Breaking News

୧୯୪୭ରୁ ୨୦୨୨ ମଧ୍ୟରେ ଭାରତ ଅନେକ କ୍ଷେତ୍ରରେ ଇତିହାସ ରଚିଛି: ଜାଣନ୍ତୁ ୭୫ ବର୍ଷର ୭୫ଟି ସ୍ୱର୍ଣ୍ଣିମ ଅଧ୍ୟାୟର କାହାଣୀ

ଆସନ୍ତାକାଲି ଭାରତ ତା’ର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ତେବେ ୧୯୪୭ରୁ ୨୦୨୨ ମଧ୍ୟରେ ଭାରତବର୍ଷରେ ଘଟିଛି ଅନେକ କିଛି ପରିବର୍ତ୍ତନ । ୧୯୪୭- ଆଜି ରାତି ୧୨ଟା ପରଠାରୁ ସ୍ୱାଧୀନ ଭାରତ ସୁନିଦ୍ରାରେ ଶୋଇ ସ୍ୱାଧୀନତାର ନୂଆ ସକାଳେ ଜାଗ୍ରତ ହେବ । ଦେଶର ପ୍ରଥମ ପ୍ରଥମ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜାଦି କା ଅମ୍ରିତ ମହୋତ୍ସବ

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ୟ୍ୟକ୍ରମ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ, ଗୌତମ…

ବରିଷ୍ଠ ନାଗରିକ ଦେଶର ସଂପଦ ଏବଂ ଯୁବ ପିଢ଼ି ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ଏବଂ ହେଲ୍ପ ଏଜ ଇଣ୍ଡିଆର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ଆସନ୍ତୁ ଦୂରତାକୁ କମ କରିବା: ଆମେ ଏବଂ ଆମର ଜେଜେବାପା-ଜେଜେମାଙ୍କୁ ସମୟ ଦେବା’ ବିଷୟବସ୍ତୁ ଉପରେ ଏକ ପୋଷ୍ଟର ପ୍ରତିଯୋଗିତା…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା : ପରଜଙ୍ଗ ଅଞ୍ଚଳକୁ ଯାତାୟତ ଠପ୍

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଗୋଟିଏ ପଟେ ସେତୁ ତିଆରି ଚାଲିଥିବା ବେଳେ ଅନ୍ୟପଟେ ବର୍ଷାରେ ଧୋଇଯାଇଛି ରାସ୍ତା । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଅଞ୍ଚଳରେ । ଲଗାଣ ବର୍ଷା ଯୋଗୁ ନୂଆ ତିଆରି ଚାଲିଥିବା ସେତୁର ପାଶ୍ୱର୍ ରାସ୍ତା ସମ୍ପୂର୍ଣ୍ଣ…

ଅଗଷ୍ଟ ମାସରେ ଏହି ରାଶିର ଲୋକଙ୍କର ଖୋଲିପାରେ ଭାଗ୍ୟ, ହେବ ଧନ ଲାଭ ଓ ପଦୋନ୍ନତି

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଯେତେବେଳେ କୌଣସି ଗ୍ରହ ଗୋଚର କରିଥାଏ, ତେବେ ଏହାର ଶୁଭ ଓ ଅଶୁଭ ପ୍ରଭାବ ସବୁ ରାଶିର ଜୀବନ ଉପରେ ଦେଖିବାକୁ ମିଳିଥାଏ। ଅଗଷ୍ଟର ଆରମ୍ଭରୁ ଏଭଳି ହେବାର ଅଛି। ଏଭଳି ପରିସ୍ଥିତିରେ କିଛି ଗ୍ରହ ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷଶାସ୍ତ୍ର…

ଚେସ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବୃଦ୍ଧି ପାଇଛି

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଆଜି ଚେସ ପୁସ୍ତକ ‘ସତରଞ୍ଜ: ବୁଦ୍ଧିର ବିକାଶ’ ଉନ୍ମୋଚିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ବିଶିକେଶନ…

ଆସୁଛି ଆଉ ଏକ ଲଘୁଚାପ, ୮ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଉତ୍ତର ଓ ଆଭ୍ୟନ୍ତୀରଣ ଓଡ଼ିଶା ଉପରେ ଥିବା ଅବପାତ କ୍ରମଶଃ ଦୁର୍ବଳ ହୋଇ ସ୍ପଷ୍ଟ ଲଘୁଚାପରେ ପରିଣିତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଧୀରେଧୀରେ କମିବା ଆରମ୍ଭ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି…

ଜଷ୍ଟିସ ଉଦୟ ଉମେଶ ପରବର୍ତ୍ତୀ ପ୍ରଧାନ ବିଚାରପତି, ମୋହର ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଆଜି ତାଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଥିବା ଏନଭି ରମନ୍ନାଙ୍କ ଉତ୍ତରାଧିକାରୀ ହେବେ ଉଦୟ ଉମେଶ। ଆସନ୍ତା ଅଗଷ୍ଟ ୨୬ରେ…

ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ନବୀନ ନିବାସ ନ ଆସିବାକୁ କଲେ…

ଭୁବନେଶ୍ବର: ରାକ୍ଷୀ ପୂର୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦରେ ରକ୍ଷାବନ୍ଧନ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥି ସହିତ ଆସନ୍ତାକାଲି ରକ୍ଷାବନ୍ଧନ…

ଲଗାଣ ବର୍ଷା ଯୋଗୁ ପୁଣି ବ୍ୟାପିପାରେ ହଇଜା: ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁ ହଇଜା , ଝାଡାବାନ୍ତି ବ୍ୟାପିପାରେ ବୋଲି ସତର୍କ କରାଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ଏନେଇ ସବୁ ଜିଲ୍ଲାର ସିଡିଏମଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ପୂର୍ବରୁ ଝାଡା ବାନ୍ତି…