Breaking News

ଓଡ଼ିଶା ଫୁଡ୍ ପ୍ରୋ ୨୦୨୨ କାର୍ୟ୍ୟକ୍ରମ ଉଦଘାଟିତ, ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବ

ଭୁବନେଶ୍ୱର: ଆରମ୍ଭ ହେଲା ଓଡ଼ିଶା ଫୁଡ୍ ପ୍ରୋ ୨୦୨୨ । କାର୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି । ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି…

ଜିଓ ପକ୍ଷରୁ ବଡ଼ ଘୋଷଣା: ଦୀପାବଳିରୁ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୫ ତମ ବାର୍ଷିକ ସାଧାରଣ ସଭା (AGM 2022) ଅନୁଷ୍ଠିତ ହୋଇଥିଲା। ଆଜି ରିଲାଏନ୍ସ ଚଳିତ ବର୍ଷ ଦୀପାବଳିରୁ ୫ଜି ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। ପ୍ରାରମ୍ଭିକ ପର୍ଯ୍ଯାୟକେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ୫ଜି ସେବା…

ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ, ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ରପ୍ତାନୀର ରହିଛି ପର୍ଯ୍ୟାପ୍ତ…

ଭୁବନେଶ୍ୱର: ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି। ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୯.୯୧ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ…

ବିହାର ବିଧାନସଭାରୁ ଓଡ଼ିଶା ଆସିଲା ୧୦୦ ବର୍ଷର ପୁରୁଣା ନଥି, ଗବେଷକ ଓ ଭବିଷ୍ୟତ ପିଢ଼ି ପାଇଁ ମିଳିବ ଦିଗ୍‌ଦର୍ଶନ

ଭୁବନେଶ୍ୱର: ୧୯୨୨ ମସିହାରେ ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ୱନାଥ କର, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଦ୍ୱାରା ଉପସ୍ଥାପିତ ତର୍କ-ବିବରଣୀ ଓଡ଼ିଶା ବିଧାନସଭାକୁ…

କନ୍ଧମାଳ ନ୍ୟାୟ, ଶାନ୍ତି ଓ ସଦଭାବନା ସମାଜର ସଭା ଓ ଶୋଭାଯାତ୍ରା

ଫୁଲବାଣୀ:କନ୍ଧମାଳ ନ୍ୟାୟ , ଶାନ୍ତି ଓ ସଦଭାବନା ସମାଜର ସଭା ଓ ଶୋଭଯାତ୍ରା ଆଜି ଶାନ୍ତି ଶୃଙ୍ଖଳାରସହିତ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ପ୍ରସନ୍ନ ବିଶୋୟୀଙ୍କ ନେତୃତ୍ୱରେ ଏକ ଶାନ୍ତିୂପର୍ଣ୍ଣ ଶୋଭାଯାତ୍ରା ମାଦିକୁନ୍ଦା ଛକରୁ ବାହାରି ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିବା ପରେ…

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା: ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପରିଚାଳନା ନିମନ୍ତେ ୫୬୩…

ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।…

ସରକାରଙ୍କ ଜିଆରଏସ ମାରଣ ନୀତିର ଦୃଢ଼ ନିନ୍ଦା, ନିୟମିତ କରାନଗଲେ ଆନ୍ଦୋଳନ ପାଇଁ ଚେତାବନୀ

ଫୁଲବାଣୀ: ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଏକ ବୈଠକ ସଭାପତି ଶ୍ରବଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ନେତାଜୀ କ୍ଳବ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସଭାପତି ବିଜୟ କୁମାର ସାହୁ ଅଞ୍ଜଳି ନାୟକ ଓ ସାଧାରଣ ସଂମ୍ପାଦକ ସାମନ୍ତ ଦିଗାଲଙ୍କ ସହ ପ୍ରତି ପଞ୍ଚାୟତର…

ସତ୍ୟବାଦୀ ଓ ଗୋପ ବ୍ଲକ ଅଞ୍ଚଳର ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ କଲା ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପ୍ରପୀଡ଼ିତମାନଙ୍କୁ ସହଯୋଗ ଓ ସହାୟତାର ହାତ ବଢ଼ାଇଛି ଉତ୍କଳ ବିଶ୍ବବିଦ୍ୟାଳୟ। ବନ୍ୟା ପ୍ରପୀଡ଼ିତଙ୍କର କ୍ଷୟକ୍ଷତି ଓ ଦୁଃଖ ଦୁର୍ଦ୍ଦଶା ଦେଖି ଆଗାମୀ ଦିନରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଜନହିତକ ଓ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି…

ଈଶ୍ୱର ଚନ୍ଦ୍ର ନାୟକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଓଡ଼ିଶାର ଲୋକପ୍ରିୟ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ। ଈଶ୍ବରଚନ୍ଦ୍ର ନାୟକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇଁ ମନୋନୀତ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ: ଚିକିତ୍ସା ସେବାରେ ବ୍ୟାହତ, ପ୍ରତିକାର ପାଇଁ ଦାବି ଜଣାଇଲା ମିଳିତ…

ଫୁଲବାଣୀ: କନ୍ଧମାଳ ଜିଲା ସମେତ ବୌଦ୍ଧ ଓ ଦଶପଲ୍ଲାର ଜନ ସାଧାରଣ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭରଶୀଳ। କିନ୍ତୁ ଜିଲାରେ ମାତ୍ର ଜଣେ ଭେଷଜ ଡାକ୍ତର ଥିବାରୁ ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗ ଆଉଟଡୋର କ୍ୱଚିତ ଖୋଲା ଯାଉଥିବା ଅଭିଯୋଗ ହୋଇଛି। ଯାହା ଫଳରେ ରୋଗୀ ସେବା ବ୍ୟାଘାତ…