Breaking News

ବରିଷ୍ଠ ନାଗରିକ ଦେଶର ସମ୍ପତ୍ତି, ସେମାନଙ୍କ ଅଭିଜ୍ଞତା ଓ ଉପଦେଶକୁ ଗ୍ରହଣ କରି କାମରେ ଲଗାଇଲେ ଆମ ପରିବାର ହସଖୁସିରେ…

ଫୁଲବାଣୀ: ବିଶ୍ୱ ବରିଷ୍ଠ ନାଗରିକ ଦିବସ ହାଟପଦାସ୍ଥିତ ମା’ ନାରାୟଣୀଙ୍କ ସମ୍ମିଳନୀ କକ୍ଷରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗ ମଞ୍ଚ ପକ୍ଷରୁ ସଭାପତି ଅରୁପ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ସମଗ୍ର ବିଶ୍ୱରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରି…

ମା’ ନାରାୟଣୀଙ୍କଯାତ୍ରା ସମ୍ମିଳନୀ କକ୍ଷରେ ଚକ୍ଷୁ ଚିକିତ୍ସା ଶିବିର, ଚିକିତ୍ସିତ ହେଲେ ୩ଶହ ରୋଗୀ

ଫୁଲବାଣୀ: ମିଳିତ ନାଗରିକ କମିଟି କନ୍ଧମାଳ, ସଚେତନ ବରିଷ୍ଠ ନାଗରିକ ମଞ୍ଚ ଓ ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରଜପୁରର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ହାଟପଦାସ୍ଥିତ ମା’ ନାରାୟଣୀଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ ଶହରୁ ଅଧିକ ଚକ୍ଷୁ ରୋଗୀଙ୍କୁ…

ଅଗଷ୍ଟ ୨୧ରେ ହାଟପଦାଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କନ୍ଧମାଳ: ଅଗଷ୍ଟ ୨୧ତାରିଖ ରବିବାର ଦିନ ମିଳିତ ନାଗରିକ କମିଟି କନ୍ଧମାଳ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ହାଟପଦା ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ।ଜିଲାରେ ଚକ୍ଷୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଜିଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ ବିଭାଗ ରହିଛି।ସରକାର ଙ୍କର…

ଓଡିଶାର ସଫଳତା ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶନ କରୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୬ତମ ପବିତ୍ର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଆଜି ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ପାଳିତ ହୋଇଯାଇଛି। କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ଅନୁଯାୟୀ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ…

ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି ଓଡ଼ିଶା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଛନ୍ତି, ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର…

ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ ଉପରେ ଧ୍ୟାନ ଦେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ (ପାଞ୍ଚ ପ୍ରତିଜ୍ଞା) ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ସୋମବାର ଦିନ ଭାରତର ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।…

ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି, ମହାନଦୀରେ ବନ୍ୟା ବଢ଼ାଉଛି ଚିନ୍ତା

ଭୁବନେଶ୍ବର/ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି।‌ ଜଳଭଣ୍ଡାରେ ଯେତିକି ଜଳ ରହିବା କଥା, ତା’ଠାରୁ ଅଧିକ ପାଣିକୁ ନିଷ୍କାସିତ କରାଯାଉଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଠାରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।…

ସଫଳ ହେଉନି ବନ୍ୟା ନିୟନ୍ତ୍ରଣ, ପ୍ରତିବର୍ଷ ଡୁବୁଛି ଶତାଧିକ ଅଞ୍ଚଳ

ଭୁବନେଶ୍ୱର: ପ୍ରତିବର୍ଷ ବନ୍ୟା ନିୟନ୍ତ୍ରଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। କେଉଁଠି ନଦୀ ବନ୍ଧ ସୁଦଢ଼ିକରଣ ନିମନ୍ତ ଖର୍ଚ୍ଚ ହେଉଛି ତ, କେଉଁଠି ଗାର୍ଡ ୱାଲ ଉନ୍ନତିକରଣରେ ଟଙ୍କା ଖର୍ଚ୍ଚ ହେଉଛି। ହୀରାକୁଦ ନଦୀ ବନ୍ଧ ମରାମତି ଓ ରକ୍ଷଣାବେକ୍ଷଣରେ ମଧ୍ୟ ପ୍ରତିବର୍ଷ କୋଟିକୋଟି…

ଆମେ ଦାରିଦ୍ର ଓ ଅଶିକ୍ଷା ବିରୋଧରେ ଲଢ଼େଇ ଲଢ଼ିଛୁ, ଆଜି ସାରା ବିଶ୍ବ ଦେଖୁଛି ଭାରତର ଉଦୟ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧନ କରିଛନ୍ତି।ରାଷ୍ଟ୍ରପତି ହେବା ପରେ ଦେଶବାସୀଙ୍କୁ ପ୍ରଥମ ଥର ପାଇଁ ସେ ସମ୍ବୋଧନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ…

ଆଜି ଦିନରେ ସେଇ ଅଲିଭା ଦାଗ…ଦି-ଭାଗ ହୋଇଥିଲା ଅଖଣ୍ଡ ଭାରତ

ନୂଆଦିଲ୍ଲୀ: ଅଖଣ୍ଡ ଭାରତ ଇତିହାସର କଳାଦିନ ଅଗଷ୍ଟ ୧୪ ୧୯୪୭ । ଆଜିର ଦିନରେ ୨ ଖଣ୍ଡରେ ପରିଣତ ହୋଇଥିଲା ବିଶାଳ ଭାରତୀୟ ଭୂଖଣ୍ଡ । କୁହାଯାଏ ସ୍ୱତନ୍ତ୍ର ପାକିସ୍ତାନ ଗଠନ ଲାଗି ମୁସଲିମ୍ ଲିଗର ଦାବିକୁ ମାନି ନେଇଥିଲେ ତତ୍କାଳୀନ କଂଗ୍ରେସ ମୁଖିଆ।  କୋଟି କୋଟି ଦେଶବାସୀଙ୍କୁ ବିଶ୍ୱାସକୁ ନନେଇ…