ ଏକ ଅଭିଶାପ

ଏଥିରେ ଦ୍ବିଧା ନାହିଁ ଯେ ଅନ୍ଧବିଶ୍ବାସ ହେଉଛି ଏକ ଅଭିଶାପ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଲୋକଙ୍କ ଭିତରେ ଅନ୍ଧବିଶ୍ବାସର ପ୍ରସାର କରିବାରେ ତାନ୍ତ୍ରିକ ବା ଗୁଣିଆମାନଙ୍କ ବିଶେଷ ଭୂମିକା ରହିଛି। ଏଭଳି ତାନ୍ତ୍ରିକ ଓ ଗୁଣିଆମାନଙ୍କୁ ପ୍ରଶାସନ ଦ୍ବାରା ଚିହ୍ନଟ କରାଯାଉ।…