Breaking News

ସଂସ୍କୃତି ମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ: ଜଳେଶ୍ୱର ସ୍ଥିତ ରାଇବଣିଆ କିଲ୍ଲା ପରିଦର୍ଶନ ଓ ସଂରକ୍ଷଣ ପାଇଁ…

ଭୁବନେଶ୍ୱର:  ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ  ଅଶ୍ୱିନୀ କୁମାର ପାତ୍ର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ରାଇବଣିଆ ଫୋର୍ଟ(କିଲ୍ଲା) ପରିଦର୍ଶନ କରି ସେଠାରେ ସ୍ଥିତି ଅନୁଧ୍ୟାନ ପୂର୍ବକ ଏହି ପୁରାତନ କିଲ୍ଲାର ସଂରକ୍ଷଣ ଉପରେ ଆବଶ୍ୟକ ପଦକ୍ଷେପ…

କନ୍ଧମାଳ ଚାଷିଙ୍କ ପାଖରେ ପନିପରିବା ରଖିବା ପାଇଁ ସବ୍‌ଜି କୁଲର ବିତରଣ

ଫୁଲବାଣୀ/ବାଲିଗୁଡ଼ା:କନ୍ଧମାଳ ଜିଲାରେ ପ୍ରଥମ ଥର ଉଦ୍ୟଗି ପରିବା ଚାଷିଙ୍କୁ ସମନ୍ନିତ ଫୁଲବାଣୀ ଓ ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥା ମିଶନ ଜୀବିକା ମାଧ୍ୟମରେ ପ୍ରଦାନ କରଯାଇଛି ସବଜି କୁଲର। ଫୁଲବାଣୀ ଆଇଟିଡ଼ିଏ ପକ୍ଷରୁ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଦୁତିପଡ଼ା ପଞ୍ଚାୟତର ସୁଜିପଡ଼ା ଗ୍ରାମର…

ପକ୍‌ସୋ ଆଇନର ଦଶବର୍ଷ ପୂର୍ତ୍ତି : ପଞ୍ଜୀକରଣହାରବଢ଼ିଛି ୪୫ପ୍ରତିଶତ, ଯୌନ ନିର୍ଯାତନାରୁ ମୁକ୍ତି ପାଇଁ ଜରୁରୀ ଜନ…

ଭୁବନେଶ୍ୱର: ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ରକ୍ଷା କରିବା ପାଇଁ ପ୍ରଚଳିତ ପକ୍‌ସୋ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବାର ସମୟ ଆସିଛି। ୨୦୧୭ରୁ ୨୦୨୦ ଭିତରେ ଜାତୀୟ ସ୍ତରରେ ପକ୍‌ସୋ ମାମଲା ପଞ୍ଜୀକରଣ ହାର ୪୫ଭାଗ ବଢ଼ିଛି। ଶିଶୁଙ୍କ ସୁରକ୍ଷା ପାଇଁ ଏବେ ବି ଅନେକ ଆହ୍ୱାନ ରହିଛି। ଏଥିପାଇଁ…

ନୁଆଁଖାଇ ପର୍ବ: ସମ୍ବଲପୁର ଓ ବରଗଡ଼ ଜିଲ୍ଲା ୨ ଦିନ ଛୁଟି

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଳନ ହେବ। ଏହି ଅବସରରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ୨ ଦିନ ଛୁଟି ରହିବ। ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ବିଭାଗର ଯୁଗ୍ମ ସଚିବ ମଧୁସ୍ମିତା ସାହୁ ଉତ୍ତରାଞ୍ଚଳ ରାଜସ୍ବ କମିସନର…

ପୋଲସରାରେ ଖୋଲିବ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ

ଭୁବନେଶ୍ବର: ଗଞ୍ଜାମ ଜିଲା ପୋଲସରାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ) ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ଗଞ୍ଜାମ ଜିଲାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସଂଖ୍ୟା ୬ରେ ପହଞ୍ଚିଲା । ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର,…

ଶାଶୁଘର ଛାଡିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ଛାଡିବେ ଶାଶୂଘର। ବର୍ଷାଙ୍କ ଆବେଦନକୁ କଟକ ଏଡିଜେ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଏସଡିଜିଏମ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏଡିଜେ କୋର୍ଟରେ ସେ ଆବେଦନ କରିଥିଲେ…

ଅତ୍ୟଧିକ ଏନ୍‌ପିଏ ଥିବା ଦେଶ: ପଞ୍ଚମ ସ୍ଥାନରେ ଭାରତ

ମୁମ୍ବାଇ: ଅତ୍ୟଧିକ ପରିମାଣର ଅନାଦେୟ ଋଣ ବା ନନ୍‌ ପରଫରମିଂ ଆସେଟ୍‌ (ଏନ୍‌ପିଏ) ଥିବା ଦେଶଗୁଡ଼ିକ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ଭାରତ ଉପରେ ଥିବା ଅନ୍ୟ ଚାରିଟି ଦେଶ ହେଉଛି ୟୁରୋପ ମହାଦେଶର। ସେମାନେ ହେଉଛନ୍ତି ପର୍ତୁଗାଲ, ଇଟାଲି, ଆୟରଲ୍ୟାଣ୍ଡ୍‌ ଓ ଗ୍ରିସ୍‌। ଏହି ଚାରି…

ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା : ଓଡ଼ିଶାରୁ ମହାରାଷ୍ଟ୍ର ସବୁଠି ଉତ୍ସାହ

ଭୁବନେଶ୍ୱର: ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆରଧନା । ଗଜାନନଙ୍କ ଆବାହନ ପାଇଁ ସାରା ଦେଶ ଉତ୍ସବ ମୁଖର । ଗାଁ ଦାଣ୍ଡ, ସହର, ବଜାର ବିଘ୍ନରାଜଙ୍କ ପାଇଁ ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସାଜସଜ୍ଜାରେ ପୂଜା ମଣ୍ଡପ ଶୋଭାପାଉଛି । ଚଳିତ ବର୍ଷ ବିନା କଟକଣାରେ ଗଜାନନଙ୍କ ପୂଜା ହେଉଛି । ଗଣେଶ ପୂଜା ପାଇଁ…

ବାଲେଶ୍ବର ପୌର ପରିଷଦକୁ ପୂରିବ ୧୪୬ ବର୍ଷ, ମୌଳିକ ସୁବିଧାରୁ ବଞ୍ଚିତ ସହରବାସୀ

ବାଲେଶ୍ବର: ରାତି ପାହିଲେ ବାଲେଶ୍ବର ପୌରପାଳିକା ପାଳନ କରିବ ସ୍ବାୟତ୍ତ ଶାସନ ଦିବସ। ୧୮୭୬ ମସିହାରେ ଏହି ପୌରପାଳିକା ପ୍ରତିଷ୍ଠା ହୋଇଥିଲା। ୩୧ ୱାର୍ଡ ବିଶିଷ୍ଟ ଏହି ପୌରପାଳିକାର‌ ପ୍ରଥମ ଅଧ୍ୟକ୍ଷ ଥିଲେ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ସରକାର। ଏବେ ସମୟ ଅନୁସାରେ ସହରର ଜନସଂଖ୍ୟା ୧.୫…

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନ, ଅରୁପ ଜେନା ସଭାପତି ମନୋନୀତ

କନ୍ଧମାଳ:  ସର୍ବ ପୁରାତନ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲା ପ୍ରେସକ୍ଳବ ଫୁଲବାଣୀ ଠାରେ ଡ ଅରୁପ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ସଂଘର ସଭ୍ୟସଭ୍ୟା ଓ କର୍ମକର୍ତ୍ତା ମାନଙ୍କୁ ପ୍ରଥମେ ସ୍ୱାଗତ…