Breaking News

ପ୍ରତ୍ନତାତ୍ତ୍ବିକ ଖନନରେ ଓଡ଼ିଶାର ପ୍ରାଚୀନ ଐତିହ୍ୟ

ଗଲା ୨୦ ବର୍ଷ ମଧ୍ୟରେ ହୋଇଥିବା ଅନେକ ପ୍ରତ୍ନତାତ୍ତ୍ବିକ ଖନନ ଓ ଉଦ୍ଧାର କାର୍ଯ୍ୟରୁ ଓଡ଼ିଶାରେ ପ୍ରାଚୀନ ଐତିହ୍ୟ ଉପରେ ଅନେକ ଧାରଣା ମିଳିଥାଏ। ଏଭଳି ଅନେକ ଖନନରୁ ଓଡ଼ିଶାରେ ପୁରାତନ ପ୍ରସ୍ତର ଯୁଗରୁ ଆରମ୍ଭ କରି ମଧ୍ୟଯୁଗୀୟ ସମୟର ପ୍ରତ୍ନତାତ୍ତ୍ୱିକ ଅବଶେଷ ଉଦ୍ଧାର କରାଯାଇଛି, ଯାହା ଉପରେ…

୨ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ: ୧୩ ଜଣ ୧୮ ବର୍ଷରୁ କମ୍ ବୟସର ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ଶହ ତଳକୁ ଖସିଛି। ଗତକାଲି ୨୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୨ ଜଣ…

ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି : ଆସନ୍ତା ସପ୍ତାହରୁ ବଢ଼ିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଲଘୁଚାପ ପରେ ଲଘୁଚାପ। ଆଗକୁ ଆସୁଛି ଆଉ ୨ଟି ଲଘୁଚାପ। ଆସନ୍ତା ୨ ସପ୍ତାହ ମଧ୍ୟରେ ଆସୁଛି ଆଉ ୨ଟି ଲଘୁଚାପ। ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ଆଜି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୮ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ ପ୍ରଥମ…

ଦ୍ୱିତୀୟଥର ପାଇଁ ଅନିମା ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି, ବିଭିନ୍ନ ମହଲରେ ସ୍ୱାଗତ

ଫୁଲବାଣୀ: ବିଜୁ ମହିଳା ଜନିତା ଦଳର ନୂତନ ରାଜ୍ୟ କମିଟି ଇତି ମଧ୍ୟରେ ଘୋଷିତ ହୋଇଥିବା ବେଳେ କନ୍ଧମାଳ ଜିଲାର ପୂର୍ବତନ ଜିଲା ସଭାନେତ୍ରୀ ତଥା ବର୍ତ୍ତମାନର କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ପୁଣିଥରେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ…

କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଅଚିହ୍ନା ରୋଗ ଆତଙ୍କ, ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ କୋଲାଗଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଅଚିହ୍ନା ରୋଗ ଆତଙ୍କ ଦେଖାଦେଇଛି। ୪ ଦିନ ମଧ୍ୟରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହେବା ସହିତ ୨୦ଜଣରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇ ପଡିଆ ଓ ମାଲକାନଗିରି ହସ୍ପିଟାଲ ରେ…

ପ୍ରେମିକାକୁ କଚାଡ଼ି ମାରିଦେଲା ପ୍ରେମିକ

ଚିତ୍ରଡା: ପ୍ରେମିକାକୁ କଚାଡ଼ି ମାରିଦେଲା ପ୍ରେମିକ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ପିସିପୁର-ଭଦ୍ରାଶୋଳ ଗ୍ରାମରେ। ଖବରରୁ ପ୍ରକାଶ କି ଉକ୍ତ ଗ୍ରାମର ଦେବାନ ଭକ୍ତାଙ୍କ ଝିଅ ଯାତ୍ରୀ ଭକ୍ତା (୨୨)ଙ୍କୁ ଉକ୍ତ ଗ୍ରାମର ଯୁବକ ଚାମଟୁ…

ରାଜଧାନୀରେ ବିଳମ୍ବିତ ରାତିରେ ନୃଶଂସ ହତ୍ୟାକାଣ୍ଡ : ଜବରଦଖଲକୁ ନେଇ ହତ୍ୟା, ୨ଅଭିଯୁକ୍ତ ଗିରଫ

ରାଜଧାନୀରେ ଜବରଦଖଲ ଉଚ୍ଛେଦକୁ ଗଡ଼ିଲା ମୁଣ୍ଡ । ଖୋଦ୍ ଡିସିପିଙ୍କ ଅଫିସ୍ ନିକଟରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ । ଗତକାଲି ବିଲମ୍ବିତ ରାତିରେ ଭୁବନେଶ୍ୱର ବାଣୀବିହାର ଛକ ନିକଟରେ ଚା ଦୋକାନ ଖୋଲିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚରମ ପରିସ୍ଥିତିକୁ ଯାଇଛି । ସୌମ୍ୟରଞ୍ଜନ କୁଣ୍ଡୁ…

ରିଲାଏନ୍ସ ରିଟେଲ ବିଜ୍‌ନେସର ନେତୃତ୍ୱ ନେବେ ଈଶା, ସଂକେତ ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଦେଶର ସର୍ବବୃହତ୍ତ କର୍ପୋରେଟ ଧାରାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ମୁକେଶ ଅମ୍ବାନୀ ସଂକେତ ଦେଇଛନ୍ତି ଯେ, ଆଗାମୀ ପିଢ଼ିକୁ ବଡ଼ ଗୁରୁଦାୟିତ୍ୱ ଦେବେ । ସୋମବାର ମୁକେଶ ଅମ୍ବାନୀ  ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୫ତମ ବାର୍ଷିକୀ…

କିଏ ହେବ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ: ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ, ଅକ୍ଟୋବର ୧୭ରେ…

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ମାସରେ ହେବ କଂଗ୍ରେସ ସଭାପତି ନିର୍ବାଚନ । ଏନେଇ ରବିବାର ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ଦଳର ମୁଖପାତ୍ର ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଅକ୍ଟୋବର ୧୭ ତାରିଖରେ ସଭାପତି ପଦ ପାଇଁ ନିର୍ବାଚନ…

ପରୀକ୍ଷାରେ କମ୍ ମାର୍କ ଦେବାରୁ ସାରଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର

ଝାଡ଼ଖଣ୍ଡ : ଆପଣ ଗୁରୁ ଆଉ ଶିଷ୍ୟଙ୍କ ସମ୍ପର୍କ ବିଷୟରେ ବହୁତ କିଛି କଥା ଶୁଣିଥିବେ। ଗୁରୁମାନଙ୍କୁ ପିଲାମାନେ କିପରି ସମ୍ମାନ ଦିଅନ୍ତି ଏହା ମଧ୍ୟ ଆପଣ ଦେଖିଥିବେ, କିନ୍ତୁ ଗୁରୁମାନଙ୍କୁ ଗଛରେ ବାନ୍ଧି ପିଟୁ ଥିବାର ଦୃଶ୍ୟ ଆପଣ ଦେଖି ନଥିବେ। ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।…